ଗଞ୍ଜାମ

୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହ ବାହାରେ ଜିରୋନାଇଟ୍‌ ପାଳନ କରିବାକୁ ନିଷେଧ କରାଯାଇଥିବା…

ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୨୮ା୧୨: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଏକ ନୂତନ ରେକର୍ଡ ହାସଲ କରିବା କ୍ଷେତ୍ରରେ ସଫଳ ହୋଇଛନ୍ତି। ସତ୍ୟଙ୍କ ଦ୍ୱାରା ୧୧୧୫ ବୋତାମରେ ନିର୍ମିତ ହୋଇଥିବା କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ…

ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି। ସେ ହେଉଛି ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଞ୍ଚଳର ଜିଜ୍ଞାସା ମହାନ୍ତି। ସାଧାରଣ ଜ୍ଞାନ ଦକ୍ଷତାରେ ବେଶ୍‌…

ଚାଷୀଙ୍କୁ ଦଳିଦେଲା ହାତୀ

ଭଞ୍ଜନଗର,୨୭।୧୨(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଗାଲେରୀ ରେଞ୍ଜରେ ହାତୀ ଆତଙ୍କ ଦେଖାଦେଇଛି। ରବିବାର ଅପରାହ୍ନ ପ୍ରାୟ ୨ଟାରେ ବଦାଙ୍ଗି ନୂଆପଲ୍ଲୀର ଚାଷୀ ଶୁକ୍ରିୟା ନାଇକ (୫୫)ଙ୍କୁ ହାତୀ ଦଳି ମାରିଦେଇଛି। ମୃତଦେହକୁ ହାତୀପଲ ଘେରି ରହିଛନ୍ତି। ସନ୍ଧ୍ୟାସୁଦ୍ଧା…

କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

ଦିଗପହଣ୍ଡି,୨୭ା୧୨(ଡି.ଏନ୍‌.ଏ.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଓ ଆନ୍ଦୋଳନରତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଗାନ୍ଧୀ ଛକଠାରେ ରବିବାର ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ…

ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ପରିସରରେ ଉଠାଯାଇଥିବା ଜଣାପଡୁଛି। ଶୁକ୍ରବାର ରାତିରେ…

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ

ହିଞ୍ଜିଳିକାଟୁ,୨୬ା୧୨: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ବିଜେଡି ପକ୍ଷରୁ ମିଳିତ ଭାବରେ ଶନିବାର ହିଞ୍ଜିଳିକାଟୁଠାରେ ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଦଳର ନେତା ଓ କର୍ମୀ ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ରାଲିରେ ବାହାରି ବିଜୁ…

ମଧ୍ୟାହ୍ନରେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌, ସିସିଟିଭିରେ ହେଲା କଏଦ

ହିଞ୍ଜିଳିକାଟୁ,୨୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଇଁଚବଣିଆ ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଶନିବାର ମଧ୍ୟାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ୩ ଭରି ଓଜନର ହାର ଲୁଟି ନେଇଛନ୍ତି। ଏଥିନେଇ ଲୁଟ୍‌ର ଶିକାର ହୋଇଥିବା ହିଞ୍ଜିଳିକାଟୁ ଶ୍ୟାମଳାଇ ନଗରର ବାସନ୍ତୀ…

ଦୁର୍ନୀତି ବଡ଼ ଶତ୍ରୁ: ଜିଲା ସଭାପତି

ଗୋପାଳପୁର, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ଜନତା ଦଳ (ବିଜେଡି)ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ କୋଠା ବାଡ଼ି ନିର୍ମାଣ ଶ୍ରମିକ ବୋର୍ଡର…

ଫାସିବନ୍ଧ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା

ଦିଗପହଣ୍ଡି,୨୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ରମେଶ ଗୌଡଙ୍କ ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ରମେଶଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା…

ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ ବହୁ ସନ୍ନ୍ୟାସୀଙ୍କ ଭିଡ଼ ଜମୁଥିଲା। ଶୂନ୍ୟବ୍ରହ୍ମଙ୍କ ଉପାସନା ଓ ଅଲେଖ ଧର୍ମର ପ୍ରଚାରପ୍ରସାର…

ପାରାଦୀପରେ ୧୦୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ବିଧାୟକ: ଯୁଦ୍ଧ ଜାହାଜରେ ବସି ସମୁଦ୍ରରେ ବୁଲିଲେ

ସୋରଡ଼ା,୨୨।୧୨(ଡି.ଏନ୍‌.ଏ.): ରାଜନୀତିରୁ କିଛି ସମୟ ବାହାରକରି ସମୁଦ୍ରର ନୀଳ ଜଳରାଶିରେ ବୁଲିଛନ୍ତି ମନ୍ତ୍ରୀ, ବିଧାୟକ । ମଙ୍ଗଳବାର ସକାଳେ ୧୦୦ ଜଣରୁ ଊର୍ଦ୍ଧ୍ୱ ବିଧାୟକ ଭୁବନେଶ୍ବରରୁ ୪ଟି ସ୍ବତନ୍ତ୍ର ବସ୍‌ ଯୋଗେ ପାରାଦ୍ବୀପ ଯାତ୍ରାକରି ସେଠାରେ ୯ଟା ସୁଦ୍ଧା ପହଞ୍ଚିଥିଲେ। ବାଚସ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?