ବଲାଙ୍ଗୀର

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଇଁତଳା ମେଡିକାଲ ଇନ୍‌ଚାର୍ଜଙ୍କ ପକ୍ଷରୁ ଏହି…

୬ ମାସ ହେଲା ଦରମା ପାଇନାହାନ୍ତି ଆଉଟ୍‌ସୋର୍ସିଂ କର୍ମଚାରୀ, ପ୍ରତିବାଦରେ କାର୍ଯ୍ୟ ବନ୍ଦ

ବଲାଙ୍ଗୀର,୩ା୭(ସୁନୀଲ ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୬ ମାସ ହେଲା ଦରମା ପାଇନାହାନ୍ତି। ଫଳରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଆଉଟ୍‌ସୋର୍ସିଂ କର୍ମଚାରୀମାନେ ସରକାରୀ ଆୟୁର୍ବେଦିକ କଲେଜ…

ପେପର ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଟିଟିଲାଗଡ଼,୩୦।୬: ବଲାଙ୍ଗୀର ଜିଲା ଚୋରମରାସ୍ଥିତ ଏକ ପେପର ମିଲ୍‌ ଗୋଦାମରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପେପର ମିଲ୍‌ର କେମିକାଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…

ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଲାଙ୍ଗୀର, ୨୮ା୬(ବୀରେନ୍ଦ୍ର କୁମାର ଝାଙ୍କର):ରୋଗୀଙ୍କୁ ମେଡିକାଲ ଚିକିତ୍ସା ସେବା ସହ ଡାକ୍ତରଙ୍କ ଦୁଇପଦ ମିଠାକଥା ଓ ଭଲ ବ୍ୟବହାର ବଡ଼ ଔଷଧ। ଗୁରୁବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ଏହା କହିଛନ୍ତି ସ୍ବାସ୍ଥ୍ୟ ଓ…

ଟିଟିଲାଗଡରେ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ ୧୮୩.୮୯ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ,୨୬।୬: ପୂର୍ବ ତଟ ରେଳବାଇର ସମ୍ବଲପୁର ଡିଭିଜନ୍ ଅଧୀନରେ ଥିବା ଟିଟିଲାଗଡ ଜଙ୍କସନ ଷ୍ଟେସନରେ ବଢୁଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟାନଗରାମ, ଟିଟିଲାଗଡ-ସମ୍ବଲପୁରରେ ଟ୍ରେନ ଚଳାଚଳକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି…

୫ ଦିନ ହେବ କୁକୁର ମୁହଁରେ ପଶିଛି ପ୍ଲାଷ୍ଟିକ ଡବା: ଉଦ୍ଧାର ପାଇଁ ଉଠିଲା ଦାବି

ଲୋଇସିଂହା,୧୮।୬(ସୁଶାନ୍ତ ବାରିକ):ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପଶି ଯାଇଛି। ଏଭଳି ଏକ ଦୃଶ୍ୟ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ) ରେ ଦେଖିବାକୁ ମିଳିଛି। ୫ ଦିନ ବିତି ଯାଇଥିଲେ ସୁଦ୍ଧା କୁକୁର ମୁହଁରୁ ଡବା…

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ। କଣ୍ଟାବାଞ୍ଜି ଝରନୀସ୍ଥିତ ମମିତାଙ୍କ ଘରକୁ ଭେଟିବାକୁ ଲକ୍ଷ୍ମଣ ଯାଇଥିବା ବେଳେ ଏଯାବତ୍‌ ତାଙ୍କୁ…

ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ

ଲୋଇସିଂହା,୧୫।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳିପାଲି ଗ୍ରାମରେ ଜଳଯୋଗାଣ ପ୍ରକଳ୍ପର ଷ୍ଟାଟର ଅଚଳ ହୋଇପଡିଛି। ଏହା ସଜଡ଼ା ଯାଉ ନାହିଁ। ଏଣୁ ସପ୍ତାହେ ହେଲା ଗ୍ରାମରେ ପାଇପ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ…

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼, ମୁହଁବନ୍ଧା ମୃତଦେହ ଉଦ୍ଧାର କରିଥିଲା। ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ…

୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ

ଦେଓଗାଁ ,୧୩ା୬(କୃଷ୍ଣ ପ୍ରସାଦ ପାଣିଗ୍ରାହୀ)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସାଗରପାଲି କଲୋନୀ ନିକଟରେ ଥିବା ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ…

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ

ବଲାଙ୍ଗୀର,୧୩ା୬(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ପ୍ରଥମ ଭାଜପା ସରକାରରେ ବଲାଙ୍ଗୀର ଜିଲାକୁ ମିଳିଛି ଦୁଇଟି ପଦବୀ। ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଓ ଲୋଇସିଂହା ବିଧାୟକ ତଥା ଭାଜପାର ଯୁବ ଚେହେରା ଡ.…

କେତେ ପାଠ ପଢିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ବିଷୟରେ….

ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?