ଜଗତ୍‌ସିଂହପୁର

ବ୍ୟାପକ ଅଞ୍ଚଳ ଜଳମଗ୍ନ

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍‌.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ ହେଉଛି। କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବାରୁ ଏହି ପରିବାରଗୁଡିକ ବହୁ ମାତ୍ରାରେ ପ୍ରଭାବିତ…

ଜଳ ନିଷ୍କାସନ ହେଉନି: ଚିନ୍ତାରେ ପଞ୍ଚାୟତବାସୀ

ରଘୁନାଥପୁର, ୧୪ ।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରଘୁନାଥପୁର ବ୍ଲକ ରାଢ଼ଙ୍ଗ ପଞ୍ଚାୟତବାସୀଙ୍କ ଚିନ୍ତା ବଢ଼ିଯାଇଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଏହି ସ୍ଥାନରେ ଜମାହୋଇ ରହୁଛି। ଫଳରେ ରାଢ଼ଙ୍ଗ ଓ ଜିରା ଗ୍ରାମର ଚାଷଜମିରେ…

କ୍ୱାକ୍‌ ଚିକିତ୍ସା: ଔଷଧ, ଇଞ୍ଜେକ୍‌ସନ ନେଇ ମହିଳା ଗୁରୁତର

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶୁକ୍ରବାର ଜଣେ ମହିଳା କ୍ୱାକଙ୍କ ପାଖରେ ଚିକିତ୍ସିତ ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକେ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ସବିତା ଚୌଧୁରୀ (୪୦)। ତାଙ୍କୁ ଥଣ୍ଡା…

ଭଣ୍ଡିସାହି ନିକଟ ଦେବୀନଦୀ ବନ୍ଧରୁ ଅତଡ଼ା ଖସୁଛି

ନାଉଗଁା,୧୩।୮(ସ୍ବ.ପ୍ର.): ନାଉଗଁା ବ୍ଲକ ଶେଷ ସୀମା ଓ ପୁରୀ ଜିଲା ଆରମ୍ଭରେ ପ୍ରବାହିତ ହୋଇଥିବା ଦେବୀ ନଦୀ ପଠାରୁ ଅତଡା ଖସୁଛି। ଏନେଇ ନଦୀ କୂଳିଆବାସୀ ଆତଙ୍କିତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ନଦୀ ପଠାରେ ଜଳ ସମ୍ପଦ…

୩୯ ବର୍ଷର କେନାଲ ରାସ୍ତା: କୋଟିଏ ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି

ଜଗତ୍‌ସିଂହପୁର ଅଫିସ, ୧୩।୮: ରାଜ୍ୟ ସରକାର ବିକାଶ ନାଁରେ ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଭଳି ଉପକୂଳବର୍ତ୍ତୀ ଶିକ୍ଷିତ ଜିଲାରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରି କି ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂର ଜଗତ୍‌ସିଂହପୁର…

୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା

ଜଗତ୍‌ସିଂହପୁର ଅଫିସ୍‌, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍‌ ଘର୍‌…

ନିର୍ମାଣ ହେଉନି ଅଙ୍ଗନଓ୍ବାଡି ଗୃହ

ରଘୁନାଥପୁର,୧୦।୮(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେବ ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ମିନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ନ ହେଲେ ବ୍ଲକ…

ଗ୍ରୀଷ୍ମ ପରେ ବର୍ଷାଦିନେ ବି ବିଜୁଳି କାଟ

ଜଗତ୍‌ସିଂହପୁର ଅଫିସ,୧୦।୮: ରାଜ୍ୟ ସରକାର ଟାଟା ପାୱାର (ଟିପିସିଓଡିଏଲ୍‌)କୁ ବିଜୁଳି ବିତରଣ ଦାୟିତ୍ୱ ଦେବା ପରେ ପୂର୍ବ ସମସ୍ୟା ଦୂର ହୋଇଯିବା ଆଶାରେ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିଲେ। ଟିପିସିଓଡିଏଲ୍‌ ପକ୍ଷରୁ ମଧ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବ…

ଅସରାଏ ବର୍ଷାରେ ଶ୍ରେଣୀଗୃହରେ ପାଣି

ନାଉଗାଁ,୮ା୮(ସ୍ବ.ପ୍ର): ନାଉଗାଁ ବ୍ଲକ ଶିଖର ପଞ୍ଚାୟତରେ ରହିଛି ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ପିଲା ସଂଖ୍ୟା ୫୨। ମାତ୍ର ପିଲା ପଢ଼ିବା ପାଇଁ କେବଳ ୨ଟି ଶ୍ରେଣୀଗୃହ ରହିଛି। ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ…

ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର ନିର୍ଦ୍ଦେଶ

ରଘୁନାଥପୁର,୬ା୮(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ସେଠୀଙ୍କୁ ପୂର୍ବତନ ସରପଞ୍ଚ ବିଭିନ୍ନ ଫାଇଲ ହସ୍ତାନ୍ତର କରୁ ନ ଥିବା ନେଇ ଚାଲିଥିବା ବିବାଦରେ ଜିଲା ପ୍ରଶାସନ ହସ୍ତକ୍ଷେପ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ପିଡି(ପ୍ରକଳ୍ପ ନିର୍ଦ୍ଦେଶକ)ରୁଦ୍ର ନାରାୟଣ…

ସ୍ବସ୍ତିକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ

ପାରାଦୀପ,୭।୮(ସ୍ବ.ପ୍ର.): ପାରାଦୀପ ବନ୍ଦରର ପ୍ରଶାସନିକସ୍ତରରେ ଲାଞ୍ଚ କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୬ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର(ସିଏମ୍‌ଇ) ସରୋଜ ଦାସ, ଶିଳ୍ପପତି…

ନଡ଼ିଆ ଚାରା ରୋପଣ ନାଁରେ ଅନିୟମିତତା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୭।୮: ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୦ରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ନଡିଆ ଚାରା ରୋପଣ କରାଯାଇଥିଲା। ନଡିଆ ଚାରା, ଖତ, ସାର, ଜଳସେଚନ, ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣ ବାବଦରେ ୪୩.୧୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri