ଯାଜପୁର

ବିଜେଡି ଛାଡ଼ିଥିଲେ : ଏବେ ଫେରାଇ ଆଣିବାକୁ…

ବରୀ,୨୦।୮(ମହେନ୍ଦ୍ର ସ୍ବାଇଁ): ବରୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ ବିଜେଡିରେ ଥିଲେ ବି ସମାନ୍ତରଳ ଭାବେ ନିଜର ପ୍ରାର୍ଥୀ ଦେଇଥିଲେ। ମାତ୍ର ମଲିକଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ…

ନଗଡ଼ା ପାର୍ଶ୍ୱ ଗ୍ରାମରେ ଅତିଶୟ ଅପପୁଷ୍ଟି

ଯାଜପୁର,୨୦।୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଖଣି ଓ ଶିଳ୍ପସମୃଦ୍ଧ ହୋଇଥିଲେ ମଧ୍ୟ ଭୋକର ଭୂଗୋଳ ତାଲିକାରୁ ହଟିପାରୁନାହିଁ। ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାରେ ଶିକାର ହୋଇ ଶିଶୁମାନଙ୍କ ମୃତ୍ୟୁ ହେବା ଘଟଣା ଦେଶ ବିଦେଶରେ ଚର୍ଚ୍ଚା ହୋଇଥିଲା। ଏହି ଘଟଣାର ୮ ବର୍ଷ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ

ଯାଜପୁରରୋଡ଼,୨୦ା୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର କପିଳେଶ୍ୱର କଲୋନୀର ଏକ ଭଡାଘରୁ ସୁରେନ୍ଦ୍ର ଖିଲାର (୩୦)ଙ୍କ ଗଳିତ ମୃତଦେହ ପୋଲିସ ଗତ ବୁଧବାର ଜବତ କରିଥିଲା। ସୁରେନ୍ଦ୍ରଙ୍କ ପରିବାର ଲୋକ ଏନେଇ ପୋଲିସ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ…

ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ପ୍ରହସନ

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଶାରେ ୬୨ ପ୍ରକାର ଜନଜାତି ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୩ ପ୍ରକାର ଆଦିମ ଜନଜାତି ( ପିଭିଟିଜି) ବର୍ଗର ରହିଛନ୍ତି। ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ ପ୍ରଣୟନ କରାଯାଇଛି। ଏହାର ନିୟମାବଳୀ ବିଜ୍ଞାପିତ ହେବାପରେ…

ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ରେଡ୍‌ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ…

ଭୁଶୁଡୁଛି ଯାଜପୁର ଜିଲା ବିଜେଡି ଗଡ଼

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୧୭ା୮: ରାଜ୍ୟ ଶାସନ ବିଜେଡି ହାତରୁ ଖସିବା ପରେ ବିଭିନ୍ନ ସ୍ଥାନରେ ଦଳୀୟ ସ୍ଥିତି ଦୋହଲିବାରେ ଲାଗିଛି। ସେଥିମଧ୍ୟରେ ଯାଜପୁର ଜିଲା ଅନ୍ୟତମ। ଏଠାରେ ବି ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଗତ କିଛି ସପ୍ତାହ ତଳେ ଯାଜପୁର…

ଆଖିବୁଜିଲେ ତହସିଲର କର୍ମଚାରୀ, କାମସାରି ଘରକୁ ଫେରିଲା ବେଳେ…

ବରୀ,୧୫।୮(ମହେନ୍ଦ୍ର ସ୍ବାଇଁଁ) : ଯାଜପୁର ଜିଲା ବରୀ ତହସିଲର କର୍ମଚାରୀ ଅନିଲ କୁମାର ବାନାରାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ( ୪୫) ବର୍ଷ ବୟସ ହୋଇଥିଲା। ବୁଧବାର ସାରେ ତହସିଲ କାର୍ଯ୍ୟାଳୟରୁ ନିଜ ବାସ ଭାବନକୁ ବାହାରିବା ସମୟରେ…

ନଗଡ଼ା ପିଲାଙ୍କୁ ପଢ଼ାଇଲେ ଜିଲାପାଳ

କାଳିଆପାଣି,୧୫ା୮(ଅସିତ ମହାନ୍ତ):ଯାଜପୁର ନୂତନ ଜିଲାପାଳ ପି. ଅନ୍ବେଷା ରେଡ୍ଡି ବୁଧବାର ସୁକିନ୍ଦା ବ୍ଲକ୍‌ର ନଗଡ଼ା ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ନଗଡ଼ା ଜୁଆଙ୍ଗଙ୍କ ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହ ଜୁଆଙ୍ଗଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।…

ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା

ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ…

ଫସଲ ବୀମା ୱେବ୍‌ ପୋର୍ଟାଲରେ ନାହିଁ ମଧୁବନ ଗାଁ

ରସୁଲପୁର,୯ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନରେ ୨୮ ପଞ୍ଚାୟତ ଓ ୧୭୪ ରାଜସ୍ବ ଗ୍ରାମ ରହିଛି। ସେଥିମଧ୍ୟରୁ ମଧୁବନ ଗାଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ୱେବ ପୋର୍ଟାଲରେ ସ୍ଥାନିତ ହୋଇନାହିଁ। ଫସଲ ବୀମା ଯୋଜନାରେ…

ଯାଜପୁର ଜିଲା ବିଜେଡି ସଭାପତିଙ୍କୁ ଅଟକ: ବିଧାୟକଙ୍କ ନାଁରେ…

ଯାଜପୁର,୭।୮:ଯାଜପୁର ଜିଲା ବିଜେଡି ସଭାପତି ଧର୍ମଶଳା ଥାନାରେ ଅଟକ ଅଛନ୍ତି। ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ଅଟକଥିବା ସୂଚନା ମିଳିଛି। ଧର୍ମଶଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ନେଇ ତାଙ୍କୁ ଅଟକ ରଖାଯାଇଛି। ଧର୍ମଶାଳା ନିର୍ବାଚନମଣ୍ଡଳୀର…

ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?