ବାଲେଶ୍ୱର

ନାମଲେଖା ହେଲାଣି,ଘର କାମ ସରୁନି

ବାଲେଶ୍ୱର,୮।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ହିଞ୍ଜଳା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ପାଠପଢ଼ା ପାଇଁ ନାମ ଲେଖା ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟ ଶେଷ ହେବା…

ମହିଳା କାର୍ଡ ଖେଳିପାରେ ବିଜେଡି

ବାଲେଶ୍ୱର,୮ା୪(ମାନସ ବିଶ୍ୱାଳ):ବାଲେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ୨୦ଟି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ଯୋଗୁ ଜିଲାର ବିଧାନସଭା ଆସନଗୁଡ଼ିକ ଲାଗି ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଦଳ ଏଠାରେ ଜଣେ ମହିଳାଙ୍କୁ…

ବେଳାଭୂମିରେ ବଜ୍ରପାତ: ୩ ପର୍ଯ୍ୟଟକ ଗୁରୁତର

ବାଲେଶ୍ୱର,୭।୪: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ…

ବାଲେଶ୍ୱରରୁ ଲେଖାଶ୍ରୀ ଫାଇନାଲ! ଜାଣନ୍ତୁ କାହିଁକି ବିଜେଡି ଦେବ ଟିକେଟ୍‌

ଭୁବନେଶ୍ୱର,୭।୪: ଭାଜପା ସହ ୧୦ବର୍ଷର ସମ୍ପର୍କ ଛିଣ୍ଡାଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଏହାପୂର୍ବରୁ ରବିବାର ସକାଳେ ସେ ତାଙ୍କ ଇସ୍ତଫା ପତ୍ର ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ଏନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଯେତେବେଳେ ସେ…

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।…

ମହୁଲ ଫୁଲ ଦେଇଛି ଜୀବିକା

ଜଳେଶ୍ୱର, ୭ା୪(ନବୀନ ସାହୁ)ଆଦିବାସୀଙ୍କ ଜୀବନଜୀବିକା ସହିତ ମହୁଲ ଫୁଲ ବିଶେଷ ଭାବେ ଯୋଡ଼ି ହୋଇରହିଛି। ବିଶେଷକରି ଫଗୁଣ-ଚୈତ୍ର ୨ମାସ ଆଦିବାସୀମାନେ ମହୁଲ ଫୁଲ ସାଉଁଟିବା କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ୨ମାସର ରୋଜଗାରରେ ବର୍ଷର କିଛି ମାସ ପରିବାର ପ୍ରତିପୋଷଣ ପାଇଁ ମହୁଲ…

ମଇଦାନରେ ସ୍ବରୂପ-ମାନସ

ବାଲେଶ୍ୱର,୬।୪(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁଣି ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। କିଛିଦିନ ପୂର୍ବରୁ ଭାଜପା ଏହି ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ମାନସ ଦତ୍ତଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଅପରାହ୍ନରେ ବିଜେଡି…

ହେଉନି ବିଜେଡି ପ୍ରାର୍ଥୀ ଘୋଷଣା, ଆଶାୟୀ ଛଟପଟ

ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ନ ପାଇବାରୁ ଆଶାୟୀମାନେ ଆଶଙ୍କାରେ ରହି ଛଟପଟ ହେଉଛନ୍ତି। ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନ…

ବିଜେଡିରେ ଆଶାୟୀ ଅନେକ, ଆଗରେ ବିଦୁବେନ୍ଦୁ

ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲାର ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାଜପା ଓ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଶେଷକରି ବିଜେଡି ଆଶାୟୀଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିଚାଲିଛି। ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ବାର୍ଦ୍ଧକ୍ୟଜନିତ…

ଝୁଲି ରହିଛି ବାଲେଶ୍ୱର ଲୋକ ସଭା ଆସନ, କିଏ ହେବ ପ୍ରାର୍ଥୀ?

ଭୁବନେଶ୍ୱର,୪।୪: ରାଜ୍ୟର ୨୧ ଲୋକ ସଭା ଆସନରୁ ୨୦ଟି ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। କେବଳ ବାଲେଶ୍ୱର ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ଅଙ୍କ ଛିଡ଼ି ପାରୁ…

ମିଳିଲାନି ଟିକେଟ: ବିଜେଡି ଛାଡ଼ିଲେ ପର୍ଶୁରାମ, ଦେବେନ୍ଦ୍ର

ସୋର/ଫୁଲବାଣୀ, ୪।୪(ଜନ୍ମେଜୟ ମିଶ୍ର/ ରାକେଶ କୁମାର ରାଉତ)ବିଜେଡି ବୁଧବାର ୨୭ ବିଧାନସଭା ଆସନ ଲାଗି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଟିକେଟ ନ ମିଳିବାରୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର…

ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡ଼ା, ଟିକେଟ୍ ନ ମିଳିବାରୁ ନିଷ୍ପତି

ଭୁବନେଶ୍ୱର,୩।୪: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ବୁଧବାର ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ଆସନ ଏବଂ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?