ଯାଜପୁର

ହିମାଂଶୁଙ୍କ ଅଫିସ ଆଗରେ ଗୁଳିମାଡ, ଟାର୍ଗେଟରେ କିଏ?

ଯାଜପୁର,୨୮।୮: ବିଧାୟକଙ୍କ ଅଫିସ ସାମ୍ନାରେ ଗୁଳି ମାଡ । କେହି ଦୁର୍ବୁତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିବା ଜଣାପଡିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କାର୍ଯ୍ୟାଳୟ ଆଗରେ ଫୁଟିଛି ଗୁଳି । ଯାହାକୁ ନେଇ ଉଦବେଗ ପ୍ରକାଶ…

ଭାଜପା ଛାଡ଼ି ପୁଣି ବିଜେଡିକୁ ଫେରିଲେ ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି

ଭୁବନେଶ୍ୱର,୨୭।୮: ଘର ବାହୁଡା କରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ତଳେ ସେ ବିଜେଡି ଚଡି ଭାଜପାରେ ଯୋଗ ଦେଇଥିଲେ। ଯାହାପରେ ବରୀ ରାଜନୀତି ସରଗରମ ହୋଇଉଠିଥିଲା। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ…

ଧର୍ମଶାଳା ରାଜନୀତିରେ ନୂଆ ମୋଡ: ହିମାଂଶୁ, ପ୍ରଣବଙ୍କ ବିବାଦ ତେଜିଲା

ଯାଜପୁର/ଧର୍ମଶାଳା/କାଏମା,୨୫।୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ଜଙ୍ଗଲ ଜମିରେ ବିଜେଡି କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି। ଉଭୟେ ଉଭୟଙ୍କ ଦୋଷ…

ପ୍ରସ୍ତାବରେ ଅଟକିଛି ଯାଜପୁରରୋଡ଼-ଯଶିପୁର ରେଳପଥ

ଯାଜପୁର,୨୩ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ଠାରୁ ଯଶିପୁର ୧୫୧.୫୭୦ କି.ମି. ବିଶିଷ୍ଟ ପ୍ରସ୍ତାବିତ ରେଳପଥ ପ୍ରକଳ୍ପ ଯାଜପୁର ଓ ମୟୂରଭଞ୍ଜ ଜିଲା ପ୍ରଶାସନର ଟ୍ରାଫିକ ତଥ୍ୟ ନ ମିଳିବା ଯୋଗୁ ପ୍ରାୟ ୮ ବର୍ଷ ହେଲା ଝୁଲି ରହିଛି। ପୂର୍ବତଟ ରେଳପଥ ପକ୍ଷରୁ…

ବରୁଣେଶ୍ୱର ପୀଠ କାର୍ଯ୍ୟ ବିଳମ୍ବ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ପ୍ରୀତିପୁର,୨୩ା୮(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ରର ରୂପାନ୍ତରୀକରଣ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ ତତ୍କାଳୀନ ସରକାର ଘୋଷଣା କରିବା ପରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଥିଲା। ପୂର୍ତ୍ତ…

ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ

କାଏମା,୨୩ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ନୂଆଗଁା ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ତହସିଲ ପକ୍ଷରୁ ନାକପୋଲ ରାଜସ୍ବ ନିରୀକ୍ଷକ…

ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡ଼ିଗଲେ

ବ୍ର୍ରହ୍ମବରଦା,୨୨।୮(ଯଯାତି କେଶରୀ ବେହେରା):ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ୩ ଯୁବକ ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଗ୍ରାମର ସେକ୍‌ ମୁକ୍ତାର ମହମ୍ମଦଙ୍କ ପୁଅ ସେକ୍‌ ଜଲାଲ…

ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ-ଭିଡିଓ ଭାଇରାଲ କରୁଥିଲେ ସ୍ବାମୀ: ଧରିଲା ପୋଲିସ

ରସୁଲପୁର,୨୨ା୮(ରଂଜିତ ରାଉତ):କୁଆଖିଆ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରତାରଣା କରାଯିବା ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ…

ଚଣ୍ଡିଖୋଲ ଛକରୁ ଅସ୍ଥାୟୀ ଦୋକାନ ଉଠିଲା

ଚଣ୍ଡିଖୋଲ/ବଡ଼ଚଣା,୨୧।୮(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲାର ପ୍ରମୁଖ ଛକ ହେଉଛି ଚଣ୍ଡିଖୋଲ। ଏଠାରେ ୨ ଜାତୀୟ ରାଜପଥ ୧୬ ଓ ୫୩ନଂର ମିଶ୍ରଣ ହୋଇଛି। ଏହି ଜାତୀୟ ରାଜପଥ ମଧ୍ୟରୁ ଚଣ୍ଡିଖୋଲ-ପାରାଦୀପ ୧୬ନଂକୁ ୮ ଲେନ ବିଶିଷ୍ଟ କରାଯାଉଛି। ସେହିପରି…

ଖରସ୍ରୋତାରେ ନିର୍ମାଣ ହେବ ବିଜୁ ସେତୁ

ରସୁଲପୁର,୨୧।୮(ରଂଜିତ ରାଉତ):ରସୁଲପୁର ଓ କୋରେଇ ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ଖରସ୍ରୋତା ନଦୀରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉକ୍ତ ଦାବି ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତକୁ…

ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି…

ପାଣିକୋଇଲି,୨୧।୮(ବିକାଶ ମଲ୍ଲିକ):ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମଙ୍ଗଳପୁର ଥାନା ପୋଲିସ ଚୁପ୍‌ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ଭଉଣୀ। ଅଭିଯୋଗ ମୁତାବକ, ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଚାଷଜମିରେ ବାଡ଼ ବୁଜାଯାଇଥିଲା। ଗ୍ରାମର ପ୍ରଫୁଲ୍ଲ ବେହେରା ଓ ତାଙ୍କ…

ଭିସା ଷ୍ଟିଲ୍‌କୁ କାରଣଦର୍ଶାଅ ନୋଟିସ

ଯାଜପୁର,୨୧।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାରଖାନାଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ବାରମ୍ବାର କାରଣଦର୍ଶାଅ ନୋଟିସ ଜାରି ହେଉଛି। ହେଲେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ହେଉ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?