ବାଲେଶ୍ୱର

ଗୁଡ଼ି ସୂତା ଲାଗି କଟିଲା ୭ବର୍ଷର ଶିଶୁର ବେକ

ବାଲେଶ୍ୱର, ୧୮।୧(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ ଗୁଡ଼ି ସୂତା ଲାଗି ଏକ ୭ବର୍ଷର ଶିଶୁର ବେକ କଟିଯାଇଛି। ଶିଶୁଟି ତାଙ୍କ ବାପାଙ୍କ ସହିତ ବାଇକ୍‌ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ…

ଏବେ ବି ଖୋଜାପଡ଼େ ତିଳଉ ଖଜା

ବାହାନଗା,୧୭।୧(ଅରୂପ୍‌ କୁମାର ଦାସ): ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ତିଳଉ ଖଜା। ସଂକ୍ରାନ୍ତ ପୂର୍ବ ଦିନ ସମସ୍ତେ ବଜାରରୁ ତିଳଉ କିଣି ଘରକୁ ନେଇଥାନ୍ତି। ବର୍ଷ ବର୍ଷ ଧରି ମକର ଚାଉଳ ସହିତ ତିଳଉର ସମ୍ପର୍କ ରହିଆସିଛି। ବାଲେଶ୍ୱର ଜିଲା ସହ…

ଅଲୋଡ଼ା ହେଲା ଶିଶୁ କନ୍ୟା: ପ୍ରସବ ପରେ ତେଲଟାଙ୍କି ନିକଟରେ ଫିଙ୍ଗିଦେଲେ ମା’

ଚାନ୍ଦବାଲି,୧୬।୧(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ତେଲ ଟାଙ୍କି ନିକଟରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତିରେ ସାମାଜିକ କର୍ମୀ ସୁମନ୍ତ ମହାନ୍ତି କାର୍ଯ୍ୟସାରି ଫେରୁଥିବା ସମୟରେ ଛୋଟପିଲା କାନ୍ଦ ଶୁଣି ସେ…

ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ

ସୋର,୧୬।୧(ଜନ୍ମେଜୟ ମିଶ୍ର): ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଗୁରୁତର ବାପା ରଞ୍ଜିତ ସିଂ ଓ ସ୍ତ୍ରୀ ବୁଦୁନି…

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ପୂର୍ବରୁ ବିଭିନ୍ନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବା ଅଭିଯାନ ଆରମ୍ଭ ହୋଇଛି।…

ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ

ଜଳେଶ୍ୱର, ୧୩।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତିଠାରେ ଶୁକ୍ରବାର ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ରେଲୱେ ଓଭର୍‌ବ୍ରିଜ ଉଦ୍‌ଘାଟିତ ହୋଇଛି। ୨୦୧୭ମସିହାରୁ ୬୨,୫୨କୋଟି ବ୍ୟୟରେ…

‘ଘରେ ମନାନ୍ତର ନ ଥିଲା’

ସିମୁଳିଆ, ୧୩।୧(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ୨୪ଘଣ୍ଟା ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୪) ରୁଜୁ କରିଛି। ପୋଲିସ ଶୁକ୍ରବାର ମଧ୍ୟାହ୍ନରେ ବିଡିଓଙ୍କ କାର୍ଯ୍ୟାଳୟରେ…

ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବାଲିଆପାଳ, ୧୨।୧(ଅମୂଲ୍ୟ କୁମାର ଦାସ)-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ଷଣ୍ଢ…

‘ଆକାଶ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର,୧୨ା୧(ମାନସ ବିଶ୍ୱାଳ): ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ…

କଲମୀ କାଜୁ ଚାରାରୋପଣରେ ଦୁର୍ନୀତି

କେନ୍ଦୁଝର,୧୨ା୧(ଦୀପକ ମିଶ୍ର): କାରଖାନା, ଶିଳ୍ପ, ଖଣି, ଯାନବାହନ ଓ ବସତି ସ୍ଥାପନ ପାଇଁ ପରିବେଶ ପ୍ରଦୂଷିତ ହେବା ସହିତ ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲ ସଫା ହେବା ଫଳରେ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ବିରଳ ବନ୍ୟପ୍ରାଣୀଙ୍କ ବଂଶ ଲୋପ…

ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୧୧।୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯଦିଓ…

ବାଲେଶ୍ୱରରେ ଏଟିଏମ୍ ତାଡ଼ି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର, ୧୧।୧: ବୁଧବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲାର ଦୁଇଟି ଏଟିଏମରୁ ଦୁର୍ବୁତ୍ତମାନେ ଦୁଇଟି ଏଟିଏମ୍ ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖାଇରାର ଟୁଡିଗାଡିଆ ବଜାରରୁ ପ୍ରଥମ ଘଟଣା ଘଟିଛି ଯେଉଁଠାରେ ଅତି କମରେ ୬ ଜଣ ଦୁର୍ବୁତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?