ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ଜଗତ୍‌ସିଂହପୁର ଅଫିସ,୨୪ା୧୨: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଯୋଗେନ୍ଦ୍ରନାଥ ମହାରଣା(୯୬)ଙ୍କ ଶୁକ୍ରବାର ଜନ୍ମମାଟିରେ ପରଲୋକ ଘଟିଛି। ମହାରଣା ୧୯୨୩ରେ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମା’ଧରିତ୍ରୀ ମହାରଣା ଓ ବାପା ଉଚ୍ଛବ ମହାରଣାଙ୍କ ଡାକରାରେ ସେ ଭାରତଛାଡ ଆନ୍ଦୋଳନ ସମୟରେ ବାନରସେନାରେ ଯୋଗଦେଇଥିଲେ । ମହାରଣାଙ୍କ ମୃତ୍ୟୁରେ ଜିଲାପାଳ ପାରୁଲ ପଟୁୱାରୀ ଶୋକପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲା ପରିଷଦ ସଭାପତି ମନୋଜ ଭୋଇ, ତହସିଲଦାର ଅଞ୍ଜଳି ତରାଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

୩୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟ ଗାର୍ଡ

ସମ୍ବଲପୁର,୩ା୧୧(ବ୍ୟୁରୋ)-ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ...

ଜିଲା ପ୍ରଶାସନ, ବିଡିସିସି ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବଲାଙ୍ଗୀର ଅଫିସ, ୩୦ା୩: କରୋନା ସଂକ୍ରମଣ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି) ପକ୍ଷରୁ ୨୦...

ଖେଳୁ ଖେଳୁ ବୁଡ଼ି ଗଲେ ଦୁଇ ଭଉଣୀ

କେନ୍ଦୁଝର, ୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଗ୍ରାମ ମଣ୍ଡା ସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭଉଣୀ ଖେଳୁଥିବା ବେଳେ...

ତଲସରା ନିର୍ବାଚନ ମଣ୍ଡଳୀରେ ଭାଜପାର ବାଜିମାତ:ଭୁଶୁଡ଼ିଲା କଂଗ୍ରେସ ଗଡ଼

ବଡ଼ଗାଁ/ ସବ୍‌ଡେଗା, ୨୪-୫(ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବାଜିମାତ କରିଛି । କଂଗ୍ରେସର ଗଡ ଭାବେ ରହି ଆସିଥିବା ଏହି ନିର୍ବାଚନ...

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା

ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...

ହୋମଗାର୍ଡଙ୍କୁ ଭେଟିଲା ଆମ୍ବେଦକର ବିକାଶ ପରିଷଦ

ରତ୍ନଗିରି,୧୯ା୧୦(ଡି.ଏନ୍‌.ଏ.): ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତର ଓଉପଡା ଗ୍ରାମର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଭେଟିଛନ୍ତି। ନ୍ୟାୟ...

ଗାଁରେ ବନ୍ୟାଜଳ, ଦୁର୍ଦ୍ଦଶାରେ ଲୋକେ

ଖୋର୍ଦ୍ଧା ଅଫିସ,୧୯।୯:  ହୀରାକୁଦ ଗେଟ୍‌ ଖୋଲିବା ପରେ ରାଜୁଆ, ମଲାଗୁଣୀ ଓ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧ ବ୍ଲକରେ ବନ୍ୟା...

Advertisement
Archives

Model This Week