ଭଦ୍ରକ

ଜଳାଭିଷେକ କଲେ ୧୫ ହଜାର କାଉଡ଼ିଆ ଆଖଣ୍ଡଳମଣି ପୀଠ

ଆରଡ଼ି, ୩୧।୭ (ଦୀପ୍ତି ରଞ୍ଜନ ନାୟକ): ଶ୍ରାବଣ ମାସର ୩ୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। କାଉଡ଼ିଆମାନେ ବୈତରଣୀ, ସାଳନ୍ଦୀ, ଖରସ୍ରୋତା, ବ୍ରାହ୍ମଣୀ, କୋଚିଳା, ଗେଙ୍ଗୁଟି ନଦୀରୁ ଜଳ ଆଣି ବାବା…

ବଜ୍ରପାତରେ ମହିଳା ମୃତ

ତିହିଡ଼ିି,୩୧ା୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କଁାପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମର ଜଣେ ମହିଳାଙ୍କ ସୋମବାର ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗ୍ରାମର ମଧୁସୂଦନ ମଳିକଙ୍କ ସ୍ତ୍ରୀ ଜେମାମଣି(୬୦)। ସେ ବିଲରେ କାମ କରୁଥିବା…

ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍‌: ଧାରଣାରେ ବସିଲେ ପରୀକ୍ଷାର୍ଥୀ

ଭଦ୍ରକ,୩୦ା୭(ସନାତନ ରାଉତ): ଭଦ୍ରକ କଲେଜରେ ରବିବାର ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପରୀକ୍ଷା ଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ହୋ-ହଲ୍ଲା କରିବା ସହ ଧାରଣାରେ ବସିଛନ୍ତି l ସେମାନଙ୍କୁ ଗେଟ୍‌ରେ ତାଲା ପକାଇ ରଖାଯାଇଥିବା…

ମଣିପୁର ହିଂସା ବିରୋଧରେ ମହିଳା କଂଗ୍ରେସର ବିକ୍ଷୋଭ

ଭଦ୍ରକ,୨୮।୭(ସନାତନ ରାଉତ): ମଣିପୁରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ହିଂସା ଓ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ କରାଇବା ଘଟଣାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି…

ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ…

ମୃତ୍ୟୁ ପୂର୍ବରୁ ସହାୟତା ପାଇଁ ଲେଖିଥିଲେ ଚିଠି

ଭଦ୍ରକ,୨୭।୭(ସନାତନ ରାଉତ)ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାର ବୁଧବାର ଭଦ୍ରକ ଜିଲା ଜଜ୍‌ କୋର୍ଟରେ ଚତୁର୍ଥ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ ଓରଫ ସୋନି କୋର୍ଟରେ ହାଜର ହୋଇ ଚାଞ୍ଚଲ୍ୟକର ବୟାନ…

ଥଇଥାନ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଦୁଇ ପରିବାର

ଭଦ୍ରକ,୨୬ା୭(ସନାତନ ରାଉତ): ଭଦ୍ରକ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ଥଇଥାନ ଦାବିରେ ୨ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି। ଚାନ୍ଦବାଲି ତହସିଲ ଦୋଷୀଙ୍ଗା ମୌଜା ପ୍ରଦ୍ୟୁତନଗରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଶୁଭେନ୍ଦୁ ଦଳେଇ ଓ ସୁଶାନ୍ତ ଦଳେଇ ଦୁଇ ପରିବାରକୁ…

ମାସେ ପରେ ଅବସର ନେଇଥାନ୍ତେ, ନିଲମ୍ବନ ହେଲେ

ବାସୁଦେବପୁର, ୨୬।୭ (ନାରାୟଣ ପ୍ରସାଦ ବାରିକ): ମାସେ ପରେ ଅବସର ନେଇଥାନ୍ତେ ଶିକ୍ଷକ। କିନ୍ତୁ ଏହା ପୂର୍ବରୁ ଚାକିରି ପାଇଁ ଦେଇଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ ବୀଣାପଦାସ୍ଥିତ…

କାଉଡ଼ିଆଙ୍କ ପାଦ ଧୋଇଲେ ବିଧାୟକ

ଧାମନଗର, ୨୪।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଛୁଟି ଆସୁଛନ୍ତି। ଏଥିପାଇଁ ରବିବାର ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ସହ କୋଠାର-ଧାମନଗର ସଡ଼କ ଚଳଚଞ୍ଚଳ ହୋଇଉଠିଥିଲା। ବୋଲ୍‌ବମ୍‌ ଧ୍ୱନି ନିଆରା…

ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଧାରଣା

ଚାନ୍ଦବାଲି,୨୪।୭ (କିଶାନ ପାତ୍ର)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉକ୍ତ ଗାଁର ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷେ ପରେ ମଧ୍ୟ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ନ ମିଳବାରୁ ସୋମବାର ତାଙ୍କ ପରିବାର…

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…

ଫେରାର ମ୍ୟାନେଜର ପୁରୀରୁ ଗିରଫ

ବାସୁଦେବପୁର,୨୨।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁରରେ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜର କମ୍ପାନୀର ପ୍ରାୟ ୫.୨୪ ଲକ୍ଷ ଟଙ୍କା ନେଇ ଗତ ଜୁନ୍‌ ୧୪ରୁ ଫେରାର ଥିଲେ। ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?