ବାଲେଶ୍ୱର

‘୭ ଦିନ ମଧ୍ୟରେ ରିପୋର୍ଟ ଦିଅ’

ଭୋଗରାଇ, ୨୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଗତ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀରେ କ୍ଷତି ହୋଇଥିବା ଧାନ, ପାନ, ଘର, ରବିଫସଲ ଓ ତୈଳବୀଜର ରିପୋର୍ଟ ୭ଦିନ ମଧ୍ୟରେ ଦେବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜସ୍ବ ଓ...

ଯୁବକଙ୍କ ଉନ୍ମତ୍ତକାଣ୍ଡ ବିଡିଓଙ୍କ ଗାଡ଼ି ଭାଙ୍ଗି ପୋଲିସକୁ ପିଟିଲେ

ସଜନାଗଡ଼,୨୫।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବଜାରରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସେହିବାଟ ଦେଇ ଯାଉଥିବା ବିଡିଓଙ୍କ ସରକାରୀ ଗାଡିକୁ ସେ ଭଙ୍ଗାରୁଜା କରିବା ସହ ଅନେକ ବାଇକ୍‌ ଆରୋହୀଙ୍କୁ ମାର୍‌ପିଟ୍‌ କରି ଗାଡି ଭଙ୍ଗାରୁଜା କରିଛନ୍ତି।...

ବାପ ଝିଅ ବିଷ ପିଇବା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ସୋର,୨୫।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜନୈକା ନାବାଳିକାଙ୍କୁ ଏକତରଫା ପ୍ରେମ କରି ଜଣେ ଯୁବକ ତାଙ୍କ ସହଯୋଗୀଙ୍କ ସହ ଅପହରଣ ଉଦ୍ୟମ କରିଥିଲେ। ଏନେଇ ନାବଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି...

ମସଜିଦ୍‌ ଦାନବାକ୍ସ ଚୋରି ଘଟଣା: ଘରୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଆପାଳ,୨୫।୪(ସ୍ବ.ପ୍ର)-ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ମସଜିଦ ଦାନବାକ୍ସ ଚୋରି ମାମଲାରେ ଜଡ଼ିତ କରି ଜଣେ ଯୁବକଙ୍କୁ ଘରୁ ଡାକିନେଇ ତାଙ୍କ ବେକରେ ଦଉଡ଼ି ବାନ୍ଧି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଦଉଡ଼ି ଛିଣ୍ଡି ଯିବାରୁ ଯୁବକ ଜଣକ ନିଜ ଘରକୁ ଦଉଡ଼ି...

ରାସ୍ତା ଉପରେ ଚିପ୍ସ,ବାଲି

ଖଇରା,୨୫।୪(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା କୁପାରୀ-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତାରେ ଡ୍ରେନ୍‌ ଓ ରାସ୍ତା ତିଆରି ନାମରେ ବର୍ଷ ବର୍ଷ ଧରି ରାସ୍ତା ଉପରେ ଚିପସ୍‌ ଓ ବାଲି ଏବଂ ଡ୍ରେନ ପାଇଁ ଖୋଳା ଯାଇଥିବା...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ ୧୦ରୁ ଊଦ୍ଧର୍‌ବ ଗୋରୁ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରିଥିଲେ। ଏନଏସି କର୍ତ୍ତୃପକ୍ଷଙ୍କ ଅଣଦେଖା...

ତିନି ବନ୍ଧର ପୁନରୁଦ୍ଧାର ଲାଗି ପ୍ରୟାସ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡିହି, ତେଲିପାଳ ଓ ଜାମୁଡ଼ିହା ପଞ୍ଚାୟତର ଚାଷୀମାନେ ବହୁଦିନ ଧରି ବାଙ୍ଗିରିବନ୍ଧ, ପୁଟିବନ୍ଧ ଓ ଚୁଡ଼ାଖିଆ ବନ୍ଧର ଉନ୍ନତିକରଣ ପାଇଁ ଦାବି କରିଆସୁଥିଲେ। ପାହାଡ଼ଘେରରେ ଥିବା ନୀଳଗିରି ଅଞ୍ଚଳରେ ବର୍ଷାଜଳ ଅଭାବରୁ...

୧୪୪ ଗାଁ ଲୋକେ ପିଇବେ ସ୍ବଚ୍ଛ ପାଣି

ବାଲିଆପାଳ, ୨୪।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର କୁଦମାନସି ଗ୍ରାମରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ମେଗା ସ୍ବଚ୍ଛ ପାନୀୟ ଜଳ ପ୍ରକଳ୍ପର...

ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା ଭାଗ ନେଇଥିବା ବେଳେ ୧୫ଜଣ ଛାତ୍ରୀହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୩ଜଣ...

ମତ୍ସ୍ୟଜୀବୀଙ୍କୁ ୨ ମାସ ସମୁଦ୍ର ମନା

ବାଲିଆପାଳ, ୨୨।୪(ସ୍ବ.ପ୍ର.) ଦକ୍ଷିଣ ବାଲିଆପାଳର ୨୪ କି.ମି. ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ମାଛ ଧରି ଜୀବିକାନିର୍ବାହ କରନ୍ତି। ସରକାର ମତ୍ସ୍ୟଜୀବୀମାନଙ୍କୁ ଏପ୍ରିଲ ୧୫ଠାରୁ ଜୁନ୍‌ ୧୪ପର୍ଯ୍ୟନ୍ତ ୨ମାସ ସମୁଦ୍ରରୁ ମାଛ ଧରିବା ଉପରେ ରୋକ ଲଗାଇଛନ୍ତି। ଫଳରେ ସମୁଦ୍ର...

ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ ଦିନରେ ପହଞ୍ଚତ୍ଛି। ଷ୍ଟାଡ଼ିୟମ ମଧ୍ୟସ୍ଥଳରେ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେଉଥିବାରୁ ଏହାକୁ...

ଚାନ୍ଦିପୁର ହେବ ମଡ଼େଲ୍‌ ବେଳାଭୂମି

ବାଲେଶ୍ୱର ଅଫିସ, ୨୨।୪ ଓଡ଼ିଶାର ଶ୍ରେଷ୍ଠ ମଡ଼େଲ୍‌ ବେଳାଭୂମି ଭାବେ ପରିଗଣିତ ହେବ ବାଲେଶ୍ୱରର ଚାନ୍ଦିପୁର। ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକ ଦୁଇ କି.ମି. ମେରାଇନ୍‌ ଡ୍ରାଇଭ୍‌ର ମଜା ନେବେ। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୩୦କୋଟି ଟଙ୍କା ପ୍ରକଳ୍ପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri