ବଲାଙ୍ଗୀର

ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ ଘଟଣା: ସ୍ବାମୀ, ଶାଶୁ-ଶ୍ୱଶୁର, ପୁତୁରା ଗିରଫ

ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁଡ଼ା ଗ୍ରାମର ନମିତା ବଣିଆ(୩୩) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଶ୍ମଶାନ ନିକଟ ଏକ ନାଳାରୁ ଶୁକ୍ରବାର ପୋଲିସ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ନମିତାଙ୍କ…

ବିକାଶ ଅପେକ୍ଷାରେ ରାଣୀପୁର-ଝରିଆଲ

ବଲାଙ୍ଗୀର, ୯ା୬ (ବୀରେନ୍ଦ୍ର କୁମାର ଝାଙ୍କର)ଜାତୀୟସ୍ତରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଐତିହାସିକ ପୀଠ ଭାବେ ମାନ୍ୟତା ପାଇଥିବା ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର-ଝରିଆଲ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଆସିଛି। ୨୦୧୯…

ଶ୍ମଶାନରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବୁର୍ଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଲୋଇସିଂହା ପୋଲିସ ଶ୍ମଶାନରୁ ଶୁକ୍ରବାର ଉଦ୍ଧାର କରିଛି। ସମ୍ପୃକ୍ତ ମହିଳା ହେଲେ ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆ(୩୧)। ନମିତାଙ୍କ ବାପ…

ସିଂଦେଓ ପରିବାର ଜିତିଲେ, ମିଶ୍ର ହାରିଲେ

ବଲାଙ୍ଗୀର, ୭ା୬(ବୀରେନ୍ଦ୍ର କୁମାର ଝାଙ୍କର): ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ବଲାଙ୍ଗୀର ଜିଲା ଏିଊ ପ୍ରମୁଖ ରାଜନୈତିକ କେନ୍ଦ୍ର ଭାବେ ପରିଚିତ ହୋଇଆସିଛି। ଏହି ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରିବାର ଭାବେ ବଲାଙ୍ଗୀର ରାଜପରିବାର ବା ସିଂଦେଓ ଏବଂ…

କଳାହାଣ୍ଡିର ପ୍ରଥମ ମହିଳା ଏମ୍‌ପି ହେଲେ ମାଳବିକା

ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍‌ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା…

ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…

ଫଳାଫଳ ପୂର୍ବରୁ ଚର୍ଚ୍ଚାରେ ଥିଲେ ମୁକେଶ

ଲୋଇସିଂହା,୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ। ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।…

କଣ୍ଟାବାଞ୍ଜିରେ ହେଉଛି କଡା ଟକ୍କର, ଲକ୍ଷ୍ମଣ ବାଗଙ୍କ ଠାରୁ ୮୨୮ ଭୋଟରେ ଆଗରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା। ତେବେ ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପଛରେ

କଣ୍ଟାବାଞ୍ଜି,୬।୪: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡର ଫଳାଫଳ ବିଜେଡି ନେତାଙ୍କ ମନରେ ଛନକା ପଶାଇଛି। କଣ୍ଟାବାଞ୍ଜି ବିଧାନସଭା ଆସନରେ ପଛରେ ପଡିଯାଇଛନ୍ତି…

ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ

ଲୋଇସିଂହା,୩୦।୫ (ସୁଶାନ୍ତ ବାରିକ)ଗହଳ ବରିହା, ବୟସ ୮୧ ା ଘର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳୀପାଲି ଗ୍ରାମରେ ା ଗହଳଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ସ୍ବାମୀ ହାଡୁ ବରିହାଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଛନ୍ତି ା…

ନିଆଁରେ ଜଳିଗଲା ୧୭ ଦୋକାନ

ଟିଟିଲାଗଡ଼,୨୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଥାନା ଛକ ଫ୍ଲ୍ୟାଏ ଓଭର ବ୍ରିଜ ତଳେ ଥିବା ୧୭ ଅସ୍ଥାୟୀ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l ଖବର…

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ ଗ୍ରାମବାସୀ। ଖବର ପାଇ ବଲାଙ୍ଗୀର ସଦର ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ଗ୍ରାମର ୧୩୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?