ଜଗତ୍‌ସିଂହପୁର

୨୮୫ ପିଲାଙ୍କୁ ୩ ଶିକ୍ଷକ

ନାଉଗାଁ,୨୯ା୭(ସ୍ବ.ପ୍ର): ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୧ରେ ସ୍ଥାପନ ହୋଇଥିଲା। ଏହି ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନୂତନ ରୂପରେଖ ଦିଆଯାଇଛି। ବିଦ୍ୟାଳୟରେ ପାଠ ପଢିବା ପାଇଁ ଇ-ଲାଇବ୍ରେରି,୨ଟି ସ୍ମାର୍ଟ କ୍ଲାସ,ଗୋଟିଏ କମ୍ପୁଟର ଲାବ ସହ ଶିକ୍ଷାଦାନ...

ଛତୁ, ପରିବା ଚାଷ କରି ମହିଳାମାନେ ସ୍ୱାବଲମ୍ବୀ

ପାରାଦୀପ,୨୯ା୭ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଉତ୍ସବାନନ୍ଦପୁର ପ୍ରଡ୍ୟୁସର ଗ୍ରୁପ (ପିଜି)ର ୩୦ ଜଣ ମହିଳା ଏବେ ଭିନ୍ନ କାମ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ଗାଁରେ ବର୍ଷାଦିନିଆ ପରିବା ଚାଷ କରି ବେଶ୍‌...

ଗଛଲତାରେ ପରିପୂର୍ଣ୍ଣ ତହସିଲ କ୍ୱାର୍ଟର୍ସ : କର୍ମଚାରୀ ରହୁନାହାନ୍ତି

ରଘୁନାଥପୁର,୨୮ା୭(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ରଘୁନାଥପୁର ତହସିଲ କ୍ୱାର୍ଟର୍ସରେ କର୍ମଚାରୀ ରହୁ ନ ଥିବାର ଏହା ଭୂତକୋଠି ପାଲଟିଛି। ଏହାର ଚତୁଃପାର୍ଶ୍ୱ ଅବର୍ଜନାମୟ ହୋଇଥିବାବେଳେ ଗଛଲତା ମାଡି ସରୀସୃପଙ୍କ ବାସସ୍ଥାନ ପାଲଟିଛି। ଗତ ୨୦୦୯ରେ ୬୦ ଲକ୍ଷ...

କାଦୁଅରେ ପରିପୂର୍ଣ୍ଣ ସଂଯୋଗୀକରଣ ରାସ୍ତା

ନାଉଗାଁ,୨୪।୭ (ସ୍ବ.ପ୍ର.): ନାଉଗାଁବ୍ଲକ ଅନ୍ତର୍ଗତ ବାଂଶ- ଗୋବରୀକୂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ରାସ୍ତାଟି କାଦୁଅରେ ପୂରି ଯାଇଥିବାରୁ ଲୋକେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ବ୍ଲକ ଦେଇ...

ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନକୁ ପାଳନ କରାଯିବା ଜରୁରୀ। ଏନେଇ ବିଭିନ୍ନ ସମୟରେ କ୍ୟାମ୍ପ...

୪ ବର୍ଷ ହେଲା ସ୍ଥାୟୀ ଉପନିବନ୍ଧକ ନାହାନ୍ତି

ନାଉଗାଁ , ୨୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ ପଦବୀ ଦୀର୍ଘ ୪ ବର୍ଷ ହେବ ଖାଲି ପଡିଛି। ୨୦୧୮ ସେପ୍ଟେମ୍ବରରେ ମହେଶ୍ୱର ବେହେରା ଉପନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅନ୍ୟତ୍ର ବଦଳି ପରେ ପଦବୀଟି...

୩ ମାସ ହେବ ମିଳୁନି ଟଙ୍କିକିଆ ଚାଉଳ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପୋଖରିଆପଡା ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଲୋକଙ୍କୁ ଯୋଗାଣ ସାମଗ୍ରୀ ପ୍ରଦାନ କରିବା ପାଇଁ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ...

ଗୁରୁତର କୁକୁର ସୁସ୍ଥ ପରେ ଫେରିଲା

ଜଗତ୍‌ସିଂହପୁର ଅଫିସ, ୨୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ମେଡିକାଲ ରାସ୍ତାରେ ୨୪ା୫ା୨୨ରେ ଏକ ବୁଲା କୁକୁର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା। ପିପୁଲ ଫର୍‌ ଆନିମଲ ମୁଖ୍ୟ ମାନେକା ଗାନ୍ଧୀ ଓ ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗାଁର ସାଇକ୍ରିଷ୍ଣା...

ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ

ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ କୂଳ ଖାଇବାରେ ଲାଗିଛି। ସପ୍ତାହେ ହେଲା, ସମୁଦ୍ର ଜଳପତ୍ତନ ଆଶାତୀତ ଭାବେ ବୃଦ୍ଧି...

ମହିଳାଙ୍କୁ ରୋଜଗାର ଯୋଗାଉଛନ୍ତି ସୁହାସିନୀ

ପାରାଦୀପ,୨୧ା୭(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ନୂଆଗଡ଼ ଗାଁର ମହିଳା ହେଲେ ସୁହାସିନୀ ବେହେରା। ମଧ୍ୟବିତ୍ତ ପରିବାର ମଧ୍ୟରେ ରହି ନିଜେ ରୋଜଗାରକ୍ଷମ ହେବା ସହ ଶତାଧିକ ମହିଳାଙ୍କ ପାଇଁ ସେ ମାର୍ଗଦର୍ଶକ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଏ ପର୍ଯ୍ୟନ୍ତ ୧୫୦ରୁ...

ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

ନାଉଗାଁ,୧୯ା୭(ସ୍ବ.ପ୍ର.):ନାଉଗାଁ ବ୍ଲକ ଅନ୍ତର୍ଗତ ନିଆଳି -ଗଜରାଜପୁର ରାସ୍ତା ଏବେ ମରଣଯନ୍ତା ପାଲିଟିଛି। ଏହି ରାସ୍ତା ଏରେଡା ଦେଇ ନିଆଳିକୁ ସଂଯୋଗ କରୁଛି। ଏହା ଦେବୀ ନଦୀବନ୍ଧ ଉପରେ ଯାଇଛି। ପୂର୍ବରୁ ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା।...

ଜିଲା ମୁଖ୍ୟାଳୟରେ ରହୁନାହାନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଏହି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri