ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ

ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକେ ଭୟଭିତ ହୋଇ ଘରୁ ପଦାକୁ ଚାଲିଆସିଥିଲେ। ଏପରି କି ଦାରିଙ୍ଗବାଡି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। କ୍ଷୟକ୍ଷତିର ସୂଚନା ମିଳି ନ ଥିବା ବେଳେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ୩୩କେଭି ଫିଡର୍‌ରେ ତ୍ରୁଟି ଯୋଗୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ମେନ ଅନଲାଇନ ଫର୍ମପୂରଣ ତାରିଖ ବଢିଲା

  ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜେଇଇ ମେନ ପାଇଁ ଅନଲାଇନ୍‌ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି । ଜେଇଇ ମେନ ସେକ୍ସନ-୧ ପାଇଁ ଏପ୍ରିଲ ୧୮ ତାରିଖରୁ ଅନଲାଇନ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ...

ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ...

‘ନବୀନ ଆମ ଭରସା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ‘ଆମ ଭରସା ନବୀନ’ ଅଭିଯାନ ଆରମ୍ଭ କରିଛି। ସାମ୍ମୁଖ୍ୟର ତୃଣମୂଳସ୍ତରୀୟ ସଙ୍ଗଠନକୁ ଉପଯୋଗ କରି କରୋନା ମହାମାରୀରୁ ଆରୋଗ୍ୟ...

୨୮ରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ ତଥା ଓପିଏସ୍‌ସି ପରୀକ୍ଷା ଆସନ୍ତା ୨୮ ତାରିଖ ତଥା ବୁଧବାର ଅନଷ୍ଠିତ ହେବ। ଗତ ୨୫ ତାରିଖରେ ଏହି ପରୀକ୍ଷା...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ବିଦ୍ୟାଳୟ ଜମିରେ ଜବର ଦଖଲକୁ ବିରୋଧ: କାଟିଙ୍ଗିଆ ବନ୍ଦ, ସ୍କୁଲ, ସରକାରୀ କାର୍ଯ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୧।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦୁର୍ଗମ ପଞ୍ଚାୟତ କାଟିଙ୍ଗିଅ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ଜମିରେ ଗତ ୧୦ବର୍ଷ ହେଲା ଜବରଦଖଲ କରି ଜଣେ ବ୍ୟକ୍ତି ଘର...

ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’

ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ...

Advertisement
Archives

Model This Week