ବିନା ସାନିଟାଇଜରରେ ଖୋଲିଲା ଭାରତୀ ବିଦ୍ୟାପୀଠ: ଗୋଟିଏ ବେଞ୍ଚରେ ବସିଲେ ଜଣେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲଗୁଡ଼ିିକ ସାନିଟାଇଜ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଗଞ୍ଜାମ ସହର ମଧ୍ୟରେ ଥିବା ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ବିନା ସାନିଟାଇଜରରେ ଖୋଲିଥିବା ଜଣାପଡିଛି l
ଏ ସମ୍ପର୍କରେ ଉକ୍ତ ସ୍କୁଲ ବରିଷ୍ଠ କିରାଣି ହରି ବାରିକ କହିଛନ୍ତି, ଏନ୍‌ଏସି ପ୍ରଶାସନ ପକ୍ଷରୁ ସାନିଟାଇଜର କରିବାକୁ ଲୋକେ ଆସିଥିଲେ l କିନ୍ତୁ ମେଶିନ ନ ଚାଲିବାରୁ ସେମାନେ ଚାଲି ଯାଇଥଲେ। ତେବେ ସ୍କୁଲ ଖୋଲିବା ପ୍ରଥମ ଦିନରେ ଦଶମ ଶ୍ରେଣୀର ୫୦ ଛାତ୍ର ସ୍କୁଲ ଆସିଥିବା ସେ କହିଛନ୍ତି। ଗୋଟିଏ ବେଞ୍ଚରେ ମାତ୍ର ଜଣେ ବସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକ

ବାରିପଦା ଅଫିସ/ବୈଶିଙ୍ଗା,୪ା୧୨- ଏକ ଛାତ୍ରୀ ଅସଦାଚରଣ ମାମଲାର ଅଭିଯୁକ୍ତ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସ ଗୁରୁତ୍ୱ ଦେଉ...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି...

ବହିର୍ବିଭାଗ ସମ୍ମୁଖରେ ଓହଳିଛି ବିଦ୍ୟୁତ୍‌ ତାର

ନାଉଗାଁ,୧୦।୯(ସ୍ବ.ପ୍ର.): ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧରାଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ ସମ୍ମୁଖରେ କେନ୍ଦ୍ରର...

୨୦ ଫୁଟ ତଳକୁ ଖସି ବି ବର୍ତ୍ତିଗଲେ

ବାରିପଦା ଅଫିସ,୩୧।୫- କଥାରେ ଅଛି ରଖେ ହରି ତ ମାରେ କିଏ। ବାରିପଦା ସହରଠାରୁ ପ୍ରାୟ ୯ କି.ମି ଦୂର ଲକ୍ଷ୍ମୀପୋଷି ଅଞ୍ଚଳରେ ଘଟିଥିବା ଏକ...

ଭଦ୍ରକରେ ଲଗାଣ ବର୍ଷା ଓ ପବନ ଜାରି

ଭଦ୍ରକ ଅଫିସ,୨୬ା୫: ବାତ୍ୟା ‘ୟାସ’ ଭଦ୍ରକ ଧାମରା ନିକଟ ଦେଇ ଅତିକ୍ରମ କରୁଥିବା ବେଳେ ଜିଲାରେ ପ୍ରବଳ ବର୍ଷା ହେବା ସହ ଚାନ୍ଦବାଲି ଓ ଧାମରାରେ...

ଜେଲ୍‌ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ

ବରଗଡ଼ ଅଫିସ,୧୫।୭:  ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ...

ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୋଲସରା,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା...

Advertisement
Archives

Model This Week