କେବିସି-୧୪ର ପ୍ରଥମ କୋଟିପତି ହେଲେ ଜଣେ ଗୃହିଣୀ
ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି। ବର୍ତ୍ତମାନ…
ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର
ଜଗତ୍ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା। ଏନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆସ୍ଥା ବଢ଼ାଇବା…
ରୋଗୀ ସୁରକ୍ଷା: ସଚେତନତାରୁ ବିପଦ ଟଳିବ
ଜଗତ୍ସିଂହପୁର ଅଫିସ, ୧୮।୯: ରୋଗୀଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏନେଇ ସମନ୍ବୟ ରକ୍ଷା ସହିତ ଉତ୍ତରଦାୟୀ ପଦକ୍ଷେପ ନିଆଯିବା ନିମନ୍ତେ ସାରା ବିଶ୍ୱରେ ସେପ୍ଟେମ୍ବର ୧୭ ତାରିଖକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି।…
୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି
ଜଗତ୍ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଖୋଲା ସ୍ଥାନରେ ପିଲାଙ୍କ ମନୋରଞ୍ଜନ ପାଇଁ…
ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ରେକର୍ଡପତ୍ର ଯାଞ୍ଚ
ରଘୁନାଥପୁର,୧୬।୯(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଶୁକ୍ରବାର ସହକାରୀ ଦେବୋତ୍ତର ଆୟୁକ୍ତ କଟକ, ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ପରିଦର୍ଶନରେ ଆସିଥିଲେ। ଦାୟିତ୍ୱରେ ରହିବା ପରେ ଏହି ପୀଠକୁ ତାଙ୍କ ପ୍ରଥମ ଗସ୍ତ ଥିଲା। ଏହି…
ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା
ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ।…
ନଭେମ୍ବର ୭ରୁ କଳିଙ୍ଗ ବାଲିଯାତ୍ରା
ପାରାଦୀପ,୧୬ା୯(ସ୍ବ.ପ୍ର.): ପାରାଦୀପର ବେଳାଭୂମି ବିଜୁ ମୈଦାନରେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାତଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏ ନେଇ ଗୁରୁବାର ସାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ…
୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ
ଜଗତ୍ସିଂହପୁର ଅଫିସ, ୧୬ା୯:ଜଗତ୍ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍ସିଂହପୁର ପୌର ପରିଷଦ ମାର୍କେଟ୍ କମ୍ପ୍ଲେକ୍ସ ବିଲ୍ଡିଂ ଉପରେ ଏହା କରାଯିବା…
୨ କଲ୍ଭର୍ଟ ନିର୍ମାଣକୁ ୯ ମାସ ପୂରିଲା, ମିଳୁନି ବିଲ
ରଘୁନାଥପୁର, ୧୪ା୯(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ୯ ନଂ. ଜଳସେଚିତ କେନାଲ ଉପରେ ୯ ମାସ ତଳୁ ସରିଥିବା ୨ଟି କଲଭର୍ଟ କାର୍ଯ୍ୟର ବିଲ ଅଦ୍ୟାବଧି ଗୋଟିକର ହୋଇଥିବା ବେଳେ ଅନ୍ୟଟିର ହୋଇନାହିଁ। ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲାପାଳଙ୍କ…
ମଦଦୋକାନରେ ହେବନି ପିଓଏସ୍ ବ୍ୟବସ୍ଥା
ଜଗତ୍ସିଂହପୁର ଅଫିସ, ୧୪।୯: ଦଶହରା ସମୟରେ ଜନଗହଳି କାରଣରୁ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ପାର୍ବଣ କିପରି ଶାନ୍ତି ଓ ଶୃଙ୍ଖଳାର ସହ ହେବ ସେନେଇ ପୋଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥାଏ। ୨୦୧୯ରେ ପାର୍ବଣକୁ…
ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି
ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର କିଛି ସ୍ଥାନରେ ଏନେଇ ଆସୁଥିବା ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି।…
ମରଣଯନ୍ତା ପାଲଟିଛି ନଦୀବନ୍ଧ ରାସ୍ତା
ତିର୍ତ୍ତୋଲ,୧୩।୯ (ଡି.ଏନ.ଏ.):ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତର ସାଇଫୋନ ସେତୁଠାରୁ ସରଳପୁରକୁ ସଂଯୋଗ କରୁଥିବା ପାଇକାନଦୀର ଡାହାଣ ପାର୍ଶ୍ୱ ବନ୍ଧ ରାସ୍ତା ଏବେ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ବ୍ଲକ ଅଧୀନ ୫ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ…
Archives


