ବଲାଙ୍ଗୀର

ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର

ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ…

ଏକତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ପେଚକସ୍‌ ଭୁସିଦେଲେ ଯୁବକ

ଲୋଇସିଂହା,୨୩।୮: ବଲାଙ୍ଗୀର ଜିଲା ଲୋଇସିଂହା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବକ ଜଣକ ଯୁବତୀଙ୍କୁ ପେଚକସ୍‌ ଭୁସି ଆକ୍ରମଣ କରିଛନ୍ତି। ଫଳରେ ଯୁବତୀ ଜଣଙ୍କ ଗୁରୁତର…

ଟଙ୍କରାମ ହତ୍ୟା ମାମଲା: ୨ ପୁଅଙ୍କ ସହ ବାପାଙ୍କୁ ଆଜୀବନ କାରାଦଣ୍ଡ

ଲୋଇସିଂହା,୨୩ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ପଞ୍ଚାୟତ ବଞ୍ଜାରି ଗ୍ରାମର ଟଙ୍କରାମ ପାଣ୍ଡେ ହତ୍ୟା ମାମଲାର ବଲାଙ୍ଗୀର ସେସନ କୋର୍ଟ ବିଚାର ପତି ଡ. ପବିତ୍ରମୋହନ ସାମଲ ଗୁରୁବାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ଆଜୀବନ…

ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲର୍‌ଙ୍କ ସହ ମିଶି ବନ୍ଦୀମାନେ କରୁଛନ୍ତି…

ବଲାଙ୍ଗୀର,୨୩ା୮(ସୁନୀଲ କୁମାର ମହାନ୍ତି): ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର ଏସ୍‌ପି…

ଭାରତ ବନ୍ଦ ଡାକରା: ଗାଡ଼ି ଚଳାଚଳ ବନ୍ଦ

ବଲାଙ୍ଗୀର, ୨୧।୮(ସୁନିଲ କୁମାର ମହାନ୍ତି): ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଦାବି କରି ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି । ବଲାଙ୍ଗୀର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି…

ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ

ଲୋଇସିଂହା,୨୧।୮(ସୁଶାନ୍ତ ବାରିକ): ଉପବର୍ଗୀ କରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରା ନ ଯିବା ପ୍ରତିବାଦ ବୁଧବାର ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ବଲାଙ୍ଗୀର…

ବିବାହ ପାଇଁ ମନା କଲେ ପରିବାର ଲୋକେ, ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀ ଯୁଗଳ

ଟିଟିଲାଗଡ, ୨୦।୮(ଶରତ ମିଶ୍ର): ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ମଙ୍ଗଳବାର ପ୍ରେମୀ ଯୁଗଳ ଏକ ମାଲବାହି ଟ୍ରେନକୁ ଡେଇଁ ପଡିଛନ୍ତି। ଟ୍ରେନ ଧକ୍କାରେ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ପ୍ରେମିକ ଘନଶ୍ୟାମ ବାଗ…

ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ

ପାଟଣାଗଡ଼,୧୯।୮: ବଲାଙ୍ଗୀର ଜିଲା ଖପ୍ରାଖୋଲ ହନୁପାଲି ଗାଁ ନିକଟ ଏକ ପୋଲ ତଳକୁ ବାଇକ୍‌ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ…

ବେଲପଡ଼ା ସହରରେ ବ୍ୟାପୁଛି ଝାଡ଼ାବାନ୍ତି

ବଲାଙ୍ଗୀର,୧୯।୮: ବଲାଙ୍ଗୀର ଜିଲା ବେଲପଡ଼ା ସହରରେ ଝାଡାବାନ୍ତି ଆତଙ୍କ ଲାଗି ରହିଛି। ବେଲପଡ଼ାର ତଳିପଡ଼ାରେ ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ଜଣଙ୍କ ମତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୨୫ରୁ ଅଧିକ ଲୋକ ଝାଡ଼ ଝାବାନ୍ତିରେ ଆକ୍ରାନ୍ତ ହୋଇ…

ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦରେ ସବୁ ଅଚଳ କରିଦେଲେ ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଛାତ୍ର

ବଲାଙ୍ଗୀର,୧୭ା୮(ସୁନୀଲ କୁମାର ମହାନ୍ତି): କୋଲକାତାର ଏକ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶନିବାର ବଲାଙ୍ଗୀର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ରୀଛାତ୍ର ହସ୍ପିଟାଲ ପରିସରରେ ଧାରଣା ଦେବା ସହ ଓପିଡି, ଅସ୍ତ୍ରୋପଚାର କକ୍ଷ,…

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା,୧୭ା୮(ସୁଶାନ୍ତ ବାରିକ): ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି। ମୃତ ଯୁବକ ଜଣକ ହେଲେ ଲୋଇସିଂହା ମିର୍ଦ୍ଧାପଡ଼ାର ସୁମନ୍ତ ପଧାନ(୨୫)। ଦୁର୍ଘଟଣାକୁ…

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା

ଲୋଇସିଂହା,୧୫।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବାଞ୍ଜିପାଳି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁ ଓରଫ ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ(୨୫)। ରେଶମାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?