ଆଜି ଏସ୍ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ
କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍ସିବି)। ଦୀର୍ଘ ୧୪ ବର୍ଷ ଅପେକ୍ଷାର ଅନ୍ତ ହେବ। ପ୍ରଥମଥର ପାଇଁ ବୁଧବାର ଏସ୍ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ…
ଏଭଳି ନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭ: ଦେବାଶିଷ
କଟକ,୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନେତାଙ୍କ ଦଳଡିଅଁା ପର୍ବ ଜାରି ରହିଛି। ଏଥିରୁ ବାଦ୍ ପଡିନାହାନ୍ତି କେନ୍ଦ୍ରାପଡା ଏମ୍ପି ଅନୁଭବ ମହାନ୍ତି। ଦୁଇଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ହେଲେ କେଉଁ କାରଣ ପାଇଁ ଦଳ…
‘ଆଜିର ସମୟରେ ପତ୍ରିକାକୁ ଦୀର୍ଘଦିନ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ’
କଟକ,୧ା୪: ଧର୍ମ, ତତ୍ତ୍ୱ, ଜ୍ଞାନ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଏପ୍ରିଲ ସଂଖ୍ୟା ଏକକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ମଧୁପାଟଣା ଶ୍ରୀରାମ ନଗରରେ ଥିବା ରେକୀ ମିଶନ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ…
ବିଦ୍ୟୁତ୍ ଆଘାତରେ ଚାଲିଗଲା ପୁଅର ଜୀବନ, ଦୁଃଖ ସତ୍ତ୍ୱେ ଏମିତି ନିଷ୍ପତ୍ତି ନେଇ ଉଦାହରଣ ସାଜିଲେ ମା’-ବାପା
କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ…
ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି, ନିର୍ବାଚନୀ ହିଂସା ଉପରେ ରହିବ କଡ଼ା ନଜର
କଟକ,୩୦ା୩(କାର୍ତ୍ତିକ ସାହୁ): ଆଗାମୀ ମେ’ ଓ ଜୁନ୍ ମାସରେ ଚାରୋଟି ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି ଚାଲିଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ…
ଏପ୍ରିଲ ୮ରୁ ସକାଳୁଆ କୋର୍ଟ
କଟକ,୩୦ା୩(କାର୍ତ୍ତିକ ସାହୁ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ପକ୍ଷରୁ ସକାଳୁଆ ଅଦାଲତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ଜିଲା ଓ ନିମ୍ନ ଅଦାଲତଗୁଡ଼ିକ ଏପ୍ରିଲ ୮ରୁ ସକାଳୁଆ କାର୍ଯ୍ୟ କରିବ। ସେହିଦିନଠାରୁ ପୂର୍ବାହ୍ନ ୭ଟାରୁ…
କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଭର୍ତ୍ତୃହରି
କଟକ,୩୦ା୩: ଶନିବାର ଭାଜପା ୩ ଏମ୍ପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ଏମ୍ପି ଭର୍ତ୍ତୃହରି ମହତାବ କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ…
ଓଡ଼ିଶା ପାଇଁ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା
ଭୁବନେଶ୍ୱର,୩୦ା୩: ଓଡ଼ିଶା ପାଇଁ ବାକି ଥିବା ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)। କଟକ ପାଇଁ ଭର୍ତ୍ତୃହରି ମହତାବଙ୍କୁ ଦଳ ପ୍ରାର୍ଥୀ କରିଛି। ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଉପରେ ଦଳ ଭରସା କରିଛି।…
ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍
କଟକ,୩୦ା୩(କାର୍ତ୍ତିକ ସାହୁ): ୨୦୨୨ ବ୍ୟାଚ୍ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂଆ ସିଭିଲ୍ ଜଜ୍(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର…
ଆପଣଙ୍କୁ ବାପା ସମାନ ମାନୁଥିଲି.., ଗତ ୪ ବର୍ଷ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଛି
ଭୁବନେଶ୍ୱର,୩୦ା୩: ଶନିବାର ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି। ଅନେକ ଦିନରୁ ଏହି ଆଲୋଚନା ହେଉଥିଲା ବେଳେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫା ଦେଇଛନ୍ତି।…
ବିଜେଡି ଛାଡ଼ିବା ପରେ ବି ସୋସିଆଲ ମିଡିଆ କଭରପେଜ୍ରୁ ନବୀନଙ୍କ ଫଟୋ ହଟାଇନାହାନ୍ତି ଅନୁଭବ
କଟକ,୩୦ା୩: ଶନିବାର ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶେଷ କଥା ହେଲା ବିଜେଡିରୁ ଇସ୍ତଫା ଦେବା ପରେ ବି…
ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…
କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍ ଶନିବାର…

