ଯାଜପୁର

ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ ଦୁର୍ନୀତି; ଭୋଟରଙ୍କ ମତ ବଦଳୁଛି

ଯାଜପୁର ଅଫିସ,୩୦।୧: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବ୍ଲକରେ ରାଜନୈତିକ ତପତ୍ରତା ସରଗରମ ହୋଇଛି। ବ୍ଲକର ୨୫, ୨୬, ୨୭ ଓ ୨୮ ନମ୍ବର ଜିଲାପରିଷଦ ଜୋନ୍‌ରେ ଦଳୀୟ ପ୍ରାର୍ଥୀ…

ମଦଭାଟି ଭାଙ୍ଗିଲା ପୋଲିସ, ହାଣ୍ଡି ହାଣ୍ଡି ପୋଚ ନଷ୍ଟ

କାଳିଆପାଣି,୨୯ା୧(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଦୈତାରୀ ସଂରକ୍ଷିତ ଜଙ୍ଗଲ ନାତୋର ଗାଁ ନିକଟରେ ଥିବା ମହୁଲି ମଦଭାଟିକୁ ଶନିବାର କାଳିଆପାଣି ପୋଲିସ ଭାଙ୍ଗିଥିବା ବେଳେ ବହୁ ହାଣ୍ଡି ମହୁଲ ପୋଚ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, କାଳିଆପାଣି…

କଟକଣାରେ ଓଳାଶୁଣି ଗୁମ୍ଫା ମେଳା

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.) : ଚଳିତବର୍ଷ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ ହୋଇଛି। କୋଭିଡ୍‌ ଯୋଗୁ ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା କଟକଣାରେ ହୋଇଛି, ଯେଉଁଠି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେଠି ଏବେ ଖାଁ ଖଁ ପରିବେଶ। କେବଳ ରୀତିନୀତିରେ…

ବିପର୍ଯ୍ୟସ୍ତ ଦର୍ପଣ-ସମିଆଁ ରାସ୍ତା

ଯାଜପୁର ଅଫିସ,୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପ୍ରସଙ୍ଗ ଉଠିଥାଏ। ବିଶେଷକରି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଆଦି ମୌଳିକ ସମସ୍ୟା ଉପରେ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ…

ଭାଜପାର ଉତ୍ଥାନ: ବିଜେଡିକୁ ଚ୍ୟାଲେଞ୍ଜ

ଯାଜପୁର ଅଫିସ,୨୯ା୧: ଯାଜପୁର ଜିଲା ବିଜେଡି ଗଡ଼ରେ ଭାଜପାର ଉତ୍‌ଥାନକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ରାଜ୍ୟରେ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇବାରେ ଜିଲାର ମନ୍ତ୍ରୀ, ବିଧାୟକ ଓ…

ପଞ୍ଚାୟତ ନିର୍ବାଚନ ପ୍ରତି ଅନାଗ୍ରହ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲାର ୨୩୫ ୱାର୍ଡ ସଭ୍ୟ ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ୧୫୧୧ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ କ୍ରମଶଃ ଅନାଗ୍ରହ ଦେଖା ଦେଉଥିବା ଏଥିରୁ ସ୍ପଷ୍ଟ…

ପରିବେଶ କ୍ଷୟକ୍ଷତି ଭରଣା ପାଇଁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ ଠାରୁ ତାଳଚେର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ ହୋଇଛି। ଏହାସହ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ମୋରମ୍‌ ବ୍ୟବହାରରେ ପରିବେଶଗତ ଅନୁମତିର କ୍ଷତିଭରଣା ଏବଂ ଆବଶ୍ୟକ ରାଜସ୍ବ,…

ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ୱର/ଯାଜପୁର ଅଫିସ,୨୬।୧: ଓଡ଼ିଶାରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୫୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗଠିତ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟରେ…

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି ରାଜ୍ୟ ନିର୍ବାଚନ କମିଶନର ଧାର୍ଯ୍ୟ…

ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ତେଜିଲେ

ଯାଜପୁର ଅଫିସ/କଳିଙ୍ଗନଗର,୨୫ା୧: ଶିଳ୍ପ ଓ ଖଣି ଥିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ସମସ୍ତ ମୌଳିକ ସମସ୍ୟାର ସମାଧାନ ହେବ। ପାଠ ପଢୁୁଆ ବେକାର ଯୁବତୀ ଯୁବକମାନେ କର୍ମ ସଂସ୍ଥାନ ପାଇ ଆମତ୍ ନିର୍ଭରଶୀଳ ହେବେ। ଅଞ୍ଚଳରେ…

ବେଆଇନ ବାଲି ଡିପୋ ବନ୍ଦ କଲେ ବସ୍ତିବାସିନ୍ଦା

କାଳିଆପାଣି,୨୪ା୧(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଭୂତଳ ଖଣି ପାଇଁ ବ୍ୟାପକ ବାଲି ଦରକାର ହେଉଛି। ତେଣୁ ବାଲି ସପ୍ଲାୟର ଜଙ୍ଗଲ ଜମି, ଖେଳପଡ଼ିଆ ଓ ରାସ୍ତାକଡ଼ରେ ବେଆଇନ ଭାବେ ବାଲି ଡିପୋ କରୁଛନ୍ତି। ସେହିପରି ମାଙ୍କେଡ଼ିଆ ବସ୍ତି ନିକଟରେ ଥିବା ଏକ…

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ ବ୍ଲକ ଅଧୀନ ଏରବାଙ୍କ ପଞ୍ଚାୟତରେ ନିଆରା ଢଙ୍ଗର ପ୍ରଚାର ଦେଖିବାକୁ ମିଳିଛି। ପଞ୍ଚାୟତର ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?