ବଢୁଛି ବେଆଇନ ଇଟାଭାଟି, ଚୁପ୍ ବସିଛି ପ୍ରଶାସନ
ନାଉଗାଁ,୧୨ା୧୨(ସ୍ବ.ପ୍ର.): ନାଉଗାଁ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସରକାରୀ ଆଇନକୁ ଖୋଲା ଉଲ୍ଲଂଘନ କରି ଏସବୁ ଇଟାଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସରକାରୀ ନିୟମାନୁସାରେ, ଇଟାଭାଟି ପୋଡ଼ିବା ପୂର୍ବରୁ…
ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ
ଜଗତ୍ସିଂହପୁର ଅଫିସ,୧୨ା୧୨: ଜଗତ୍ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କୁହାଯାଉଛି। ମାତ୍ର ଏସବୁ କେବଳ ପ୍ରହସନ ପାଲଟିଥିବା ପରି ମନେହେଉଛି। ଜିଲାର ଅନେକ…
ସଂଯୋଗ ନ ହୋଇ ବାରଣ୍ଡାରେ ଝୁଲୁଛି ବିଦ୍ୟୁତ୍ ତାର
ନାଉଗଁା,୧୦ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକର ୧୧୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୨ ଅଙ୍ଗନୱାଡି କେନ୍ଦ୍ରକୁ ବିଦ୍ୟୁତିକରଣ କରାଯାଇଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖି କାମ ଯୋଗୁ କୁନି ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ସିଡିପିଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ,…
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପର୍ଯ୍ୟଟନ କ୍ଷେତ୍ର
ଜଗତସିଂହପୁର ଅଫିସ, ୧୦ା୧୨: ଜଗତ୍ସିଂହପୁର ଜିଲାର ମଠ, ମନ୍ଦିର, କଳା, ସଂସ୍କୃତିି ତଥା ପର୍ଯ୍ୟଟନ କ୍ଷେତ୍ର ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା । ତାଙ୍କ ଦର୍ଶନ ପାଇଁ କେବଳ ରାଜ୍ୟ ନୁହେଁ, ବାହାରୁ ପ୍ରତ୍ୟହ…
ଲୁଣାବାଲିରେ ଚାଲିଛି ନିର୍ମାଣ କାର୍ଯ୍ୟ
କୁଜଙ୍ଗ, ୯ା୧୨ (ଡି.ଏନ୍.ଏ.):ଜଗତ୍ସିଂହପୁର ଜିଲାର କୁଜଙ୍ଗ ବ୍ଲକ ପକ୍ଷରୁ ଯେତେସବୁ କଂକ୍ରିଟ୍ ରାସ୍ତାଘାଟ ଓ ପକ୍କା ଗୃହ ନିର୍ମାଣ ଚାଲିଛି, ସେସବୁ ଲୁଣାବାଲିରେ ହେଉଥିବା ଅଭିଯୋଗ ହେଉଛି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। ପାରାଦୀପଠାରୁ ୪୮ କିମି ଦୂର ପର୍ଯ୍ୟନ୍ତ…
ରତ୍ନମେଣ୍ଟି ଧାନ ଉଦ୍ଭାବନ କଲେ ଚାଷୀ
ରଘୁନାଥପୁର,୯ା୧୨(ଡି.ଏନ୍.ଏ.):ଦୀର୍ଘବର୍ଷର ସଂଘର୍ଷ ପରେ ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ ସଫଳ ଚାଷୀ ଅଶୋକ କୁମାର ବାରିକଙ୍କୁ ସଫଳତା ମିଳିଛି। ବୈଜ୍ଞାନିକ ନ ହୋଇବି ନିଜ ପ୍ରଚେଷ୍ଟାରେ ରତ୍ନମେଣ୍ଟି ଧାନ ଉଦ୍ଭାବନ କରି କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ…
୧୫ ଦିନ ହେବ ୭୯ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ
ନାଉଗଁା,୭ା୧୨(ସ୍ବ.ପ୍ର): ନାଉଗଁା ବ୍ଲକରେ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ୭୯ଟି କେନ୍ଦ୍ର ୧୫ ଦିନରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ଓଡ଼ିଶା ଅଙ୍ଗନଓ୍ବାଡି ସଂଘର ଆହ୍ବାନକ୍ରମେ ଏସବୁ କେନ୍ଦ୍ରର କର୍ମୀ ଓ ସହାୟିକାମାନେ ୮ ଦଫା ଦାବି ନେଇ ବିଧାନସଭା ନିକଟରେ…
ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରହସନ ପାଲଟିଛି
ଜଗତ୍ସିଂହପୁର ଅଫିସ୍, ୬ା୧୨:ଜଗତ୍ସିଂହପୁର ଏକ କୃଷି ପ୍ରଧାନ ଜିଲା ଭାବେ ପରିଚିତ। କିନ୍ତୁ ଜିଲାର ମୃତ୍ତିକାର ଗୁଣାବତ୍ତା ଦିନକୁ ଦିନ ହ୍ରାସ ପାଇ ଚାଲିଛି। ମାତ୍ର ସେଥିପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାର କାରଣ ପାଲଟିଛି । ମୃତ୍ତିକା ପରୀକ୍ଷା…
ଦେଢ଼ କୋଟିରୁ ଊର୍ଦ୍ଧ୍ୱ ହଡ଼ପ: ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗିରଫ
ରଘୁନାଥପୁର,୪।୧୨(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୧ କୋଟି ୬୨ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ନେଇ ସେପ୍ଟେମ୍ବର ୫ରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନଭେମ୍ବର ୩୦ରେ ଅବସର ନେଇଥିବା…
୨୭ ଦିନ ପରେ ବି କାରଣ ଅସ୍ପଷ୍ଟ
ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍ଥାନ) ରଦ୍ଦି କାଗଜରେ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ବିକ୍ରି କରିଥିତ୍ବା ଅଭିଯୁକ୍ତଙ୍କ…
୧୦ କିଲୋମିଟର ଗଲେ ମିଳୁଛି ରାଶନ
ଜଗତ୍ସିଂହପୁର ଅଫିସ, ୨ା୧୨: ଜଗତ୍ସିଂହପୁର ଜିଲାର ବହୁ ଗରିବ ଲୋକଙ୍କୁ ଖାଉଟି ସୁରକ୍ଷା କାର୍ଡରେ ରାଶନ ଚାଉଳ, ଗହମ ଓ କିରୋସିନ ଆଦି ଆଣିବା ପାଇଁ ୧୦ କିଲୋମିଟର ଯିବାକୁ ପଡ଼ୁଛି। ଚାଉଳର ମୂଲ୍ୟ ଯେତିକି ନୁହେଁ ତା’ଠାରୁ ଅଧିକ ଖର୍ଚ୍ଚ…
ରାତିରେ ପରିବହନ ହେଉଛି ପିଡିଏସ୍ ସାମଗ୍ରୀ
ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ ଥିବାବେଳେ ୬୩ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ହିତାଧିକାରୀମାନଙ୍କୁ ସୁବିଧାରେ ସାମଗ୍ରୀ ଯୋଗାଇବା ପାଇଁ…
Archives


