ଯାଜପୁର

ଫଳକରେ ସୀମିତ ଗଣ୍ଡାନାଳ ବିଜୁ ସେତୁ

କଳିଙ୍ଗନଗର,୧୧ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଦାନଗଦି ବ୍ଲକ୍‌ର ରାଣୀପଡ଼ା ଏବଂ ଓଲ୍ଲଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ। ବର୍ଷ ତମାମ ଏହି ନାଳରେ ପାଣିରେ ପଶି ଲୋକେ ଯାତାୟାତ କରୁଥିବାବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି।…

ବାଲି ଉଠାଣ ପାଇଁ ନଦୀପଠାରୁ ଗଛ କାଟିଦେଲେ

ପାଣିକୋଇଲି,୯ା୧୨(ଡି.ଏନ.ଏ.):ନଦୀରୁ ବାଲି ଉଠାଇବା ପାଇଁ ରାତାରାତି ମେଶିନ ସାହାଯ୍ୟରେ ଶତାଧିକ ଗଛ କାଟି, ପିଣ୍ଡି ଭାଙ୍ଗି ରାସ୍ତା ନିର୍ମାଣ କରାଯାଇଛି। ଏନେଇ ଯାଜପୁର ଜିଲା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି। ଲିଙ୍ଗେଶ୍ୱର ଉନ୍ନୟନ କମିଟି ସମ୍ପାଦକ ପ୍ରଦୀପ କୁମାର ଧଳ ଥାନାରେ…

ସରକାରୀ ଯୋଜନା ସାତସପନ, ଭଙ୍ଗାଘରେ ବିତୁଛି ଜୀବନ

ସିଂହପୁର,୮।୧୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ଜରୀ ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି। ସୂଚନାଯୋଗ୍ୟ, ଜରୀ…

୧ କିଲୋମିଟରକୁ ଘଣ୍ଟାଏ ଲାଗୁଛି

କାଳିଆପାଣି,୮ା୧୨(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଛି। ଏଠାରେ ଚାଲିଚାଲି, ବାଇକ୍‌ରେ ଓ କିମ୍ବା କାର୍‌ରେ ଗୋଟିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ଫଳରେ ଏହାକୁ ନେଇ ଜନ…

ଡିଇଇ ପରେ ଏବେ ଏଚ୍‌ଏସ୍‌ଇ

ଯାଜପୁର ଅଫିସ,୮ା୧୨: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ବିଏଡ୍‌/ସିଟି ଡିଗ୍ରିଧାରୀ ଏବଂ ନକଲି ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ନିଯୁକ୍ତି ପାଇବା ଏବେ ସାଧାରଣ କଥା ହୋଇଛି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ) ପକ୍ଷରୁ ବାରମ୍ବାର ସମ୍ପୃକ୍ତ…

ହୋଟେଲରେ ଲାଗିଲା ନିଆଁ

ଯାଜପୁର ଅଫିସ,୭।୧୨: ଯାଜପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ ରୁଚିକା ହେଟେଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ…

କଳାପଟା ନାହିଁ, କବାଟରେ ଲେଖା ହେଲା ପ୍ରଶ୍ନ

ଧର୍ମଶାଳା,୭ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟଗୁଡ଼ିକର ଭୂତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିପୁଳ ଟଙ୍କା ବ୍ୟୟ କରିଚାଲିଛନ୍ତି। ହେଲେ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଣ୍ଟିଆ ଗ୍ରାମରେ ଥିବା ୫-ଟି…

ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି

ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି।…

ଅଧାରେ ଅଟକିଛି ୫-ଟି ସ୍କୁଲ କାମ

ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍‌ଘାଟର ୬ ମାସ ପରେ ବି ରସୁଲପୁର ବ୍ଲକ୍‌ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରରେ ଥିବା ବହୁ ପୁରାତନ…

ରସୁଲପୁର ବ୍ଲକରେ ବ୍ୟାପୁଛି ଗୋ ଚର୍ମ ବିଣ୍ଡି ରୋଗ

ରସୁଲପୁର,୮ା୧୨(ଡି.ଏନ.ଏ.):ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋ-ଚର୍ମ ବିଣ୍ଡି(ଲମ୍ଫି) ରୋଗ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକରେ ସେପ୍ଟେମ୍ବରରୁ ଲମ୍ଫି ରୋଗ ବଢିବାରେ ଲାଗିଛି ା ଏହି ରୋଗରେ ବହୁ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଲାଣି ା ଏ…

ଟ୍ରକକୁ ଧକ୍କା ଦେଲା ବସ୍‌: ୩ ଆହତ

କାଳିଆପାଣି, ୫।୧୨ (ଡି.ଏନ.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଟମକା-ମଙ୍ଗଳପୁର ରାସ୍ତାର ସରୁଆବିଲଠାରେ ବସ୍‌ ଏକ ଟ୍ରକକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, କାଳିଆପାଣିରୁ ଟମକା ଅଭିମୁଖେ ମା’ ବସ ଯାଉଥିବା…

ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା

ଚଣ୍ଡିଖୋଲ,୫ା୧୨(ଡି.ଏନ୍‌.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପୂର୍ବରୁ ରାସ୍ତାକଡ଼ରେ ଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?