ବାଲିକୁଦା,୧୪ା୨(ସ୍ବ.ପ୍ର.):ଜଗତ୍ସିଂହପୁର ଗ୍ରାମ ଉନ୍ନୟନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସେ ପୂର୍ବେ ମରିଚପୁର-ବନ୍ଦର ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ଏଠାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ଜଗତ୍ସିଂହପୁର ଜିଲାର ବଙ୍ଗୋପସାଗର ଓ ଦେବୀନଦୀର ସଙ୍ଗମସ୍ଥଳ ହେଉଛି ବନ୍ଦର ା ଏଠାରେ...
ପାରାଦୀପ,୧୨।୨(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଅନେକ ସରକାରୀ କାର୍ଯ୍ୟାଳୟ ମରାମତି, ନବୀକରଣ, ରୂପାନ୍ତରୀକରଣ କରାଯାଇଛି। ଏଥିସହ କିଛି ନୂତନ ସରକାରୀ ଅନୁଷ୍ଠାନ ନିର୍ମାଣ ଚାଲିଛି। ଅପରପକ୍ଷେ ଅନେକ ସମୟରେ ଏନେଇ ସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ...
ବାଲିକୁଦା,୧୧।୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ଫୁଲୁପାଟଣା ଗ୍ରାମର ସୁଜିତ ବେହେରାଙ୍କ ସ୍ତ୍ରୀ ଟୁକୁନିଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଶନିବାର ରାତିରେ ଜବତ ହୋଇଛି। ଅପରପକ୍ଷେ ଝିଅକୁ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି...
Archives
Model This Week
ପିଲାଙ୍କ ଧରିତ୍ରୀ