ପାଣିରେ ବୁଡ଼ିଲା ୬୪ କୋଟି ଟଙ୍କାର ପ୍ରକଳ୍ପ
ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଦେଢ ବର୍ଷ ହେବ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନ୍ବିସିସି(ନ୍ୟାଶନାଲ…
ସିଦ୍ଧେଶ୍ୱରୀଙ୍କ ମୂର୍ତ୍ତିକୁ ହାଣିଦେଲେ
ଝୁମ୍ପୁରୀ,୬ା୮(ସରୋଜ ନାୟକ): ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ପୂଜା ପାଉଥିବା ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ମୂର୍ତ୍ତିକୁ ହଣାଯାଇଛି। ସେହି ଅଞ୍ଚଳର ଧୀରେନ୍ ଜେନା ଶୁକ୍ରବାର ରାତି ୮ଟାରେ ଏକ ଟାଙ୍ଗିଆ ସାହାଯ୍ୟରେ…
ଅସମୟରେ ଆବାସ କାର୍ଯ୍ୟାଦେଶ ପ୍ରଦାନ
ରସୁଲପୁର,୬ା୮(ରଞ୍ଜିତ ରାଉତ):ରସୁଲପୁର ବ୍ଲକରେ ଜୁନ୍ ୨୦୨୩ ଶେଷ ସପ୍ତାହଠାରୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଆସୁଛି। ମାତ୍ର ହିତାଧିକାରୀଙ୍କୁ ଅସମୟରେ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହେଉଛି।…
ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍
ଚଣ୍ଡିଖୋଲ,୪ା୮(ପ୍ରଦୀପ୍ତ କୁମାର ପୃଷ୍ଟି):ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ହେଲେ ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ରନତ୍ଗିରି, ଉଦୟଗିରି, ଲଳିତଗିରି ସହିତ ଜାତୀୟ ଉଦ୍ୟାନ ଭିତର କନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆସିପାରିବେ। ଗମନାଗମନ ସୁବିଧା ହେଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ। ପ୍ରକଳ୍ପ…
ବୈତରଣୀ କୂଳବର୍ତ୍ତୀ ଗାଁରେ ଆତଙ୍କ
ଯାଜପୁର/ଝୁମ୍ପୁରି/ପ୍ରୀତିପୁର/ଯାଜପୁର ସଦର,୪ା୮(ହର୍ଷବର୍ଦ୍ଧନ ବେହେରା/ସରୋଜ ନାୟକ/ସୁଶାନ୍ତ ବେହୁରା/ସମର ବିଜୟ ଶରଣ) : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଏବଂ ବୈତରଣୀ ଓ ଏହାର ଶାଖା କାଣୀ ନଦୀ କୂଳବର୍ତ୍ତି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଜିଲାର ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ…
ନଦୀକୂଳିଆଙ୍କ ମନରେ ଛନକା
ରସୁଲପୁର,୪ା୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକର ୨୮ ପଞ୍ଚାୟତକୁ ବ୍ରାହ୍ମଣୀ ଓ ତା’ର ଶାଖା ନଦୀ ଖରସ୍ରୋତା ଘେରିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ଖରସ୍ରୋତାରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଉଭୟ ନଦୀ ପଠାରେ ଥିବା ଚାଷ…
୧୮ରୁ ଊଦ୍ଧର୍ବ ଗ୍ରାମ ଜଳମଗ୍ନ
କୋରେଇ,୪ା୮(ଚନ୍ଦ୍ରକାନ୍ତ ପତି): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ବନ୍ୟା ଯୋଗୁ କୋରେଇ ବ୍ଲକ ଅଧୀନ ରଣପୁର, ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ଅମୃତିଆ, ଅଶନଝର ଓ ମୂଳାପାଳ ଆଦି ୭ ପଞ୍ଚାୟତର ୧୮ରୁ…
ବିପଦ ବେଳେ ବନ୍ୟା ଆଶ୍ରୟସ୍ଥଳୀ ନୋହିଲା
ଯାଜପୁର,୪ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାବାସୀଙ୍କ ପାଇଁ ବନ୍ୟା ଚିର ସହଚର ହୋଇଛି। ବର୍ଷା ମାସ ଆସିଲେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, ବୁଢା ଇତ୍ୟାଦି ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ଦୁର୍ଗତଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ ବିଧାୟକ, ନେତା,…
ବନ୍ୟା ପାଣିରେ ବୁଡ଼ିଲା ଚାଷଜମି
ବରୀ,୪ା୮(ମହେନ୍ଦ୍ର ସ୍ବାଇଁ): ଲଗାଣ ବର୍ଷା ଯୋଗୁ ଦୁଧେଇ ନଦୀରେ ବନ୍ୟା ଆସିବାରୁ ବରୀ ଅଞ୍ଚଳ ପ୍ରଭାବିତ ହୋଇଛି। ବରୀ-କଳାମାଟିଆ ରାସ୍ତାର ବାଲିବିଲସ୍ଥିତ ସାଇ ମନ୍ଦିର ନିକଟରେ ପାଣି ପ୍ରବାହିତ ହେବା ଯୋଗୁ ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀ…
ବ୍ରାହ୍ମଣୀରେ ପ୍ରଥମ ବନ୍ୟା
ଧର୍ମଶାଳା,୪ା୮(ବଟକୃଷ୍ଣ ପରିଡ଼ା): ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରହ୍ମଣୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟାସୁଦ୍ଧା ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ସ୍ଥିର ରହିଛି। ବନ୍ୟାଜଳ କମିବା ସମ୍ଭାବନା ଥିବା ଜାରକା…
ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ
କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା…
ଯାଜପୁର ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ନୋଟିସ
ଯାଜପୁର,୩।୮(ହର୍ଷବର୍ଦ୍ଧନ ବେହେରା)ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୮୭ କଲୋନୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ହୋଇଥିବା ଏଭଳି ଅଭିଯୋଗ ଉପରେ ଯାଜପୁର ଜିଲାପାଳଙ୍କ ସମେତ ସୁକିନ୍ଦା ବିଡିଓ, ଯାଜପୁର…
Archives


