ଛିଣ୍ଡିଯାଇଛି ସମ୍ପର୍କର ରିଲ୍
ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ ଜଣାଇ ଦିଆଯାଉଥିଲା ସରକାରୀ ଯୋଜନା। ଲୋକେ ବୁଝୁଥିଲେ। କାମରେ ବି ଲଗାଉଥିଲେ। ହେଲେ ଏବେ…
ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’
କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା): ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ କଥାଚିତ୍ର ‘ମାଟିର ମଣିଷ’ରେ ଖୋକାଭାଇ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା ଏହି ଅଭୁଲା…
କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର
ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ ପ୍ରବାସୀ କ୍ୱାରାଣ୍ଟାଇନ୍ ଅବଧି ପୂରଣ କରି ଘରକୁ ଫେରିଲେଣି। ପୂର୍ବରୁ ଜିଲାର ୮ ବ୍ଲକ…
କପିଳାସରେ ଜଳକଷ୍ଟ ସବୁଦିନିଆ
ଢେଙ୍କାନାଳ ଅଫିସ, ୨୪।୭ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଭାଗୀୟ ଅଧିକାରୀ ଏବଂ ଜିଲା ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏଠାରେ ଆରମ୍ଭ…
ରାମିଆଳରେ ଲୀନହେବ କପିଳେଶ୍ୱର
କାମାକ୍ଷାନଗର, ୨୩।୭ (ସୁଧୀର କୁମାର ପରିଡ଼ା): ଇତିହାସର ସାଉଁଟା କାହାଣୀ କୁହେ ଐତିହାସିକ କୀର୍ତ୍ତିରାଜି। ଏହାକୁ ସଂରକ୍ଷଣ କରି ପର୍ଯ୍ୟଟନର ବିକାଶ କଥା ଚିନ୍ତା କରୁଛନ୍ତି ସରକାର। ଏଥିଲାଗି ଅନେକ ଯୋଜନା। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଢେଙ୍କାନାଳ ଜିଲା…
ଠାରରେ ଖୋଜିଛନ୍ତି ଜୀବନ ଠିକଣା
ଭୁବନ, ୨୩।୭(ଡି.ଏନ.ଏ.) କାନକୁ ଶୁଭୁନି, ହେଲେ ଭିଡିଓ ଦେଖି ଅବିକଳ ନାଚିପାରନ୍ତି। ଜନ୍ମରୁ ପାଟି ଫିଟୁନି ତଥାପି ଥରେ ତୂଳି ଧରିଲେ କଥାକୁହେ ତାଙ୍କ ହାତ ତିଆରି ମୂର୍ତ୍ତି ଆଉ ଚିତ୍ରକଳା। ସଂଘର୍ଷ ନ କଲେ ଜିଇବା ହୋଇଯିବ ମୁସ୍କିଲ। ଏକଥାକୁ…
ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା
ଢେଙ୍କାନାଳ ଅଫିସ, ୨୨।୭ ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଚିଠି ନଂ.ଏଫ୍. ୨୨-୧/୨୦୧୭ ଏସ୍ସିରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ…
୭ ମହଲାକୁ ଷ୍ଟ୍ରେଚର ସାହା
ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର ଗୃହ। କିନ୍ତୁ ଚିକିତ୍ସାଳୟର ମୋଟ୍ ୪ଟି ଲିଫ୍ଟ ମଧ୍ୟରୁ ୩ଟି ଅଚଳ ହୋଇପଡ଼ିଛି। ସପ୍ତାହେ…
ଚଞ୍ଚକତା କରି ୮୮ଲକ୍ଷ ଟଙ୍କା ହଡ଼ପ: ବନ୍ଧା ହେଲେ ଏନ୍ଜିଓ ନିର୍ଦ୍ଦେଶକ, କୋଷାଧ୍ୟକ୍ଷ
ଢେଙ୍କାନାଳ ଅଫିସ, ୧୯।୭-ଚଞ୍ଚକତା କରି ୮୮ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲା ସଦର ଥାନା ମୂଳିସିଂହସ୍ଥିତ ସ୍ବେଚ୍ଛାସେବୀ ସଂସ୍ଥା ‘ଜନଜାଗରଣ କେନ୍ଦ୍ର’ର ନିର୍ଦ୍ଦେଶକ ରତିକାନ୍ତ ନାୟକ ଏବଂ କୋରିଅଁା ଅଞ୍ଚଳର କୋଷାଧ୍ୟକ୍ଷ ଉପେନ୍ଦ୍ର ନାୟକଙ୍କୁ ରବିବାର ଟାଉନ…
ହାତୀପଲ ଖାଇଗଲେ ରାଶନ
ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ ଉତ୍ପାତ ଏବଂ ଗର୍ଜନରେ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଥିଲେ। ହାତୀପଲ ରାଣୀବଣିଆ ଅଞ୍ଚଳର ମିଥୁନ ବେହେରାଙ୍କ…
ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍: କ୍ୱାରାଣ୍ଟାଇନ୍ରେ ରହିଲେ ୬୦
ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ ରବିବାର ସହରରେ ଥିବା ୮ ନର୍ସିଂହୋମ୍, କ୍ଲିନିକ ଏବଂ ଔଷଧ ଦୋକାନକୁ ସିଲ୍ କରାଯାଇଛି।…
ନୀରୋଗ ଜୀବନର ସୂତ୍ର ‘ଗୋମୂତ୍ର’
ବନ୍ତଳା, ୧୯ା୭ (ଦିନେଶ ଦେହୁରୀ): ସାଧାରଣତଃ କ୍ଷୀର ପାଇଁ ଅନେକେ ଗୋପାଳନ କରୁଛନ୍ତି। ସେମାନେ ଜାଣିନାହାନ୍ତି ଗୋ ସମ୍ପଦର ଅଧିକ ବ୍ୟବହାର କି ଉପକାର। ସେଥିପାଇଁ ଗୋମୂତ୍ର ଓ ଗୋବରକୁ ବର୍ଜ୍ୟ ଦୃଷ୍ଟିରେ ଦେଖାଯାଉଛି। କିନ୍ତୁ ଏହି ବର୍ଜ୍ୟ ଯେ ନୀରୋଗ ଜୀବନର…
Archives


