ଗଞ୍ଜାମ

ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ରାସ୍ତା ସିଲ୍‌

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ତାମ୍ପରା ବୋଟ କ୍ଲବ ସମ୍ମୁଖ ଜାତୀୟ ରାଜପଥରେ ବୁଧବାର ସକାଳେ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍‌ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ…

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପ୍ରୟାସ: ବ୍ରହ୍ମପୁର, ଗଞ୍ଜାମ ପୋଲିସକୁ ମିଳିଲା ରେଡ୍‌ ସ୍କୁଟି

ବ୍ରହ୍ମପୁର ଅଫିସ/ଛତ୍ରପୁର (ଡି.ଏନ୍‌.ଏ.)୧୩।୧: ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ ସ୍କୁଟି ଯୋଗାଇ ଦିଆଯାଇଛି। ଯଦି କେହି ମହିଳା ରାସ୍ତାରେ ଯିବାବେଳେ ଅସୁରକ୍ଷିତ ମନେକରନ୍ତି, ସେମାନେ…

୬ ଅଲିଭ୍‌ ରିଡ୍‌ଲେଙ୍କୁ ଟ୍ୟାଗିଂ

ବ୍ରହ୍ମପୁର ଅଫିସ/ଗଞ୍ଜାମ(ଡି.ଏନ୍‌.ଏ.),୧୩ା୧: ଜୁଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ଓ ବ୍ରହ୍ମପୁର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଅଲିଭ୍‌ରିଡ୍‌ଲେଙ୍କୁ ମଙ୍ଗଳବାର ଟ୍ୟାଗିଂ କରିଛି। ଟ୍ୟାଗ୍‌ଗୁଡିକ ସ୍ବତନ୍ତ୍ର ଭାବରେ ସଂଖ୍ୟାଭୁକ୍ତ ହୋଇଛି ଏବଂ ଏଥିରେ ସବିଶେଷ ତଥ୍ୟ ଅଛି। ଯେପରିକି ସଙ୍ଗଠନର ନାମ, ଇମେଲ୍‌ ଆଇଡି ଇତ୍ୟାଦି।…

ଭୁବନେଶ୍ୱରରେ ମାରି ଗଞ୍ଜାମରେ ଫିଙ୍ଗିଥିଲେ

ଜଗନ୍ନାଥପ୍ରସାଦ,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟ ଧାନବିଲରୁ ଗତ ଡିସେମ୍ବର ୨ରେ ଯୁବତୀଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ମୃତ ଯୁବତୀ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମାହାନା ଗ୍ରାମର ପୂଜା ସେଠୀ।…

ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର ଗୋଟିଏ ରାତିରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଇଛି। ଯାହାକି ପୁରୁଷୋତ୍ତମପୁର ତହସିଲରେ…

ଓଡ଼ିଶା ଯୁବକଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ରାକେଟର ଚେର ଓଡ଼ିଶାରୁ ଗୁଜରାଟକୁ ଲମ୍ବିଛି। ଚୋରା ଚାଲାଣ ରାକେଟର ମୁଖ୍ୟଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଘରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ପାଟପୁର ଥାନା ସିଙ୍ଗପୁର ଗ୍ରାମର ସୁରେନ୍ଦ୍ର ପାତ୍ର…

ଦୁର୍ଗାଦେବୀ ସାହିରୁ ଚୋରି ଉଦ୍ୟମ, ଥାନାରେ ଏତଲା

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ. ୩ ଦୁର୍ଗାଦେୀ ସାହିର ବିଶ୍ୱନାଥ ପାଢ଼ୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ପଣ୍ଡ ହୋଇଥିଲା। ଏ ନେଇ ଶନିବାର ବିଶ୍ୱନାଥ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ…

ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି l ଠିକା ନେଇଥିବା ସଂସ୍ଥାର ବେପରୁଆ ନୀତି ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା…

ଅଭିଭାବକଙ୍କ ଜିଦ୍‌, ସାନିଟାଇଜ୍‌ ହେଲା ସ୍କୁଲ

ପାତ୍ରପୁର,୯ା୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସ୍କୁଲ ଶୁକ୍ରବାର ଖୋଲିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ପରାଙ୍କୁଶ ବିଦ୍ୟାପୀଠକୁ ୮୩ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସକାଳ ୧୦ଟାରେ ଆସିଥିଲେ। ସେମାନଙ୍କ ସହ କେତେଜଣ ଅଭିଭାବକ…

ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ

ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକେ ଭୟଭିତ ହୋଇ…

ବିନା ସାନିଟାଇଜରରେ ଖୋଲିଲା ଭାରତୀ ବିଦ୍ୟାପୀଠ: ଗୋଟିଏ ବେଞ୍ଚରେ ବସିଲେ ଜଣେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲଗୁଡ଼ିିକ ସାନିଟାଇଜ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ…

ଦୃଷ୍ଟି ଆଢୁଆଳରେ କ୍ଷେତମୁଣ୍ଡଳୀର ମା’ ରାମଚଣ୍ଡୀ

ଜଗନ୍ନାଥପ୍ରସାଦ,୮।୧(ଡି.ଏନ.ଏ.): ଘୁମୁସର ବନାଞ୍ଚଳର ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ପଞ୍ଚାୟତ ନିକଟ ବଣପାହାଡ ମଧ୍ୟରେ ଅବସ୍ଥାନ କରିଛନ୍ତି ମାଡ଼ ରାମଚଣ୍ଡି। ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାରୁ କ୍ରିୟାଧର କ୍ଷେତମୁଣ୍ଡାଳୀ ପଞ୍ଚାୟତ ରାସ୍ତାରେ ୧୧ କମି ଦୂରରେ ଏହା ଅବସ୍ଥିତ। ପୀଠ ନିକଟରେ କୂଳୁକୂଳୁ ନାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?