‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’
ମଙ୍ଗୁଳି-ଜଗତପୁର,୪ା୪(ମାନସ ସାମଲ): କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ହାରିଥିବା ନୟନ କିଶୋର ମହାନ୍ତିଙ୍କୁ ଚଳିତବର୍ଷ ଷଷ୍ଠ ଥର ପାଇଁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଏଭଳି ନିଷ୍ପତ୍ତିକୁ ସ୍ଥଗିତ ରଖି ଏହାର ପୁନଃ ବିଚାର କରାଯିବା ପାଇଁ ଜଗତ୍ପୁରସ୍ଥିତ କୃଷ୍ଣେଶ୍ୱର…
ବୁଥ୍କୁ ଯିବା ରାସ୍ତା ଶୋଚନୀୟ
ସାଲେପୁର,୪।୪ (ଅରବିନ୍ଦ ଭୂୟଁା)ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ସାଲେପୁର ବ୍ଲକ୍ର ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍ ନଂ. ୨୨୩ରେ ବଲ୍ଲଭପୁର, ନଈଗୁଅଁା ଓ ବାଲିଆ ରାଜସ୍ବ ଗ୍ରାମର ପ୍ରାୟ ୧୨ଶହରୁ…
କନ୍ଦରପୁର କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
କଟକ,୩ା୪ (କାର୍ତ୍ତିକ ସାହୁ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଅର୍ଜୁନ ଜେନା(୪୩)ଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କାର…
ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ହାଇଓ୍ବା, ୭ ବାଇକ୍ ଚୁରମାର୍ ; ମାଲିକ ଗୁରୁତର
ତିଗିରିଆ, ୩।୪(ଜାଫର ଖାଁ ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସ୍ଥିତ ମଙ୍ଗଳାବଜାରରେ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଆଠଗଡ ପଟୁ ବଡମ୍ବା ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ୩ ଦୋକାନ ଭାଙ୍ଗିବା…
ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା
ତିଗିରିଆ, ୩।୪(ଜାଫର ଖାଁ ): ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମର ବସନ୍ତ ଦେହୁରୀ(୬୨)। ସୂଚନାନୁଯାୟୀ, ବସନ୍ତ କାଳୀଚିଆବଲ୍ଲଭ ଜଙ୍ଗଲ ସଂଲଗ୍ନ…
ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍
କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ…
ଝୁଲିରହିଛି ବାରବାଟୀ-କଟକ, ସାଲେପୁର
କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ମଙ୍ଗଳବାର ଘୋଷଣା କରିଛି। ଏଥିମଧ୍ୟରୁ କଟକ ଜିଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ତଥା ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡରୁ…
୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ
କଟକ,୩ା୪(କାର୍ତ୍ତିକ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନ ୧୦ ବର୍ଷ ନଷ୍ଟ ହୋଇଛି। ଏନେଇ ହାଇକୋର୍ଟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍. କେ. ପାଣିଗ୍ରାହୀ ସମ୍ପୃକ୍ତ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି…
ଆଜି ଏସ୍ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ
କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍ସିବି)। ଦୀର୍ଘ ୧୪ ବର୍ଷ ଅପେକ୍ଷାର ଅନ୍ତ ହେବ। ପ୍ରଥମଥର ପାଇଁ ବୁଧବାର ଏସ୍ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ…
ଏଭଳି ନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭ: ଦେବାଶିଷ
କଟକ,୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନେତାଙ୍କ ଦଳଡିଅଁା ପର୍ବ ଜାରି ରହିଛି। ଏଥିରୁ ବାଦ୍ ପଡିନାହାନ୍ତି କେନ୍ଦ୍ରାପଡା ଏମ୍ପି ଅନୁଭବ ମହାନ୍ତି। ଦୁଇଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ହେଲେ କେଉଁ କାରଣ ପାଇଁ ଦଳ…
‘ଆଜିର ସମୟରେ ପତ୍ରିକାକୁ ଦୀର୍ଘଦିନ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ’
କଟକ,୧ା୪: ଧର୍ମ, ତତ୍ତ୍ୱ, ଜ୍ଞାନ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଏପ୍ରିଲ ସଂଖ୍ୟା ଏକକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ମଧୁପାଟଣା ଶ୍ରୀରାମ ନଗରରେ ଥିବା ରେକୀ ମିଶନ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ…
ବିଦ୍ୟୁତ୍ ଆଘାତରେ ଚାଲିଗଲା ପୁଅର ଜୀବନ, ଦୁଃଖ ସତ୍ତ୍ୱେ ଏମିତି ନିଷ୍ପତ୍ତି ନେଇ ଉଦାହରଣ ସାଜିଲେ ମା’-ବାପା
କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ…
Archives


