ଯାଜପୁର

ବଦଳୁଛି ୩ ଦଶନ୍ଧିର ସ୍ଥିତି

ଯାଜପୁର ଅଫିସ,୫ା୨: ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିର ରାଜନୈତିକ ରୂପରେଖ କ୍ରମଶଃ ବଦଳୁ ଥିବା ସ୍ପଷ୍ଟ ହୋଇଛି। ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ମତଦାନ ହାରକୁ ଅବଲୋକନ କଲେ…

ଖଣି କାର୍ଯ୍ୟାଳୟରେ ପୁରୁଣା ଫାଇଲ ପୋଡ଼ି

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୫ା୨: ଯାଜପୁରରୋଡ୍‌ର ଧବଳଗିରିସ୍ଥିତ ଖଣି ଉପନିର୍ଦ୍ଦେଶାଳୟ(ଡିଡିଏମ୍‌) କାର୍ଯ୍ୟାଳୟର ପଛପଟେ ର ଶତାଧିକ ସରକାରୀ ଫାଇଲ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଫାଇଲ ପୋଡ଼ା କାର୍ଯ୍ୟ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଜଣେ ଅଧିକାରୀ ୨ ଜଣ…

ହାତ ଟେକିଦେଲା ଭାଜପା

ଯାଜପୁର ଅଫିସ,୪ା୨: ଯାଜପୁର ସଦର ବ୍ଲକ୍‌ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ଭାସ୍କର ଜେନା ନିଜର ଅସୁସ୍ଥତା ଦର୍ଶାଇ ନିର୍ବାଚନରୁ ଓହରିଯିବା ପରେ ସେଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି ।…

ଖର୍ଚ୍ଚ ହେଉଛି, ମିଳୁନି ପାଣି

ଯାଜପୁର ଅଫିସ,୪ା୨: ରାଜ୍ୟର ଖଣି ପ୍ରଭାବିତ ୬ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ୨୦ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ୪୪୨୩.୩୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଗତ ଜାନୁୟାରୀ…

ନିୟନ୍ତ୍ରଣ ବାହାରେ ଓଭର ଲୋଡିଂ ବାଲି ପରିବହନ

ଜେନାପୁର,୩ା୨(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ ଭାବେ ଓଭର ଲୋଡିଂ ବାଲି ପରିବହନ ହେଉଛି। ହେଲେ ଏହାକୁ ପ୍ରଶାସନିକ ଅଧିକାରୀ ନିୟନ୍ତ୍ରଣ କରିପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବାଲିଘାଟରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପରିମାଣର ବାଲି ଡମ୍ପର, ହାଇଓ୍ବାରେ ଲୋଡିଂ…

ନିର୍ବାଚନ ମଇଦାନରେ ଧର୍ମଶାଳା ବିଧାୟକଙ୍କ ଭାଇ

ଧର୍ମଶାଳା,୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ନେତାଙ୍କ ସମ୍ପର୍କୀୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏହିକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ କୁମାର ବଳବନ୍ତରାୟ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଏହି…

ନୀଳାଚଳ ଇସ୍ପାତ୍‌ ଘରୋଇକରଣ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୩ା୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ୍‌ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ କିଣିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ଏହାପରେ ନୀଳାଚଳ ଇସ୍ପାତ୍‌ କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ…

୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି। କିନ୍ତୁ ଏହି ଯୋଜନାରେ ଯେଉଁ…

ଟାଟା ହାତକୁ ଯିବ ନୀଳାଚଳ ଇସ୍ପାତ

ଯାଜପୁର ଅଫିସ/ଭୁବନେଶ୍ୱର,୧।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ୧୨,୧୦୦ କୋଟି ଟଙ୍କାରେ କିଣିବ। ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ର ଏହି ସଂସ୍ଥା ସର୍ବୋଚ୍ଚ ବିଡର ଭାବେ…

ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ

ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ କିମ୍ବା କଳାବଜାରି ନିୟନ୍ତ୍ରଣ ପାଇଁ ରାଇସ୍‌ ରିସିଭିଂ ସେଣ୍ଟର (ଆର୍‌ଆର୍‌ସି) ଓ ମିଲ୍‌ଗୁଡିକରେ ଧାନ…

ଧର୍ମଶାଳାରେ ଶିଶୁକନ୍ୟା ବିକ୍ରି ଘଟଣା: ଅଙ୍ଗନୱାଡି କର୍ମୀଙ୍କ ସହ ୫ ଗିରଫ

ଧର୍ମଶାଳା,୩୧ା୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମେତ ମୋଟ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶିଶୁକନ୍ୟାକୁ କିଣିଥିବା ପାରାଦୀପ ରଙ୍ଗିଆଗଡ଼ା ଅଞ୍ଚଳର…

ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ

ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଯାଜପୁର ଜିଲାର ବିଜେଡି ଗଡ଼ ଭାବେ ପରିଚିତ କୋରେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?