କଟକ

ବ୍ୟାପୁଛି ଜଣ୍ଡିସ୍‌: ୨ ଦିନରେ ୧୧ ଚିହ୍ନଟ

କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି। ଗତ ୨ ଦିନରେ ୪୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୧୧ ଜଣ ଜଣ୍ଡିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ସଂକ୍ରମିତଙ୍କ…

ଭାଜପାରେ ଟିକେଟ୍‌ କନ୍ଦଳ, ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ

କଟକ,୮।୪:(ଶିଳ୍ପା ପ୍ରିୟଦର୍ଶିନୀ)/ମଙ୍ଗୁଳି-ଜଗତପୁର,(ମାନସ ସାମଲ):ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଶତାଧିକ ଭାଜପା କର୍ମୀ ରବିବାର ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁ, ଶାଳଗଁା ସରପଞ୍ଚ ପବିତ୍ର ଉପଧ୍ୟାୟଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଚୌଦ୍ୱାର-କଟକ…

ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

କଟକ,୭ା୪(କାର୍ତ୍ତିକ ସାହୁ): ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ…

ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି

କଟକ,୭ା୪(କାର୍ତ୍ତିକ ସାହୁ): କଟକ ତୁଳସୀପୁର ନିକଟ ମହାନଦୀରେ ରବିବାର ଜଣେ ୨୨ ବର୍ଷୀୟ ଯୁବକ ବୁଡ଼ି ଯାଇଛନ୍ତି। ସେ ତାଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ବୁଡ଼ି ଯାଇଥିବା ଜଣାପଡ଼ିଛି। ନିଖୋଜ ଥିବା ଯୁବକ ଜଣକ ସିଡିଏ ଅଞ୍ଚଳର। ଖବର ପାଇ ବିଡ଼ାନାସୀ…

ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ

କଟକ,୭ା୪(କାର୍ତ୍ତିକ ସାହୁ)କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲକୁ ୨ ବର୍ଷ ପୂରଣ ହୋଇଛି। ୨୦୨୨ ଏପ୍ରିଲ ୭ ତାରିଖରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିଲେ। ଏହି ୨ ବର୍ଷ ମଧ୍ୟରେ ସହରର ବିକାଶ ନିମନ୍ତେ…

ପାଣି ପାଇଁ ରୋଗୀ ହନ୍ତସନ୍ତ

କଟକ,୭ା୪(ଶିଳ୍ପା ପ୍ରିୟଦର୍ଶିନୀ)ରାଜ୍ୟ ସମେତ କଟକ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟର ସର୍ବବୃହତ ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ…

ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍‌ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର…

ବଦଳିଲା ସ୍କୁଲ ସମୟ

କଟକ,୬ା୪(କାର୍ତ୍ତିକ ସାହୁ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୮ ତାରିଖ ସୋମବାରଠାରୁ ଜିଲାରେ ବିଦ୍ୟାଳୟ ସମୟସୂଚୀକୁ ପରିବର୍ତ୍ତନ କରାଯାଇଛି। ୧ମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସକାଳ ୬.୩୦ରୁ ପାଠପଢ଼ା ଆରମ୍ଭ ହୋଇ ପୂର୍ବାହ୍ନ…

ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ।…

ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍‌

କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ…

ପ୍ରକାଶ ଆର୍‌ କଟକର ନୂଆ ଡିସିପି

ଭୁବନେଶ୍ୱର,୫।୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଲାଗି ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରହିବା ଲାଗି ବଦଳି ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ଆଶୀଷ କୁମାର ସିଂଙ୍କ…

ଅରିନ୍ଦମ ହେଲେ କଟକ ଜିଲାପାଳ, ଜଗତସିଂହପୁର ପାଇଁ…

କଟକ/ଜଗତସିଂହପୁର,୫ା୪: ଶୁକ୍ରବାର କଟକର ନୂଆ ଜିଲାପାଳ ନିଯୁକ୍ତ ହୋଇଛନ୍ତି। ଆଏଏସ୍‌ ଅରିନ୍ଦମ ଡାକୁଆ କଟକର ନୂଆ ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର ପାଇଁ ମଧ୍ୟ ନୂଆ ଜିଲାପାଳ ଭାବେ ଆଇଏସ୍‌ ଅନୁପମ ଶାହା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?