ଯାଜପୁର

ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ପିହୁଙ୍କ ମା’

ଯାଜପୁର ଟାଉନ,୯ା୮(ଡି.ଏନ.ଏ.):୪ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହେବାର ୨ବର୍ଷ ବିତି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ପିହୁଙ୍କ ମା’ ମୋନାଲିସା ସିବିଆଇ ତଦନ୍ତ ଦାବିରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବିଂଝାରପୁର ଥାନା…

୬ ମୌଜାର ଚାଷୀ ଖୁସି

ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ,…

ଆଶା ଆଶଙ୍କାରେ ୧୫୦୦ ବୁଣାକାର

ରସୁଲପୁର,୮ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁ ବୁଣାକାରବହୁଳ ଗାଁ ଅଟେ। ଏଠାରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ବସବାସ କରୁଛନ୍ତି। ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ଉକ୍ତ ବୁଣାକାର ସମ୍ପ୍ରଦାୟ ରବିବାର ୮ମ ଜାତୀୟ…

୯୩ ବର୍ଷ ପରେ ହେବ ନୂତନ ବନ୍ଦୋବସ୍ତ

ଚଣ୍ଡିଖୋଲ, ୮ା୮ (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲର ୯ଟି ରାଜସ୍ବ ମୌଜା ୧୯୨୯ ପରେ ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ହୋଇପାରି ନ ଥିଲା। ଯେଉଁଥିପାଇଁ ଉକ୍ତ ମୌଜାର ୧୫ ହଜାର ଅଧିବାସୀ ନାହିଁ ନ ଥିବା ଦୁଃଖ ଭୋଗ କରୁଥିଲେ।…

ଜାଲ୍‌ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦେଉଥିବା ରାକେଟ୍‌ ଠାବ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ଏଥିରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଯାଜପୁର ପୋଲିସ। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଥିବା ଶୁକ୍ରବାର ଏକ ଖବରଦାତା…

ସ୍କୁଲରୁ ଉଠାଇ ନେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ବିଞ୍ଝାରପୁର,୬।୮(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ପ୍ରୀତିପୁର ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ସ୍କୁଲ୍‌ରୁ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାପରେ ଏସ୍‌ପି…

ସଲମା ବିବିଙ୍କ ପରିବାରକୁ ଭଙ୍ଗା ଆଜବେଷ୍ଟ ସାହା

ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ ଥିବାରୁ ଏହି ପରିବାର ଭଙ୍ଗା ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କେନ୍ଦ୍ର ଓ ରାଜ୍ୟ…

ୟୁନେସ୍କୋ କ୍ରିଏଟିଭ୍‌ ସିଟି ସମ୍ମିଳନୀ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ଯାଜପୁର ଜିଲା ସଦର ମହକୁମାସ୍ଥ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି କନଫରେନ୍ସ ହଲରେ ଗୁରୁବାର ପୂର୍ବାହ୍ନରେ ଜିଲାର ଟେରାକୋଟା ଶିଳ୍ପୀମାନେ ଜିଲା ଅଧିକାରୀଙ୍କ ସହ ୟୁନେସ୍କୋ କ୍ରିଏଟିଭ ସିଟି ନେଟୱାର୍କ ସହିତ ଏକ ଭର୍ଚୁଆଲ ଅନ୍ତର୍ଜାତୀୟ ଦକ୍ଷତା…

ପାଣି ଉଠିବ, ନଦୀ ଶୁଖିବ

ଯାଜପୁର ଅଫିସ,୬ା୮: ରାଜ୍ୟର ସିଙ୍ଗଲ ଓ୍ବିଣ୍ଡୋ କ୍ଲିଏରାନ୍ସ ସିଷ୍ଟମ୍‌ (ଏସ୍‌ଡବ୍ଲ୍ୟୁସିଏସ୍‌) ମାଧ୍ୟମରେ ଶିଳ୍ପ ସଂସ୍ଥା ଦ୍ୱାରା ସ୍ଲରି ପାଇପ ଲାଇନ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହିସବୁ ପ୍ରକଳ୍ପରେ ୭,୮୮୬ ନିଯୁକ୍ତି ସୁଯୋଗ ସୃଷ୍ଟି…

ପଥର ଖାଦାନ ପାଇଁ ବଳିପଡ଼ିଲା ତୈଳଭଣ୍ଡାର

ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍‌ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ…

ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ…

ଆମକୁ ଗୁଣ୍ଠେ ଜମି ମିଳୁନିି, ଶିଳ୍ପ ସଂସ୍ଥାକୁ ୮୦ ଏକର

ଚଣ୍ଡିଖୋଲ,୪ା୮(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ କଳକଳାରାସ୍ତାର ବୈରୀଠାରେ ନିର୍ମାଣ ହେବାକୁ ଯାଉଛି ଏକ ସିମେଣ୍ଟ କାରଖାନା। ଏହି କାରଖାନା ପାଇଁ ସରକାରଙ୍କ ପକ୍ଷରୁ ୮୦ ଏକର ଜମି ଯୋଗାଇ ଦିଆଯିବ। ଏନେଇ ଆସନ୍ତା ୫ ତାରିଖରେ ଜନଶୁଣାଣି ଅନୁଷ୍ଠିତ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?