ଭଦ୍ରକ

୭ଦିନ ପାଇଁ ସିଲ୍‌ ହେଲା ୭ଦୋକାନ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍‌ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା ଦେଶୀ ମଦ ଦୋକାନ ଓ ବିଦେଶୀ ମଦ ଦୋକାନ, ୨ଟି ଲୁଗା ଦୋକାନ, ଗୋପାଳପୁରର…

ଟିକା ନ ନେଇ ବି ମିଳିଛି ପ୍ରମାଣପତ୍ର

ବନ୍ତ,୨୦।୫ (ଡି.ଏନ.ଏ.)- କୋଭିଡ୍‌ ଟିକା ନ ନେଇ ବି ଦମ୍ପତି ପାଇଛନ୍ତି ପ୍ରମାଣପତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଗ୍ରାମରେ। ପ୍ରମାଣପତ୍ର ପାଇଥିବା ଦମ୍ପତି ହେଲେ ଗ୍ରାମର ଭରତ ପାଣି(୬୪) ଓ ତାଙ୍କ ସ୍ତ୍ରୀ ରମାମଣି ପାଣି(୬୨)।…

ପାଚେରି ଡେଇଁ ୪ ପ୍ରବାସୀ ମାରିଲେ ଚମ୍ପଟ

ପଦ୍ମପୁର,୧୯।୫:(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଳକର ଲକ୍ଷ୍ମୀ ଦାସପୁର ସଂଗରୋଧ କେନ୍ଦ୍ରର ପ୍ରବାସୀ ରହୁଥିଲେ। ତେବେ ପାଚେରି ଡେଇଁ ୪ ଜଣ ଆନ୍ଧ୍ର ଫେରନ୍ତା ଚମ୍ପଟ ମାରିଛନ୍ତି। ଗତ ୧୫ ତାରିଖ ପଢୁଆ ଗ୍ରାମର୪ ଜଣ ଉକ୍ତ କେନ୍ଦ୍ରରେ ରହୁଥିଲେ। ଏ…

ପକ୍ଷୀଙ୍କ ସେବାରେ ଜ୍ୟୋତି

ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼ କରିପାରୁଛି। କିନ୍ତୁ ପ୍ରାଣୀ, ପକ୍ଷୀ ଆଦି ସେମାନଙ୍କ ଲାଗି କେଉଁଠୁ ପାଣି କିମ୍ବା…

ଅର୍ଥନୀତିଜ୍ଞ ସନାତନ ମହାନ୍ତିଙ୍କ ପରଲୋକ

ଭଦ୍ରକ ଅଫିସ,୧୬।୫: ଭଦ୍ରକର ସାରସ୍ବତ ସାଧକ, ଅର୍ଥନୀତିଜ୍ଞ ପ୍ରଫେସର ଡ. ସନାତନ ମହାନ୍ତି (୯୪)ଙ୍କର ଶନିବାର ଜାନୁଗଞ୍ଜସ୍ଥିତ ବାସଭବନରେ ପରଲୋକ ଘଟିଛି। ଆଗରପଡ଼ାସ୍ଥିତ କୁଅଁାଶମଢ଼ିଆ ପୈତୃକ ବାସଭବନ ଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରଫେସର ମହାନ୍ତି ରାଜ୍ୟରେ ଜଣେ ଉଚ୍ଚକୋଟୀର ଅର୍ଥନୀତି…

ଅନ୍ତେବାସୀଙ୍କୁ କରୋନା ଭୟ

ଭଦ୍ରକ ଅଫିସ,୧୫।୫-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍‌ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। ଜିଲାରେ ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ଅପରାଧୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଚିନ୍ତାର ବିଷୟ ପାଲଟିଛି। ଫଳରେ ଏହି ଜେଲ ଅନ୍ତେବାସୀଙ୍କୁ ଏବେ…

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ତଦାରଖ ପାଇଁ ତହସିଲଦାର ଇନ୍ଦିରା ସାହୁ…

ରୋଜଗାର ନାହିଁ, ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ବନ୍ତ,୧୧ା୫(ଡି.ଏନ.ଏ.)-ଦୈନିକ ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା। ସେହି ଟଙ୍କାରେ ଦୋକାନ ପାଇଁ ସଉଦା କିଣିବା ସହ ପରିବାର ଚଳିବା ପାଇଁ ଆବଶ୍ୟକ ସାମଗ୍ରୀ, ଔଷଧ ଓ ପିଲାମାନଙ୍କ ପାଠପଢ଼ା ଲାଗି ଖର୍ଚ୍ଚ ହେଉଥିଲା। ହେଲେ କରୋନା ଦାଉ…

କରୋନା ଆକ୍ରାନ୍ତଙ୍କ ଘର ସିଲ୍‌ କଲା ପ୍ରଶାସନ: ସାଧାରଣରେ ଅସନ୍ତୋଷ

ପଦ୍ମପୁର,୧୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୩ କରୋନା ଆକ୍ରାନ୍ତଙ୍କ ଘରକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମାତ୍ର ଏହି ଘଟଣାକୁ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିବା ସହ ଆକ୍ରାନ୍ତଙ୍କୁ ତୁରନ୍ତ କୋଭିଡ୍‌ କେୟାର ହସ୍ପିଟାଲକୁ ସ୍ଥାନାନ୍ତର…

ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର

ଭଦ୍ରକ ଅଫିସ, ୯ା୫: ଭଦ୍ରକ ଜିଲା ତିହିଡ଼ି ଥାନା ଦୋଳସାହି ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୪ ଦିନ ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଥାନା ପୋଲିସ ଏକ ମାମଲା (ନଂ.…

ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ: ୩୦ ହଜାର ଜରିମାନା

ଭଣ୍ଡାରିପୋଖରୀ,୭।୫(ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବାହାଘର ଭୋଜି…

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ବିଧାୟକଙ୍କ ପ୍ରତିନିଧି ଅସିତ୍‌ କୁମାର ଦାସ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?