ଯାଜପୁର

ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷ, ସରପଞ୍ଚ…

୩ ବର୍ଷରେ ୯ ଲକ୍ଷ ପର୍ଯ୍ୟଟକ ହ୍ରାସ

ଯାଜପୁର ଅଫିସ,୨୪ା୧: ସମ୍ପ୍ରତି ପର୍ଯ୍ୟଟନର ଗୁରୁତ୍ୱ ବଢିଛି। ଓଡ଼ିଶାରେ ବି ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି। ହେଲେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆବଶ୍ୟକ ପ୍ରଚାରପ୍ରସାର ଅଭାବରୁ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆରେ ରହିଛି। ଏହି କାରଣରୁ କେବଳ କୋଣାର୍କ…

ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଧର୍ମଶାଳା,୨୩ା୧(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ଚଣାବାରି ଗ୍ରାମ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ ନ କରିବାରୁ ଶେଷରେ ନିଜସ୍ବ ଉଦ୍ୟମରେ ଗ୍ରାମବାସୀ ଉକ୍ତ ରାସ୍ତା ନିର୍ମାଣ…

ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତିସ୍ତରରେ ସମିତି ସଭ୍ୟ ଓ ଜିଲାସ୍ତରରେ ଜିଲାପରିଷଦ ସଭ୍ୟ…

ବିପଦସଙ୍କୁଳ ଛାତ୍ରୀନିବାସରେ ଶହେ ଅନ୍ତେବାସୀ

ଯାଜପୁର ଅଫିସ,୨୨ା୧: ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଉଦ୍‌ଘାଟନର ୪ ବର୍ଷ ନ ପୂରୁଣୁ…

ନିଯୁକ୍ତି, ଦୁର୍ନୀତିର ଜବାବ ଦେବେ ଭୋଟର

ଯାଜପୁର ଅଫିସ,୨୨ା୧: ଫେବୃୟାରୀ ୧୮ରୁ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ। ଏହି ନିର୍ବାଚନରେ ଯାଜପୁର ଜିଲାର ୩୧୧ ଗ୍ରାମପଞ୍ଚାୟତ, ୧୦ ପଞ୍ଚାୟତ ସମିତି ଓ ୩୯ ଜିଲା ପରିଷଦ ସଭ୍ୟ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ…

ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେବାରେ ଭାଜପା ସଫଳ ହୋଇଥିଲା। ଜିଲାର ସମସ୍ତ ୭ଟି ବିଧାନସଭା ଆସନ…

କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଡିପୋ; ପୋଲିସ, ପ୍ରଶାସନକୁ ହାତ କରି…

ଯାଜପୁର ଅଫିସ,୨୦ା୧: ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଭୂତଳ ଖଣି କାର୍ଯ୍ୟରେ ଏବେ ପ୍ରଚୁର ପରିମାଣରେ ବାଲିର ଆବଶ୍ୟକ ପଡୁଛି। ଏଥିଯୋଗୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ କେତେଜଣ ବିଭାଗୀୟ ଅଧିକାରୀଙ୍କ ସୁରକ୍ଷାରେ ଅଣାୟତ ହୋଇଛି। କାଳିଆପାଣି ଖଣି…

ଗ୍ରାମାଞ୍ଚଳରେ ଅସନ୍ତୁଷ୍ଟଙ୍କ ମେଳି

ଯାଜପୁର ଅଫିସ,୨୦ା୧:ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଛି । ବୁଧବାର ବିଜେଡି ଓ କଂଗ୍ରେସ ପକ୍ଷରୁ ୨୩, ଭାଜପା ଓ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ରୁ ଜଣେ ଲେଖାଏଁ ସମୁଦାୟ ୨୫ ଜଣ ଜିଲା…

ଟଙ୍କା ନ ଦେଲେ ପଞ୍ଜୀକରଣ ମନା

ଯାଜପୁର ଅଫିସ,୨୦।୧: ପଞ୍ଚାୟତ ନିର୍ବାଚନ ସମୟରେ ଧାନ କିଣାରେ ଅନିୟମିତତା, ଚାଷୀ ପଞ୍ଜୀକରଣରେ ଟଙ୍କା ଦାବି, ଋଣ ପ୍ରଦାନରେ ଜାଲିଆତି ଇତ୍ୟାଦି ଚାଷୀଙ୍କୁ ବିଚଳିତ କରିଛି। ଏହାସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବାରୁ କୃଷି ଓ କୃଷକଙ୍କ ଉନ୍ନତି…

ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି। ଏହି ମାମଲାରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ଛନ୍ଦି ହୋଇଛନ୍ତି। ସେମାନେ ମାମଲାରୁ…

ଲାଞ୍ଚ ଟଙ୍କା ସହ ହସ୍ତଶିଳ୍ପ ବିଭାଗ ସହ-ନିର୍ଦ୍ଦେଶକ ଧରାପଡ଼ିଲେ

ଯାଜପୁର ଅଫିସ/ ଯାଜପୁର ଟାଉନ,୧୯।୧(ଡି.ଏନ.ଏ.): ଯାଜପୁର ଜିଲା ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ଏମ୍‌ସିଏମ୍‌(ମାଷ୍ଟର ଅଫ୍‌ କ୍ରାଫ୍ଟମ୍ୟାନ୍‌) ଲକ୍ଷ୍ମୀପ୍ରିୟା ମହାରଣା ଯାଜପୁର ରୋଡ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି। ଏନେଇ କଟକ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?