ବାଲେଶ୍ୱର

ପୂର୍ବତନ ମନ୍ତ୍ରୀଙ୍କ ଜବରଦଖଲରେ ସରକାରୀ ଜମି

ବାଲେଶ୍ୱର ଅଫିସ, ୨୩।୧୦: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଜବରଦଖଲରେ ରହିଛି ବାଲେଶ୍ୱର ଜିଲା ସଦର ତହସିଲ ଅଧୀନସ୍ଥ ପଢୁଆଁପଦା ଅଞ୍ଚଳର ଅନାବାଦୀ କିସମ ଜମି। ଏହାକୁ ବିରୋଧ କରି ସହରର କେତେଜଣ ବୁଦ୍ଧିଜୀବୀ ଜିଲାପାଳଙ୍କଠାରେ…

୨ କେଜିର ବ୍ରାଉନସୁଗାର ଜବତ: ପୋଲିସ, ସ୍ଥାନୀୟ ଲୋକେ ମୁଁହାମୁହିଁ

ବସ୍ତା,୨୨।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହା ପ୍ରାୟ ୨ କେଜିର ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜିଲା…

ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ବଲାଙ୍ଗୀର ଅଫିସ,୨୧ା୧୦: ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀର ଯୁବ କଂଗ୍ରେସ ପକ୍ଷରୁ ଟାଉନ ଥାନା ଘେରାଉ କରାଯାଇଛି। କଚେରି ଛକରେ ଗୃହ ରାଷ୍ଟ୍ରମନ୍ତ୍ରୀ…

ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି। ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ। ସମସ୍ତେ ପାଣିରେ ପଶି ଯା’ଆସ କରୁଛନ୍ତି। ପ୍ରତିଦିନ ଛୋଟ…

ବଢୁଛି ଜଳକା, ବନ୍ୟା ଆଶଙ୍କା

ରୂପସା, ୨୦।୧୦(ଡି.ଏନ.ଏ.): ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ରବିବାର ରାତିରୁ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଏହି ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ସୋମବାର ସକାଳ ୯ଟା ସୁଧା…

ଦେଢ କେଜି ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ,୧୯।୧୦: ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳରୁ ଦେଢ କୋଟି ଟଙ୍କାର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ଏଥିରେ ଦୁଇ ମହିଳାଙ୍କୁ ପୋଲିସ ଅଟକ ରଖି ଜେରା କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁକତାର ଅଲ୍ଲୀ ଖାଁ…

ଅଜାଙ୍କ ଘରେ ନାତୁଣୀର ଆତ୍ମହତ୍ୟା

ଲଙ୍ଗଳେଶ୍ୱର,୧୮।୧୦(ଡି.ଏନ.ଏ.): ମା’ଙ୍କ ସହ ଅଜା ଘରେ ରହୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ନାବାଳିକାଙ୍କ ଆତ୍ମହତ୍ୟାକୁ ବାପ ଘର ଲୋକେ ଗ୍ରହଣ ନ କରି ହତ୍ୟା ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ରେଣୁପଦା ଗ୍ରାମରେ ଏହି…

୪୧୩ ଗାଁ ପ୍ରଭାବିତ, ୧୦୭୩୯ ହେକ୍ଟର ଚାଷ ନଷ୍ଟ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲାରେ ଗତ ସେପ୍ଟେମ୍ବରରେ ହୋଇଥିବା ଦୁଇଟି ଲଘୁଚାପଜନିତ ବର୍ଷା ଓ ବନ୍ୟାରେ ୩୦କୋଟିର କ୍ଷୟକ୍ଷତି ହୋଇଥିବା ନେଇ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଆସି…

ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର କରିଥିଲେ। ଆଉ ମୋ ମାମୁ ଘର ଥିଲା ରାଇରଙ୍ଗପୁରରେ। ଅଧିକାଂଶ ସମୟ ମାମୁ ଘରେ…

ଆତଙ୍କ ଖେଳାଇଲେ ୩ ଦନ୍ତା

କୁଆମରା,୧୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଜଙ୍ଗଲରେ ଥିବା ହାତୀପଲଙ୍କ ମଧ୍ୟରୁ ୩ ଦନ୍ତା ଆସି ଗୋପବନ୍ଧୁନଗର ବ୍ଲକ ପଶୁଦା ପଞ୍ଚାୟତ ବେଲାକୁଟି ଗ୍ରାମରେ ପଶି ଆତଙ୍କ ଖେଳାଇଥିଲେ। ୩ ଦନ୍ତା ଗୁରୁବାର ରାତିରେ ପ୍ରଥମେ କୁଆମରା ଚାଷ ଜମିରେ…

ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

ବେତନଟୀ, ୧୬।୧୦(ସ୍ବ.ପ୍ର.): ବାଲେଶ୍ୱର-ବାରିପଦା ରାସ୍ତାର ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ସହ ଥିବା ଜଣେ ଯୁବକଙ୍କୁ ମଧ୍ୟ ପ୍ରବଳ ମାଡ ମାରିବା ପରେ ଗଛରେ ବାନ୍ଧି ଅଭିଯୁକ୍ତମାନେ…

୨ଶହ ବର୍ଷର ଶକ୍ତିପୀଠ ମା’ ଜଳଙ୍ଗ ଚଣ୍ଡୀ

ଖଇରା, ୧୪।୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କର ପୂଜାର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ସାଂସ୍କୃତିକ ପୀଠ ଭାବେ ପରିଗଣିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?