କଟକ

୨୦୧୮ ଜୁନ୍‌ରୁ ମହଙ୍ଗା ଭତ୍ତା ସହ ମିଳିବ ବର୍ଦ୍ଧିତ ପ୍ରାପ୍ୟ

କଟକ ଅଫିସ,୧୮ା୩: ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍‌ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮…

ଜୁନ୍‌ ୨୫ ସୁଦ୍ଧା ରତ୍ନଭଣ୍ଡାର ସ୍ଥିତି ସତ୍ୟପାଠ ଦାଖଲ ହେବ

କଟକ ଅଫିସ,୧୭ା୩: ହାଇକୋର୍ଟରେ ଗୁରୁବାର ପୁରୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ କାର୍ଯ୍ୟ ଚାଲିଥିବା ତଥ୍ୟ ଉପସ୍ଥାପନ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଗତ ୧୪ରୁ ଆରମ୍ଭ ହୋଇଥିବା ମନ୍ଦିର…

ବିଜ୍ଞାନ ପରୀକ୍ଷାରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ

କଟକ ଅଫିସ,୧୭ା୩:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ଗୁରୁବାର ଛାତ୍ରୀଛାତ୍ର ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ତେବେ ଏହି ପରୀକ୍ଷାରେ ରାଜ୍ୟରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ଜଣାପଡିଛି। ସେଥିମଧ୍ୟରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ…

ଉଦ୍‌ଘାଟନର ୮ଦିନରେ ଭାଙ୍ଗିପଡ଼ିଲା ଡ୍ରେନ

ଚୌଦ୍ୱାର/ମଙ୍ଗୁଳି-ଜଗତ୍‌ପୁର (ଡି.ଏନ୍‌.ଏ.)୧୭।୩: ଚୌଦ୍ୱାର ପୌରପାଳିକା ଅଧୀନ ୧୯ନମ୍ବର ୱାର୍ଡ ହାଉସିଂ ବୋର୍ଡ କଲୋନୀରେ ଗତ ୮ଦିନ ତଳେ ଉଦ୍‌ଘାଟିତ ହୋଇଥିବା ଏକ ଡ୍ରେନ୍‌ ଏବଂ ଏଥିରେ ପକାଯାଇଥିବା ସ୍ଲାବ ଭାଙ୍ଗି ଯାଇଛି। ଫଳରେ ଗୁରୁବାର ସକାଳେ ସେହି ଡ୍ରେନ୍‌ ଦେଇ ଯାଉଥିବା…

୭୦% ସିଟ୍‌ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷଣ

କଟକ ଅଫିସ, ୧୬ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ(ଏମ୍‌ଏଲ୍‌ୟୁ)ରେ ଅଧ୍ୟୟନ ନିମନ୍ତେ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ପାଇଁ ୭୦% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ସୁବିଧା ମିଳିବ। ବାହାର…

ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା: ବଦଳିଲା ପ୍ରଶ୍ନପତ୍ର ପହଞ୍ଚିବା ସମୟ

କଟକ ଅଫିସ, ୧୫ା୩: ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବା ସମୟ ପରିବର୍ତ୍ତନ ହୋଇଛି। ବାକିଥିବା ୩ଟି ପରୀକ୍ଷା ପାଇଁ ଏହା ଲାଗୁ କରାଯିବ। ନୋଡାଲ ସେଣ୍ଟରରୁ ସକାଳ ସାଢେ ୬ଟା ପରେ ପ୍ରଶ୍ନପତ୍ର…

ଗୁଣାଦେଳରେ ପୁଣି ଅଜଣା ଜନ୍ତୁ ଆତଙ୍କ

କଣ୍ଟାପଡା,୧୫।୩ (ଡି.ଏନ୍‌.ଏ.): ଗତ ୪ଦିନର ବ୍ୟବଧାନ ପରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ପଞ୍ଚାୟତସ୍ଥିତ ଗୁଣାଦେଳ ଗ୍ରାମ ଠାକୁରା ପୋଖରୀ ସାହିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୨ଜଣ ଚାଷୀଙ୍କର ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତ ୯ତାରିଖ ରାତିରେ ଗ୍ରାମର…

ତୃତୀୟ ଭାଷାରେ ୧୭,୪୦୦ ଅନୁପସ୍ଥିତ

କଟକ ଅଫିସ, ୧୫ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ମଙ୍ଗଳବାର ତୃତୀୟ ଦିନରେ ତୃତୀୟ ଭାଷା ବିଷୟରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି। ତେବେ ତୃତୀୟ ଭାଷା ବିଷୟରେ ରାଜ୍ୟରେ ମୋଟ ୫…

‘ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ’

କଟକ ଅଫିସ,୧୪।୩: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଥମିବାର ନା ନେଉନି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ ମଧ୍ୟ ସୋସିଆଲ ମିଡିଆରେ ବିବାଦର ଅନ୍ତ ହେଉନି। ନିକଟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ…

ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୪ା୩:ହାତୀ ଆକ୍ରମଣଜନିତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ହାଇକୋର୍ଟ ଜଙ୍ଗଲ ବିଭାଗକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟ ବନ ସଂରକ୍ଷକ ମନୋଜ ନାୟାର ହାତୀ ମଣିଷକୁ ମାରିଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ରାଶି ବାବଦରେ…

୧୭୭୦୩ ପରୀକ୍ଷାର୍ଥୀ ଅନୁପସ୍ଥିତ

କଟକ ଅଫିସ,୧୪ା୩: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମେଟିଭ-୨ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ଫର୍ମପୂରଣ କରିବା ସହ ଆଡମିଟ୍‌ କାର୍ଡ ପାଇଛନ୍ତି। ମାତ୍ର ହଜାର ହଜାର ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିନାହାନ୍ତି। ରାଜ୍ୟର ୧୯…

ପରିତ୍ୟକ୍ତ କୂଅରୁ ଆଇନଜୀବୀଙ୍କ ମୃତଦେହ ମିଳିଲା

କଟକ ଅଫିସ,୧୪ା୩:କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ବିଡ଼ାନାସୀ ନୂଆସାହିର ଏକ ପରିତ୍ୟକ୍ତ କୂଅରୁ ସୋମବାର ଜଣେ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପୁରୀଘାଟ ଥାନା ଅଧୀନ ତେଲେଙ୍ଗାବଜାର ଅଞ୍ଚଳର ଶଶୀଭୂଷଣ ଚୌଧୁରୀଙ୍କ ପୁଅ ଆର୍ଯ୍ୟଭୂଷଣ ଚୌଧୁରୀ (୪୮)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?