ବଲାଙ୍ଗୀର

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର ଏକ…

ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ବଲାଙ୍ଗୀର ,୨୬।୧୨(ସୁନୀଲ କୁମାର ମହାନ୍ତି): ନିମ୍ନମାନର କାମ ଅଭିଯୋଗ କରି ମାଡ଼ ଖାଇଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ହରିଶଙ୍କରରେ। ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପିଡବ୍ଲ୍ୟୁଡି ଏସ୍‌ଡିଓ ଶ୍ରୀଧର ଦାସ…

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର…

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ 

ଲୋଇସିଂହା,୨୫।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ମାଣ୍ଡିଆପଦର ଛକରେ ହୀରାପୁର ଗ୍ରାମର ମାନସ କୁମାର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦଫା ୩୪୧,୨୯୪, ୩୨୪, ୩୨୩, ୫୦୬, ୩୦୭, ୩୪ରେ ଲୋଇସିଂହା…

ଜେଜେ ମା’ଙ୍କ ଭରସାରେ ନାତୁଣୀନାତି

ଖପ୍ରାଖୋଲ, ୨୫ା୧୨(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାଲବାହାଲ ଗାଁର ସୁକୁନି ବରିହା(୬୩) ଓ ତାଙ୍କ ସ୍ବାମୀ ଗୋପାଳ ବରିହା(୭୦)। ପରିଣତ ବୟସରେ ଏବେ ସେମାନଙ୍କ ଉପରେ ପଡିଛି ଲାଳନପାଳନର ଭାର। ପୁଅ ପୀତବାସ(୨୫), ବୋହୂ ଗୋଲାପି(୨୩)…

ଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେ

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍‌ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାପାରେ ଗୁରୁତର ଥିବା ଯୁବକଙ୍କର ଭୀମଭୋଇ ମେଡିକାଲରେ ମୃତ୍ୟୁ ଘଟିଛି। ଏହା ପରେ ଉତ୍ତ୍ୟେକ୍ତ ଲୋକେ…

ଚର୍ଚ୍ଚାରେ ରାଜାଘର ରାଜନୀତି

ବଲାଙ୍ଗୀର,୨୨ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଓଡ଼ିଶା ରାଜନୀତିରେ ଯେଉଁ କେତୋଟି ଚର୍ଚ୍ଚିତ ରାଜନୈତିକ ପରିବାର ରହିଛନ୍ତି, ସେଥିମଧ୍ୟରୁ ବଲାଙ୍ଗୀର ରାଜପରିବାର ବା ସିଂଦେଓ ପରିବାର ଅନ୍ୟତମ। ସ୍ବାଧୀନତା ପରଠାରୁ ଦୀର୍ଘ ୭୬ ବର୍ଷର ରାଜନୀତିକୁ ବିଶ୍ଳେଷଣ କଲେ ବଲାଙ୍ଗୀର ରାଜପରିବାରର ଏକାଧିକ ସଦସ୍ୟ…

ରାସ୍ତା, ପାଣି ମୁଖ୍ୟ ସମସ୍ୟା

କଣ୍ଟାବାଞ୍ଜି,୧୮ା୧୨(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଆଦିବାସୀ ବହୁଳ କୁଇବାହାଲ ଗ୍ରାମ ପଞ୍ଚାୟତ। ପଞ୍ଚାୟତ ସଦର ଗ୍ରାମ କୁଇବାହାଲ ସହିତ କଲୋନୀପଡା, ସୁରିପଡା, ମହୁଲପଡା, ଦେବାହାଲିଆ ପଡା, କିନ୍ଦେରକେଲା ଓ ଖଲିଆପଡା ଆଦି ୬ଟି ପଡା ରହିଛି। ଆଜି ବି…

ଧରିତ୍ରୀ ପ୍ରଭାବ: ଖାଦ୍ୟନଳୀ ନଥିବା ଶିଶୁକୁ ମିଳିବ ଚିକିତ୍ସା ସୁବିଧା

ବଲାଙ୍ଗୀର,୧୮ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଖାଦ୍ୟନଳୀ ନ ଥିବା କାରଣରୁ ଜଣେ ଶିଶୁ କିଭଳି ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ଏବଂ ଏକ ଦିନମଜୁରିଆ ଦମ୍ପତି କିଭଳି ଦୀର୍ଘ ୯ ମାସ ଧରି ଡାକ୍ତରଖାନା ଦୌଡୁଛନ୍ତି ସେନେଇ ଗତ ୧୪ତାରିଖ ଧରିତ୍ରୀରେ ଏକ…

ଏଟିଏମ୍‌ କାଟି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ପାଟଣାଗଡ଼,୧୭।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୁହାଣ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟରକୁ କଟର ମେଶିନରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଖବର ପାଇ ପାଟଣାଗଡ଼…

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼୧୭।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଏଭଳି କାଣ୍ଡ କରିଥିବା କୁହାଯାଉଛି। ପ୍ରଥମେ ତାଙ୍କୁ ଟିଟିଲାଗଡ଼…

୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?