କଟକ

ଅଟକାଇ ନିର୍ଧୂମ ପିଟିଲେ, ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ ପୋଲିସ

କଟକ,୧୯।୧୨: ପୋଲିସ ବାବୁଙ୍କ ଦବଙ୍ଗଗିରି। ଯୁବକଙ୍କୁ ଅଟକାଇ ନିର୍ଧୂମ ପିଟିଲେ। ପରେ ଗୋଇଠା ମାରି ରାସ୍ତାଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ। ପୋଲିସ ଗୋଡ଼ ଦେଇ ଚଢ଼ିବା ସମୟର ଫଟୋ ସୋସିଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା…

ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ 

କଟକ,୧୭।୧୨: ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ। ତାଙ୍କ ଘର ରାଜେନ୍ଦ୍ରନଗରରେ। ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ…

ଠିଆ ହୋଇ ଚା’ ପିଉଥିଲେ ଲୋକେ, ଦୋକାନ ଉପରକୁ ମାଡ଼ିଗଲା ଟ୍ରାକ୍ଟର

କଟକ,୧୭।୧୨: କଟକ ସେଲଟର ଛକରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରେ ଟ୍ରାକ୍ଟର ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, କଟକ ସେଲଟର ଛକରେ ଥିବା ଏକ ଚା’ ଦୋକାନରେ ସକାଳୁ ସକାଳୁ ଲୋକ ଠିଆ…

ହାବିଲଦାର, କନଷ୍ଟେବଲ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୭ା୧୨(କାର୍ତ୍ତିକ ସାହୁ):ଓଡ଼ିଶା ପୋଲିସ ହାବିଲଦାର, କନଷ୍ଟେବଲ୍‌ ଓ ସିପାହୀ ସଂଘର ୪୫ତମ ବାର୍ଷିକ ଉତ୍ସବ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ହାବିଲ୍‌ଦାର,…

ଦେବାଶିଷଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

କଟକ, ୧୬ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ ନାହୁଁ ବୋଲି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି। ଦୁଇ ଜଣ ରାଜ୍ୟ…

୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ଏୟାର ଇଣ୍ଡିଆ ପ୍ରଦାନ କରିବ। ଉପଯୁକ୍ତ…

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭)…

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ୱରେ…

ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର

ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ନିଜଆଡୁ ମାମଲା ସହ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ପୋଲିସ ଅଟକ ରଖିଛି। ସୂଚନାଯୋଗ୍ୟ, କଟକ ଜିଲା ସାଲେପୁରର…

ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ

ଖୁଣ୍ଟୁଣୀ, ୧୫ ।୧୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତର ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯିବାବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ୁ ଅତିରିକ୍ତ ଏସ୍‌ପି…

ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଜଳିଗଲା ମୋ ବସ

କଟକ,୧୪ା୧୨ (କାର୍ତ୍ତିକ ସାହୁ): କଟକ ମଧୁପାଟଣା ଛକ ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏକ ମୋ ବସରେ ନିଆଁ ଲାଗି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ…

ନଦୀପଠାରୁ ମହିଳାଙ୍କ କଟା ମୃତଦେହ ଜବତ ଘଟଣା: ଟାଟୁରୁ ପରିଚୟ ଖୋଜୁଛି…

କଟକ,୧୪।୧୨: ନଦୀପଠାରୁ ମହିଳାଙ୍କ କଟା ମୃତଦେହ ଜବତ ଘଟଣାରେ ମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପି। ମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ହୋଇଯାଇଛି। ଆଖପାଖ ଥାନାକୁ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ମଗାଯାଇଛି। ମହିଳାଙ୍କ ହାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?