ବଢୁଛି ହାତୀ-ମଣିଷ ଲଢ଼େଇ
ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କଟକ ଫରେଷ୍ଟ ଡିଭିଜନ ଅଞ୍ଚଳରେ ଲକ୍ଷ୍ୟଚ୍ୟୁତ ହୋଇଛି। ସେହିପରି ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣରେ ହାତୀପଲ ସହଜରେ ଚଳାଚଳ ପାଇଁ ଗଳି ପୋଲ…
ଖଣିରୁ ଆଦାୟ, ବାହାରେ ବିନିଯୋଗ
ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସହ ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠି ଗଠନ ହୋଇଛି। ଏହି ପାଣ୍ଠି ଖଣି ପ୍ରଭାବିତ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ…
ଇ-ନିଲାମରେ ଲୁହାପଥର ବ୍ୟବସାୟୀ ମାଲାମାଲ
ଯାଜପୁର,୧୮ା୧(ହର୍ଷବର୍ଦ୍ଧନ ବେହେରା)ସ୍ଥାନୀୟ ଇସ୍ପାତ କାରଖାନାଗୁଡ଼ିକ ଚାଲିବାପାଇଁ ଲୁହାପଥର କଞ୍ଚାମାଲ ରୂପରେ ଆବଶ୍ୟକ କରିଥାନ୍ତି। ଏହି ଆବଶ୍ୟକତାକୁ ଓଡ଼ିଶା ଖଣି ନିଗମ (ଓଏମ୍ସି) ଦୀର୍ଘ ବର୍ଷ ହେଲା ପୂରଣ କରିଆସୁଛି। ହେଲେ ବିଡ଼ମ୍ବନା ଯେ, ଗୋଟିଏ ପଟେ ସ୍ଥାନୀୟ ଇସ୍ପାତ କାରଖାନାଗୁଡିକ ଆବଶ୍ୟକ…
ଗାଁରେ ପଶିଲେ ୧୨ଟିକିଆ ହାତୀ ପଲ, ଯୁବକଙ୍କୁ ଟେକି ଫୋପାଡ଼ିଦେଲେ
କାଳିଆପାଣି,୧୭।୧(ଅସିତ୍ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁରେ ୧୨ଟି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଉକ୍ତ ହାତୀ ଘୁସୁରିପଦା ଗାଁର ଜଣେ ଯୁବକଙ୍କୁ ଟେକି ଫୋପାଡି ଦେଇଛନ୍ତିି। ସେ ହେଲେ ଘୁସୁରିପଦା ଗାଁର କନ୍ଦା…
ସମୟ ବିତୁଛି, ବଢୁଛି ଲୁଟ୍ ପରିମାଣ
ଯାଜପୁର,୧୭।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ କଳାପଥର ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏନେଇ ହୋଇଥିବା ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି କେସ୍ ନମ୍ବର ୪୦୦୫୩/୨୦୨୩) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ମାସ ଅତିକ୍ରାନ୍ତ ହୋଇ…
ଖୁବ୍ ଶୀଘ୍ର ଭିତରକନିକା ଜାତୀୟ ଉଦ୍ୟାନକୁ ହେବ ରେଳ ସଂଯୋଗ
ଭୁବନେଶ୍ୱର,୧୫।୧: ଓଡ଼ିଶାର ଜୈବ ବିବିଧତା ହଟସ୍ପଟ୍ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ ଖୁବ୍ ଶୀଘ୍ର ରେଳ ଦ୍ୱାରା ସଂଯୋଗ ହେବ। ପ୍ରସ୍ତାବିତ ଯାଜପୁର ରୋଡ୍-ଧାମରା ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ – ଭଦ୍ରକର…
ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ
ଯାଜପୁର/କାଏମା(ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି),୧୫ା୧ : ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ବିଜେଡିରୁ ପ୍ରଣବ କୁମାର ବଳବନ୍ତରାୟ ବିଧାୟକ ଅଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଏଠାରୁ ଅଦ୍ୟାବଧି ଖାତା ଖୋଲିପାରି…
ଧିମେଇଛି ପାଣିଟାଙ୍କି ନିର୍ମାଣ କାର୍ଯ୍ୟ
ରସୁଲପୁର,୧୫ା୧(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ ଚାଲିଛି। ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା କେଇସି ଉପରେ ନ୍ୟସ୍ତ କରାଯାଇଛି। ହେଲେ ମୂଳ ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ନିର୍ମାଣ କାର୍ଯ୍ୟ ଧିମେଇଛି।…
କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ
କାଏମା,୧୫ା୧(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ୫ ବର୍ଷ ହେଲା ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କ୍ଷମ ହୋଇପାରୁନାହିଁ। ବିଦ୍ୟୁତ୍ ବିଭାଗ ସଂଯୋଗ ଦେଉନଥିବାରୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅନ୍ୟପକ୍ଷରେ ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ…
ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର
ଯାଜପୁର/ଯାଜପୁର ରୋଡ୍ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧ ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ…
ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର ୧୩।୧: ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅଞ୍ଚଳ ବରୁହାଁ ଗାଁରେ ଥିବା ସରକାରୀ ଆଇଟିଆଇ କଲେଜରେ। ମୃତ ଛାତ୍ର ଜଣକ ହେଲେ ନଗେନ ଦାସ ।…
ବିନା ସୂଚନା ଫଳକରେ ବିକ୍ରି ହେଉଛି କାଠ
ଯାଜପୁର,୧୨ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ ବନାଞ୍ଚଳ ଅଧୀନରେ ବେଆଇନ ଭାବେ ଗଛ କଟା ଏବଂ ଚୋରା ଚାଲାଣ ବଢିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏବଂ ମିଲ୍ ମାଲିକଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ପ୍ରମାଣ ଖୋଲିବାରେ ଲାଗିଛି । ଏପରିକି…
Archives


