ଯାଜପୁର

ଷ୍ଟିଲ୍‌ ଓପନ ବୋଟ୍‌ ଉପରେ ପ୍ରଶାସନର ନଜର ପଡ଼ିଲା

କାଏମା,୨୬ା୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟରେ ମୋଟର ଚାଳିତ ବୋଟ୍‌ ଏସ୍‌ଓବି(ଷ୍ଟିଲ ଓପନ ବୋଟ୍‌) ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ିରହିଥିଲା। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଧରିତ୍ରୀରେ ‘ଅବହେଳିତ ଅବସ୍ଥାରେ ଷ୍ଟିଲ ଓପନ…

୨ ପାଣିଟାଙ୍କିରେ ଫାଟ

ସୁକିନ୍ଦା,୨୬ା୯(ସତ୍ୟଜିତ ଦାଶ): ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି। ସଂସାଇଲୋ…

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଯାଜପୁର ରୋଡ୍‌,୨୬ା୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର…

କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ

କାଏମା,୨୫ା୯(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅଧୀନ ଉତ୍ତରପ୍ରତାପ ପଞ୍ଚାୟତର ଅଲଣି ସାହୁ ଗାଁ ନିକଟରୁ ଚାନ୍ଦମୋହିନୀ ଗ୍ରାମ ପର୍ଯ୍ୟନ୍ତ କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ ହେବାକୁ ଲାଗିଲାଣି। ଏବେ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ରାସ୍ତାର ଅନେକ…

ସିସିଟିଭି ସ୍ଥାପନ ନିର୍ଦ୍ଦେଶକୁ ଅଣଦେଖା

ଯାଜପୁର,୨୫ା୯(ହର୍ଷବର୍ଦ୍ଧନ ବେହେରା):ବାଲି ଚୋରିକୁ ନିୟନ୍ତ୍ରଣ କରିବା ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ପକ୍ଷରୁ ୨୦୨୨ ଅଗଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଉକ୍ତ ରାୟରେ ବାଲି ଖାଦାନଗୁଡ଼ିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ…

ସମବାୟ ସମିତି କାର୍ଯ୍ୟାଳୟରେ ଲହଡ଼ି ମାରୁଛି ପାଣି

ପାଣିକୋଇଲି,୨୪।୯(ବିକାଶ ମଲ୍ଲିକ): ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ମଧ୍ୟରେ ଲହଡି ମାରୁଛି ବର୍ଷା ପାଣି। ବହୁ ପୁରାତନ ଏହି ସେବା ସମବାୟ ସମିତି ନିଜସ୍ବ ଗୃହରେ ଚାଲିଛି। ପାଣିକୋଇଲି, ପଥରପଦା ପଞ୍ଚାୟତ ଓ ଗୋଳେଇପୁର, କରଦା, ଧନେଶ୍ୱର ପଞ୍ଚାୟତର…

ଅବହେଳିତ ଅବସ୍ଥାରେ ଷ୍ଟିଲ୍‌ ଓପନ ବୋଟ

କାଏମା,୨୪।୯(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟ କେଲୁଅ ନଦୀକୂଳରେ ପଡ଼ିରହିଛି ମୋଟର ଚାଳିତ ବୋଟ ଏସ୍‌ଓବି(ଷ୍ଟିଲ ଓପନ ବୋଟ)। ଏହା ଅବହେଳିତ ଅବସ୍ଥାରେ ଥିବାରୁ ଗଛଲତା ମାଡ଼ିଗଲାଣି। ଧର୍ମଶାଳା ଅଞ୍ଚଳରେ ଏହା ଏକମାତ୍ର ଷ୍ଟିଲ…

କେରୁଣା-କୋତପୁର ରାସ୍ତା କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୨୪।୯(ସୁଶାନ୍ତ ବେହୁରିଆ): ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଓ ଠିକାଦାର ପ୍ରୀତି ଯୋଗୁ ବହୁ ରାସ୍ତା କାର୍ଯ୍ୟରେ ଅନିୟମିତତା ଦେଖାଦେବା ସହିତ କାର୍ଯ୍ୟରେ ସ୍ଥାୟିତ୍ୱ ପ୍ରତି…

ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ

ଡେରାବିଶ,୨୪।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ଯଅଁରାବାରିମୂଳ ପଞ୍ଚାୟତ ଯଅଁରାବାରିମୂଳ ଗ୍ରାମରେ ଶୁକ୍ରବାର ରାତିରେ ଗଣେଶମୂର୍ତ୍ତି ଭସାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହାକୁ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି।…

ଜମି ଜାଲିଆତିରେ ଅର୍ଥ ହଡ଼ପ

ଯାଜପୁର, ୨୪।୯: (ହର୍ଷବର୍ଦ୍ଧନ ବେହେରା):ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ କିଣି ସେମାନଙ୍କୁ ସହଜରେ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ପ୍ରତିଷ୍ଠା କରାଯାଇଛି। ହେଲେ ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ…

ରାଜପଥ ସଂଯୋଗୀକରଣ ରାସ୍ତାରେ ଗର୍ତ୍ତ

ବାଲିଚନ୍ଦ୍ରପୁର,୨୪।୯(ଗିରିଜା ପ୍ରସାଦ ସାହୁ): ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକରେ ଗ୍ରାମାଞ୍ଚଳ ଓ ବାଲିଚନ୍ଦ୍ରପୁର ବଜାରକୁ ସଂଯୋଗ ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ରହିଛି ସଂଯୋଗୀକରଣ ରାସ୍ତା। ଦୀର୍ଘଦିନ ହେବ ଏହି ରାସ୍ତାରେ ବିରାଟ ବରାଟ ଗର୍ତ୍ତ ସୃଷ୍ଟି…

ଝଡ଼ବର୍ଷାରେ ଭାଙ୍ଗିଲା ଗଛଡାଳ

ରସୁଲପୁର,୨୪।୯(ରଞ୍ଜିତ ରାଉତ): ଝଡ଼ବର୍ଷା ଯୋଗୁ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ବଜାର ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ମା’ଝାଡ଼ଖଣ୍ଡି ଠାକୁରାଣୀଙ୍କ ନିକଟରେ ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ଏକ ଆମ୍ବଗଛ ଡାଳ ଭାଙ୍ଗି ପଡ଼ିଛି। ଏଥିଯୋଗୁ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?