କଞ୍ଚାମାଲ ଅଭାବ ନେଇ ଆଲୋଚନା
ରସୁଲପୁର,୩୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁରେ ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ପହଞ୍ଚତ୍ ଏକ ସମୀକ୍ଷା ବୈଠକ କରିଛନ୍ତି। ମା’ ତାରିଣୀ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟାଳୟ ପରିସରରେ ବୁଣାକାର ସଂଘ ନେତାଙ୍କୁ ନେଇ…
୨ ମାସ ପରେ ବି କାମ ଆରମ୍ଭ ହେଲାନି
ଯାଜପୁର ଅଫିସ,୩୧।୧୨: ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ଥିବା ଶଙ୍ଖଚିଳା ଠାରୁ ବରେଇ ଭାୟା ତଣ୍ଡରା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଏହାର ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି କରିବା ପରେ ୨୦୨୨-୨୩ରେ ମୁଖ୍ୟମନ୍ତ୍ରୀ…
ଫଟୋ ଅସଲି, ମାଲିକ ନକଲି
କଳିଙ୍ଗନଗର,୩୦ା୧୨(ଡି.ଏନ.ଏ.):ବ୍ୟାସନଗର ସବ୍ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ଚାଲିଛି ା ଜଣେ ବ୍ୟକ୍ତି ବିଦେଶରେ ରହୁଥିଲେ ମଧ୍ୟ ତାଙ୍କ ମୂଲ୍ୟବାନ୍ ଜମିକୁ ବିକ୍ରି କରି ଦିଆଯାଇଛି ା ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅସଲି ଫଟୋକୁ ବ୍ୟବହାର କରାଯାଇଛି…
୭୪୬ ସୁଲଭ କେନ୍ଦ୍ରରୁ ପଞ୍ଚାୟତ ହାତରେ ୧
ଯାଜପୁର ଅଫିସ,୩୦ା୧୨:ଜଷ୍ଟିସ ୱାଧ୍ୱା କମିଶନଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାର ୨୦୧୧ରେ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ୨୦୧୨ ଏପ୍ରିଲରୁ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ଜିଲାସ୍ତରରେ ବିଭାଗୀୟ ଷ୍ଟୋରେଜ ସେଣ୍ଟର କରାଯାଇଥିଲା। ଏଥିପାଇଁ…
ରାସ୍ତା ମଝିରୁ ବିଦ୍ୟୁତ୍ ଖୁଣ୍ଟ ହଟୁନି, ଚାଲୁଛି କାମ
ଚଣ୍ଡିଖୋଲ,୨୯ା୧୨(ଡି.ଏନ୍.ଏ.): ଚୌଦ୍ୱାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା। ୫ କିଲୋମିଟର ୫ ଶହ ମିଟର ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ତରଫରୁ ୭କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।…
ଉପେକ୍ଷାର ବର୍ଷ ୨୦୨୨
ଯାଜପୁର ଅଫିସ,୨୯ା୧୨: ଯାଜପୁର ଜିଲା ପାଇଁ ୨୦୨୨ ମସିହା ଥିଲା କେତେକ ଉପଲବ୍ଧି ଓ ଉପେକ୍ଷାର ବର୍ଷ । ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଏଠାରୁ ଧାମରାକୁ ରେଳପଥ ସଂଯୋଗ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଦୌ ଦୃଷ୍ଟି ଦେଇ…
ବଡ଼ଚଣାରେ ବଢୁଛି ହାତୀ ଉପଦ୍ରବ
ଛତିଆ,୨୮ା୧୨(ଡି.ଏନ.ଏ.): ବଢୁଛି ହାତୀ ଉପଦ୍ରବ। ଦିନକୁ ଦିନ ଆତଙ୍କିତ ଅବସ୍ଥାରେ ଜନସାଧାରଣ। ବନ ବିଭାଗ ଅପାରଗତା ପାଇଁ ଜନବସତି ମୁହାଁ ହେଉଛନ୍ତି ଗଜରାଜ। ଯାଜପୁର ଜିଲା ବୈରୀ ବନ ବିଭାଗ ଅଧୀନ ପାରିଆ, ସମିଆ, ସୋଲର ଓ ବୈରୀ ପଞ୍ଚାୟତ ସମେତ…
ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ
ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର…
ସମ୍ପତ୍ତି ବିବରଣୀ ପ୍ରଦାନରେ ଅବହେଳା
ଯାଜପୁର ଅଫିସ,୨୭ା୧୨:ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ପୋଲିସ, ଅମଲା, କ୍ରୀଡ଼ା, ପରିବହନ, ଯୋଗାଣ ଭଳି ଅନେକ ବିଭାଗରେ ଦୁର୍ନୀତି ଦେଖିବାକୁ ମିଳୁଛି। ବଡ଼ବଡ଼ିଆ ଅଫିସରଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ମନ୍ତ୍ରୀ, କିରାଣି ପ୍ରମୁଖ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରା ପଡୁଛନ୍ତି।…
ରାତିଅଧିଆ ମୋରମ ଚୋରାଚାଲାଣ
ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ତହସିଲ ପହଁଗା ରାଜସ୍ବ ନିରୀକ୍ଷକ ସର୍କଲ ଅଧୀନ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗାଁର କାଜୁ ଜଙ୍ଗଲ ନିକଟସ୍ଥ ମଙ୍ଗଳା ମନ୍ଦିର ପାଖରୁ ରାତିଅଧିଆ ମୋରମ ଚୋରା ଚାଲାଣ ହେଉଛି। ହେଲେ ଏନେଇ ତହସିଲ ପ୍ରଶାସନ ପାଖରେ ଖବର ନ ଥିବା…
ପରିବା ବ୍ୟବସାୟୀଙ୍କ ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର
ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଓଡ଼ିଶୋ ପଞ୍ଚାୟତ ମାନପୁର ଗାଁର ପରିବା ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଝିଅ ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଷୟ ସ୍ନାତକୋତ୍ତର ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି…
ନଦୀବନ୍ଧ ନିର୍ମାଣ ପାଇଁ ୧୮.୭ କୋଟି ମଞ୍ଜୁର
ଯାଜପୁର ଅଫିସ,୨୬ା୧୨:ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟା ଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ଆର୍ଥିକ…
Archives


