ଯାଜପୁର

ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ

ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଗତ ବର୍ଷକ ମଧ୍ୟରେ ନବରଙ୍ଗପୁର ଜିଲାରେ ୧,୩୫୪ ଶିଶୁ ଓ…

ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ଆଂଶିକ ରଦ୍ଦ ଓ ଦିଗ ପରିବର୍ତ୍ତନ ହୋଇଛି।…

ବିପଦରେ ୪୮ ସ୍ଥାନର ବାସିନ୍ଦା

ଯାଜପୁର ଅଫିସ,୧୯।୬: ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍‌: ୧୦୫୦୦-୨୦୧୨’ ମାପଦଣ୍ଡ ଅନୁଯାୟୀ ରାଜ୍ୟର ୨୫ ଜିଲାର ୪୮ ସ୍ଥାନର ଭୂତଳ ଜଳ ବ୍ୟବହାର ଅନୁପଯୋଗୀ। ଏହିସବୁ ସ୍ଥାନର ଭୂତଳ ଜଳରେ ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ(ପିଏଚ୍‌), ନାଇଟ୍ରେଟ୍‌, ଫ୍ଲୋରାଇଡ, ଆଇରନ୍‌, ଟୋଟଲ…

ଧ୍ୱଂସମୁଖରେ ଓଳାଶୁଣୀର ସବୁଜ ବନାନୀ

ଚଣ୍ଡିଖୋଲ,୧୮ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ରେ ଅବସ୍ଥିତ ରାଜ୍ୟର ପ୍ରମୁଖ ଧର୍ମ, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପୀଠ ଓଳାଶୁଣୀ ପାହାଡ଼ର ଉଭୟ ପୂର୍ବ ଏବଂ ପଶ୍ଚିମ ଦିଗରୁ ପାହାଡ଼ ଶୀର୍ଷ ପର୍ଯ୍ୟନ୍ତ ଓ ପରିବେଶ ପର୍ଯ୍ୟଟନସ୍ଥଳୀ କଟେଜ୍‌ ପର୍ଯ୍ୟନ୍ତ ଚଉଡ଼ା…

ରାଜ୍ୟର ୪୨୮୩ ମିଟର ନଦୀବନ୍ଧ ଦୁର୍ବଳ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୮ା: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ଷାଋତୁ ଆସିଲେ ପ୍ରତିବର୍ଷ ପରି ଚଳିତବର୍ଷ…

ଦୁର୍ଘଟଣାରେ ମହିଳା ମୃତ, ୬ ଗୁରୁତର

ଛତିଆ,୧୮ା୬(ଡି.ଏନ.ଏ.): ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କୋଲକାତାରୁ ପୁରୀ ଯାଉଥିବା ଏକ ପରିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି। ଫଳରେ ସେମାନଙ୍କ ଜଗା ଦର୍ଶନ ଅଧୁରା ରହିଛି। ଯାଜପୁର ଜିଲା ବୈରୀ…

୫ କ୍ରଶରରେ ଆୟକର ଚଢ଼ାଉ

ଯାଜପୁର ଅଫିସ/ଧର୍ମଶାଳା, ୧୭ା୬(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା କ୍ରଶର ୟୁନିଟ୍‌ କୋଣାର୍କ, ଅରୁଣୀ, କଲ୍ୟାଣୀ, ଏସ୍‌ଟି ମିନେରାଲ୍ସ ଓ ପିଜେ ମିନେରାଲ୍ସ ଉପରେ ଗୁରୁବାର ସକାଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୨…

ବଢୁଛି ବେଆଇନ ବାଲି ପରିବହନ

ରସୁଲପୁର,୧୭ା୬(ଡି.ଏନ.ଏ.):ରସୁଲପୁର ତହସିଲ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ନିଲାମ ବାଲିଘାଟ ରହିଛି। ତେବେ ଉକ୍ତ ବାଲିଘାଟଗୁଡ଼ିକରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ବେଆଇନ ଭାବେ ପରିବହନ ହେଉଥିବା ଅଭିଯୋଗ ହେଉଛି। ଲିଜ୍‌ଧାରୀ ଲଘୁଖଣିଜ ପରିବହନ ଆଇନ ଖିଲାପ କରି ବାଲି ପରିବହନ କରୁଛନ୍ତି।…

ଲୁହା ପଥର ଦର ହ୍ରାସ ଆଶାରେ ଶିଳ୍ପ ସମୂହ

ଯାଜପୁର ଅଫିସ,୧୭ା୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ନିଯୁକ୍ତି ବଦଳରେ ପୁଣି କର୍ମଚାରୀ ଓ ଶ୍ରମିକ ଛଟେଇ ଆଶଙ୍କା ଦେଖାଦେଇଛି। ଆବଶ୍ୟକ କଞ୍ଚାମାଲ ଅଭାବ, ଲୁହାପଥର, କ୍ରୋମାଇଟ ମୂଲ୍ୟ ବଢ଼ିବା ସହ ତୈଳ ଦରବୃଦ୍ଧି କାରଣରୁ ଟ୍ରକ ମାଲିକମାନେ ପରିବହନ ଦର ବୃଦ୍ଧି କରିବା…

କୁମ୍ଭୀର ଆତଙ୍କରେ ଯମୁନା ନଦୀ କୂଳବାସୀ

ଯାଜପୁର ଅଫିସ,୧୫ା୬: ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଯମୁନା ନଦୀ କୂଳବାସୀ ଗତ ୮ ମାସ ହେବ କୁମ୍ଭୀର ଆତଙ୍କରେ ରହିଛନ୍ତି। ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଷଠିଆ, ଟିଗିରି, ମେରକାଶନପୁର, ଦରାଜପୁର ପ୍ରଭୃତି ଗ୍ରାମର ଲୋକ ଏଥିପାଇଁ…

ରଗଡ଼ି ଅଞ୍ଚଳରେ ମୋରମ ଲୁଟ ଅଣାୟତ୍ତ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୫ା୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ମୋରମ ଚୋରି ବଢ଼ିବାରେ ଲାଗିଛି। ରାଜସ୍ବ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଏବଂ ଅର୍ଥ ଲୋଭ ପାଇଁ ସରକାର ବିପୁଳ ଟଙ୍କାର ରାଜସ୍ବ ହରାଉଥିଲେ ହେଁ ଏହି ଚୋରିକୁ ରୋକିବା ବ୍ୟାସନଗର ତହସିଲ…

ଜମି ନେଇ କମ୍ପାନୀ ନୀରବ

ଯାଜପୁର ଅଫିସ,୧୫ା୬: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ‘ଗୋ ସୁଇଫ୍ଟ’ ପୋର୍ଟାଲ ଜରିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri