ବରଗଡ଼

ସାମୂହିକ ଛୁଟିରେ ପ୍ରାଣୀଚିକିତ୍ସକ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବରଗଡ଼ ଜିଲାର ପ୍ରାଣୀଚିକିତ୍ସକମାନେ ସାମୂହିକ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ମାସ ୧୮ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନକୁ...

ପଦ୍ମପୁରକୁ ଜିଲା ମାନ୍ୟତା ଦାବି ତେଜିଲା: ସରକାରୀ କାର୍ଯ୍ୟାଳୟ ବନ୍ଦ, ଅଫିସ ଗେଟରୁ ଫେରିଲେ ଏଡିଏମ, ଉପଜିଲାପାଳ

ପଦ୍ମପୁର, ୫।୨(ପ୍ରଦୀପ୍ତ ଦାଶ ): ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ନେଇ ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ସୋମବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରାଯାଇଛି। ଏହି କ୍ରମରେ ପଦ୍ମପୁର ଏଡିଏମ ଚଭନ କୁନାଲ...

କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ...

ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବାକୁ ଯାଇ କାଠ ଫାଳିଆରେ ମାଡ଼ ଖାଇଲେ କର୍ମଚାରୀ

ଭେଡ଼େନ,୨୧।୧ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅର୍ନ୍ତଗତ ଉଦେପୁର ଗ୍ରାମରେ ବିଦ୍ୟୁତ୍‌ ବିଲ୍‌ ଆଦାୟକୁ କେନ୍ଦ୍ରକରି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶୁଭେନ୍ଦୁ ମହାପାତ୍ର(୨୬ )ଏବଂ...

ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାରେ ମାତିଲେ ଚୋର ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଦୀର୍ଘ ୧୧ଦିନ ଧରି ଚାଲିଥାଏ। ବିଶ୍ୱ ପ୍ରସିଦ୍ଧ କୁହାଯାଉଥିବା ଏହି ମହୋତ୍ସବରେ ଦର୍ଶକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ମହୋତ୍ସବ ଚାଲିଥିବାବେଳେ ମଥୁରାନଗରୀରେ ବ୍ୟାପକ ପୋଲିସ ମୁତୟନ...

୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବରଗଡ଼,୧୮ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ମେଲଛାମୁଣ୍ଡା ଥାନା ବିର୍ଜାମ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୪ ଶ୍ରମିକଙ୍କ ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ନଳକୂପ ଖୋଳିବା...

ଧନୁଯାତ୍ରା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା

ମଥୁରାନଗରୀ,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ୧୧ଦିନ ବ୍ୟାପୀ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଧନୁଯାତ୍ରାରେ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ମଥୁରାନଗରୀ (ବରଗଡ଼ ସହର) ଏବଂ...

୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ ): ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକତ୍ୱରେ ମଙ୍ଗଳବାର ପଦ୍ମପୁର ବନ୍ଦ ଡାକରାକୁ ସଫଳ କରିବା ପାଇଁ ସ୍ଥାନୀୟ ଟାଉନ ହଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମିଳିତ କ୍ରିୟାନୁଷ୍ଠାନ କମିଟିର...

ଧନୁଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହେଉଛି। ଧନୁଯାତ୍ରା ମହୋତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ...

ଆଜିଠୁ ବରଗଡ଼ରେ କଂସ ମହାରାଜଙ୍କ ରାଜୁତି

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ...

କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ

ବରଗଡ଼,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ...

ସୋମବାର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ବରଗଡ଼,୧୪।୦୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସୋମବାରଠୁ ଆରମ୍ଭ ହେବ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ମୁକ୍ତାକାଶ ରଙ୍ଗ ମଞ୍ଚର ଧନୁଯାତ୍ରାକୁ ନେଇ ବରଗଡ଼ ବିଶ୍ୱ ପ୍ରସିଦ୍ଧ । ଏନେଇ ପସ୍ତୁତି ଚୂଡାନ୍ତ ପଯ୍ୟାୟରେ ପହଞ୍ଚିଛି। ମଞ୍ଚ ସଜ୍ଜା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri