କଳାହାଣ୍ଡି

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ

କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ…

ବନାରସ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନ୍‌ ସମ୍ପ୍ରସାରଣର ଆଜି ଉଦ୍‌ଘାଟନ କାର୍ଯ୍ୟକ୍ରମ

କେସିଙ୍ଗା,୨୦।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ସୋମବାର ଅପରାହ୍ନରେ ବନାରସ-ସମ୍ବଲପୁର-ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ଏକ୍ସପ୍ରେସ ଟ୍ରେନର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲା ସହ କେସିଙ୍ଗା ଅଞ୍ଚଳର ବହୁ ଦିନର ଦାବି…

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ

ଭବାନୀପାଟଣା/ତୁଣ୍ଡଲା,୧୯।୧୧(ଉତ୍ତମ କୁମାର ଦାଶ/ଫିରୋଜ କୁମାର ଦାଶ): ତ୍ରିପୁରା-ବାଂଲାଦେଶ ସୀମାନ୍ତ ଲଙ୍କାମୋରାରେ ଗତ ଶୁକ୍ରବାର ଶହୀଦ ହୋଇଥିଲେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ଈଶର ଚନ୍ଦ୍ର ଦୋରା। ରବିବାର ମଧ୍ୟାହ୍ନରେ ନିଜ ଜନ୍ମ ମାଟି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡିରେ ପହଞ୍ଚି ଥିଲା…

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର

କେସିଙ୍ଗା, ୧୯।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ରବିବାର ତାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଛି।…

କୋଶଲ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ

କର୍ଲାମୁଣ୍ଡା:୧୮।୧୧(ପ୍ରଦୀପ କୁମାର ସାହୁ): ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦୋକାନ, ବଜାର ବନ୍ଦ…

ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ତୁଣ୍ଡଲା(ପ୍ରଦୀପ କୁମାର ସାହୁ/ଫିରୋଜ କୁମାର ଦାସ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ୍‌ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସ୍‌ଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ସେ ତ୍ରିପୁରାରେ ଡ୍ୟୁଟିରେ ଥିବାବେଳେ…

ଧାର ଟଙ୍କା ଫେରସ୍ତ ମାଗିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଭଙ୍ଗାବାରୀ ନିକଟରେ ଧାର ଟଙ୍କା ଫେରସ୍ତ ମାଗିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତ ଜଣକ ଟଙ୍କା ଦେବା ତ ଦୂରର କଥା ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

କୋକସରା,୧୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ କୂଅରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ଚିନ୍ତାମଣି ପଟେଲଙ୍କ ପୁଅ ଧର୍ମେନ୍ଦ୍ର…

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: ବନ୍ଧା ହେଲେ ଅଭିଯୁକ୍ତ

ଭବାନୀପାଟଣା,୯।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ କୋକସରା ଥାନା…

ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯାଉଥିଲେ ଝିଅ, ବାଟରେ ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ବୁଧବାର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ବେହେରନସିଲ ଗାଁକୁ ଚାଲି ଚାଲି ଯାଉଥିଲେ। ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଭାଲୁ…

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ…

କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ

ଗୋଲାମୁଣ୍ଡା,୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ୩ଟି ଗ୍ରାମପଞ୍ଚାୟତରେ ଶନିବାର ରାତିରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଏଥିଯୋଗୁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?