ଯାଜପୁର

ପ୍ରକଳ୍ପ ନ ଥାଇ ଅର୍ଥ ହରିଲୁଟ୍‌

ଯାଜପୁର ଅଫିସ,୨୩ା୧୨:ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି ା ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ବି ଦୁର୍ନୀତି କରିବାକୁ ଆହୁରି ଖୋରାକ ଯୋଗାଉଛି ା ଏପରି…

ଦାଦନ ଖଟିବାକୁ ଗଲେ ନଗଡ଼ାବାସୀ

ଯାଜପୁର ଅଫିସ/କାଳିଆପାଣି, ୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା କାହାକୁ ଅଛପା ନାହିଁ। ୨୦୧୬ ଜୁଲାଇରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା…

ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ଧର୍ମଶାଳା,୨୨ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍‌କୋ ସିମେଣ୍ଟ୍‌ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ କେମିକାଲ କାରଖାନାରେ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାରଖାନାର ପ୍ରାୟ…

ଖବରକାଗଜ ବିକ୍ରେତାରୁ ଗବେଷକ

କୋରେଇ,୨୨ା୧୨(ସ୍ବ.ପ୍ର.): କଥାରେ ଅଛି ଇଚ୍ଛା ଥିଲେ ଉପାୟ ଅଛି। ଯାହାର ଜୀବନରେ କିଛି ହେବା ପାଇଁ ଜିଜ୍ଞାସା ଥିବ, ନିଜକୁ ଗଢି ତୋଳିବାର ସଂକଳ୍ପ ଯାହା ମନରେ ଥିବ, ତା ପାଇଁ ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ତା…

କାମରେ ଲାଗୁନି ‘ବସୁଧା’

ଯାଜପୁର ଅଫିସ,୨୨ା୧୨: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ୍‌) ଖଣ୍ଡରେ ବ୍ୟାପକ ଦୁର୍ନୀତି ଚାଲିଛି । ଜିଲାବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପରିବର୍ତ୍ତେ ମିଛସତ ରିପୋର୍ଟ ଦେଇ ନିଜର ଦାୟିତ୍ୱ ନିର୍ବାହ କରାଯାଉଛି…

ଉନ୍ନତୀକରଣ କାର୍ଯ୍ୟ ଆରମ୍ଭରୁ ଲୁଟ୍‌

ଦଶରଥପୁର,୨୨ା୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ସରକାର ୮ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଏବେଠାରୁ ଲୁଟ୍‌ ଆରମ୍ଭ…

ଆକାଶଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା

ରସୁଲପୁର,୨୨ା୧୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକର ବାହାଦଲାପୁର, ମୁଗୁପାଳ, ନରସିଂହପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ରାଜନୀତି ପାଣିପାଗ ଉଷ୍ମ ହୋଇଛି। ଗତ ସୋମବାର…

ଷଡ଼ଯନ୍ତ୍ରରୁ ମୁକୁଳିବ ବ୍ୟାସନଗର

ଯାଜପୁର ରୋଡ,୨୦ା୧୨(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଅବହେଳାର ଶିକାର ହୋଇଆସିଛି ବ୍ୟାସନଗର ପୌରପରିଷଦ ଅଞ୍ଚଳ। ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟାସନଗର ନାଗରିକ କମିଟି ଅଣ୍ଟା ଭିଡିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଜାଣିଶୁଣି…

ନଦୀଜଳ ଉପରେ ଶିଳ୍ପ ବୋଝ

ଯାଜପୁର ଅଫିସ,୨୦ା୧୨:ଖରାଦିନେ ନଦୀ ଜଳସ୍ରୋତ ବହୁଳମାତ୍ରାରେ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ କମ୍ପାନୀ ବ୍ରାହ୍ମଣୀ ନଦୀଜଳ ଉପରେ ନିର୍ଭର କରୁଛନ୍ତି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ କ୍ୟୁସେକ ପାଣି ଶିଳ୍ପଗୁଡ଼ିକ ବ୍ୟବହାର କରୁଛନ୍ତି। ଏବେ ପୁଣି ଇଡ୍‌କୋ,…

ଆବାସ ଯୋଜନାରୁ ବଞ୍ଚିତ ୭ ଭୂମିହୀନ ପରିବାର

ରସୁଲପୁର,୨୦ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଭୋଟକା ପଞ୍ଚାୟତ ସମ୍ମୁଖରେ ଭଙ୍ଗାକୁଡିଆରେ ବସବାସ କରୁଥିବା ୭ ଭୂମିହୀନ ପରିବାର ସରକାରୀ ଆବାସରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଚଳିତ ମାସ ୩୧ ତାରିଖ ସୁଧା ସମ୍ପୃକ୍ତ ଭୂମିହୀନ ପରିବାରକୁ ମୋ ଡିହ ଯୋଜନାରେ ଘରବାଡି ପଟ୍ଟା…

ରପ୍ତାନି ବନାମ ଅଭାବୀ ବିକ୍ରି

ଯାଜପୁର ଅଫିସ,୧୯ା୧୨:ଚାଉଳ ଉପତ୍ାଦନରେ ଓଡ଼ିଶା ବଳକା ରାଜ୍ୟ ଭାବେ ବିବେଚିତ ହୋଇଛି। ଚାଉଳ ରପ୍ତାନି ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଥିବା କୁହାଯାଉଛି। ଗତ ୫ ବର୍ଷ ମଧ୍ୟରେ ଚଳିତ ଧାନ ସଂଗ୍ରହ ବର୍ଷର ୨୧ା୧୧ା୨୦୨୨ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ…

ଗୃହ ନାହିଁ, ସରପଞ୍ଚଙ୍କ ଘରେ ଚାଲିଛି ଅଫିସ କାମ

ପ୍ରୀତିପୁର,୧୯ା୧୨(ଡି.ଏନ୍‌.ଏ):ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ହଳଦିଡିହ ପଞ୍ଚାୟତ ଗଠନର ୨୦ ବର୍ଷ ପରେ ମଧ୍ୟ ଏଠାରେ ଅଫିସ ଗୃହ ନିର୍ମାଣ ହୋଇ ପାରିନାହିଁ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଅବହେଳାକୁ ଲୋକେ ସହଜେ ଗ୍ରହଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?