ଯାଜପୁର

ଯାଜପୁର ଜିଲା ବିଜେଡି ସଭାପତିଙ୍କୁ ଅଟକ: ବିଧାୟକଙ୍କ ନାଁରେ…

ଯାଜପୁର,୭।୮:ଯାଜପୁର ଜିଲା ବିଜେଡି ସଭାପତି  ଧର୍ମଶଳା ଥାନାରେ ଅଟକ ଅଛନ୍ତି। ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ଅଟକଥିବା ସୂଚନା ମିଳିଛି। ଧର୍ମଶଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ନେଇ ତାଙ୍କୁ ଅଟକ ରଖାଯାଇଛି। ଧର୍ମଶାଳା ନିର୍ବାଚନମଣ୍ଡଳୀର…

ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା…

ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ବ୍ଲକ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଥିବା ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଚାଲିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଅନେକ…

ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ…

ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ, ଟ୍ରାକ୍ଟର ଓଭରଲୋଡିଂ ଅବସ୍ଥାରେ ଚଳାଚଳ ଚାଲିଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିବାରୁ ସେହି ଅଞ୍ଚଳର ରାସ୍ତା ଅବସ୍ଥା…

ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ…

ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌

ଯାଜପୁର,୩୧।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳର ସମସ୍ତ ଓ୍ବାର୍ଡବାସୀ ଉପଯୁକ୍ତ ଭାବେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରି କି ସହରର ଅଧିକାଂଶ ୱାର୍ଡରେ ଅଧିକାଂଶ ସମୟରେ ଗୋଳିଆ, ଦୂଷିତ ପାଣି ଯୋଗାଣ ହେଉଛି। ଏଭଳିସ୍ଥିତିରେ ରାଜ୍ୟର…

ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ   ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪…

୪୦ରୁ ଖସୁନି ଆଳୁ ଦର

ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ…

ସ୍କୁଲ ନିକଟରେ କଳାପଥର ଖାଦାନ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ କଳାପଥର ଖାଦାନରେ ଲଘୁ ଖଣିଜ ନୂତନ ସଂଶୋଧନ ଆଇନର ଉଲ୍ଲଂଘନ ନୂଆ କଥା ନୁହେଁ। ବିପୁଳ କୋଟି ଟଙ୍କା ଆୟ କରିବାକୁ ଜନବସତି, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଦି ଉପରେ…

କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୭( ଚନ୍ଦ୍ରକାନ୍ତ ପତି): ରାଜ୍ୟରେ ମୃତ୍ତିକା ସଂରକ୍ଷଣ ବିଭାଗ ରେକର୍ଡ ସଂଖ୍ୟାରେ ଚାଷଜମିରେ କ୍ଷେତ୍ର ପୋଖରୀ ଏବଂ କାଜୁ ବଗିଚା ଆଦି ସୃଷ୍ଟି କରିଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ପରିତାପର ବିଷୟ ପଞ୍ଚାୟତ ସ୍ତରୀୟ ନେତା ଏବଂ ଅଧିକାରୀଙ୍କ ଅସାଧୁ…

ରାତି ପାହିଲେ ଭୋଳାନାଥଙ୍କୁ କରିଥାନ୍ତେ ଜଳଲାଗି: ହେଲେ ଅଧାରେ ରହିଲା କାଉଡ଼ିଆଙ୍କ ପାଣିଭାର

ଭୁବନେଶ୍ୱର,୨୮।୬: ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଣ୍ଡାରିପୋଖରି ଅନ୍ତର୍ଗତ ରହଣିଆ ଅଞ୍ଚଳର ପୁରୁଷୋତମପୁର ଗାଁର ପ୍ରଶାନ୍ତ ସାମଲ। ଶ୍ରାବଣ ସୋମବାରରେ ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବଲ୍ଲଭୀ ଘାଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri