ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ…
କଟକ,୪।୧୨: ଜଗତପୁର ଥାନା ଅନ୍ତର୍ଗତ ଅତୋ ଗାଁରେ ମା’ ଶିଶୁକନ୍ୟା ଓ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଶିଶୁ କନ୍ୟା ପରେ ହସ୍ପିଟାଲରେ ମା’ଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଥିବା…
ଚଢ଼ାଦରରେ ଆଳୁ ବିକ୍ରି ନେଇ କଟକ, ଭୁବନେଶ୍ୱରେ ଚଢ଼ାଉ
ଭୁବନେଶ୍ୱର,୨।୧୨: କଟକ ଛତ୍ରବଜାରରେ ଚଢାଉ ସୋମବାର ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାର ରହିଛି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ମଧ୍ୟ ଆଳୁ ଦର କାହିଁକି କମିନାହିଁ ସେ ନେଇ ଚଢାଉ ହୋଇଛି। ଚଢ଼ାଦରରେ ବିକ୍ରିକୁ ନେଇ…
ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁପତି ମହାନ୍ତି, କହିଲେ ବିଜେଡିରେ ମୋର…
ବଡ଼ମ୍ବା,୧ା୧୨: ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏବେ କଟକ ଜିଲା ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି। ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…
ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଶ୍ୱଶୁର, ଚାଲିଗଲା ବୋହୂଙ୍କ ଜୀବନ, ଆଇସିୟୁରେ ପୁଅ
ବାରଙ୍ଗ,୧ା୧୨(ଲିଙ୍ଗରାଜ ରାଉତ): ଶନିବାର ରାତିରେ ବାରଙ୍ଗ ଥାନା ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅ-ବୋହୂଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ(୩୭)ଙ୍କର ମୃତ୍ୟୁ ଘଟିଛି। ପୁଅ ଦୀନବନ୍ଧୁ ରାଉତ(୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ…
ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା
ବାରଙ୍ଗ,୩୦।୧୧: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ବାପା ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି। ତେବେ…
ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’
କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜିଲାପାଳ ଓ କଟକ…
ଓଡ଼ିଶାର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର କରିବାକୁ ସୁପାରିଶ କଲେ ହାଇକୋର୍ଟ
କଟକ,୨୮।୧୧: ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି ବ୍ୟବସ୍ଥାର ସଫଳତାକୁ ଦୃଷ୍ଟିରେ ରଖି କୋର୍ଟ ଏହି ସୁପାରିଶ କରିଛନ୍ତି। ଓଡ଼ିଶା ମଧ୍ୟରେ ଏଭଳି…
କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ
କଟକ,୨୬।୧୧: କ୍ୟାନ୍ସର ହେଲ୍ପିଂ ଓ୍ବିଙ୍ଗସ ଓଡିଶା ତରଫରୁ କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସବୁବେଳେ କର୍କଟ ରୋଗୀଙ୍କୁ ସ୍ବେଚ୍ଛାକୃତ ଭାବେ ସହଯୋଗ କରି ଆସୁଥିବା ଏହି ସ୍ବେଛାସେବୀ ଅନୁଷ୍ଠାନ କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚି…
ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ…
ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ
କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ନାବାଳିକାଙ୍କ ବୟାନ ଆଧାରରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମଧୁପାଟଣା ପୋଲିସ…
ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ
କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୁରେଶ ୱାଡେକର ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ବିଭିନ୍ନ ଗୀତର…
ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ
କଟକ,୨୨ା୧୧ (କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ବରଖାସ୍ତ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଗୁରୁବାର ହୋଇଛି। ବିଚାରପତି ଏସ୍.କେ. ପାଣିଗ୍ରାହୀ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ…

