ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ
ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା…
ଦ୍ୱିତୀୟ ସର୍ବଭାରତୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ: ୧୭ ରାଜ୍ୟରୁ ଯୋଗଦେଲେ ଅଧ୍ୟାପକ, ଅଧ୍ୟାପିକା
ବଲାଙ୍ଗିର,୧୫/୯( ସୁନିଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସଂହିତା ଏଂ ସିଦ୍ଧାନ୍ତ ବିଭାଗରେ ଏକ ସର୍ବଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତଥା ରାଷ୍ଟ୍ରୀୟ ଆୟୁର୍ବେଦ…
ପୌରପାଳିକାର ଅପାରଗତା, ଦୁର୍ନୀତି ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ
ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌରପାଳିକାର ଅପାରଗତା ଓ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ କଂଗ୍ରେସ ନେତା ଓ କର୍ମୀମାନେ ବଲାଙ୍ଗୀର…
ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ
ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ ଆସୁଥିବା…
ପ୍ରେସରକୁକର ଖୋଲୁଥିବାବେଳେ ନାବାଳିକାଙ୍କ ଉପରେ ପଡ଼ିଲା ଗରମ ଡାଲି, ଆଉ ତା’ ପରେ…
ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା…
ଦିବ୍ୟାଙ୍ଗମାନଙ୍କୁ ଉପକରଣ ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ
ବଲାଙ୍ଗୀର,୧୩ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଶାସ୍ତ୍ରୀନଗରସ୍ଥିତ ଏସଭିନିରତାର୍ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ରଠାରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ଭାବେ ଲୋକ ସଭା ଏମ୍ପି ସଙ୍ଗୀତା…
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨.୩ ବର୍ଷର ବାଳିକା
ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ଚର୍ଚ୍ଚାରେ ଅଦ୍ଭୁତ ବାଳିକା ଦୀପିକା ବିଶ୍ବାଳ। ତାଙ୍କୁ ମାତ୍ର ଦୁଇ ବର୍ଷ ୩ ମାସ ହେଉଛି। ହେଲେ ସେ ନିର୍ଭୁୁଲ ଭାବରେ କହୁଛନ୍ତି ବିଭିନ୍ନ ଶ୍ଲୋକ। ଖାଲି ସେତିକି ନୁହେଁ ସପ୍ତାହ, ମାସ, ବିଭିନ୍ନ ପ୍ରାଣୀ, ଜାତୀୟ ସଙ୍ଗୀତ,…
ରାସ୍ତାରେ ଅଚଳ ହୋଇପଡିଛି ମୁଖ୍ୟମନ୍ତ୍ରୀ ବସ୍: ସାଧାରଣ ଜନତା ହଟହଟା
ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଗତ ୪ ଦିନ ହେଲା ରାସ୍ତା ଉପରେ ଅଚଳ ହୋଇ ପଡିଛି ମୁଖ୍ୟମନ୍ତ୍ରୀ ବସ। ବସକୁ ମରାମତି ପାଇଁ ନିଆ…
ବ୍ୟାଟେରୀ ବିସ୍ଫୋରଣ, ବାପ-ପୁଅ ଆହତ
ବଲାଙ୍ଗୀର,୧୨ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁରୁଣା ରାଜବାଟୀ ପଡ଼ାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ଫୋରଣ ଘଟି ବାପ-ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଭୀମଭୋଇ ହସ୍ପିଟାଲରେଭର୍ତ୍ତି ହୋଇଥିଲେ। ବାପା ନାରାୟଣ ବାରିକ…
ବଲାଙ୍ଗୀର ସରକାରୀ ପଲିଟେକ୍ନିକ୍ ଛାତ୍ରୀଙ୍କୁ ନିର୍ଯାତନା, ଅଧ୍ୟକ୍ଷଙ୍କଠାରେ ଅଭିଯୋଗ ପରେ…
ବଲାଙ୍ଗୀର,୧୨ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ପଲିଟେକ୍ନିକ୍ର ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଛି। ସେଇ ଶିକ୍ଷାନୁଷ୍ଠାନର ଜଣେ ଦ୍ବିତୀୟ ବର୍ଷ ଛାତ୍ରୀ ସମ୍ପୃକ୍ତା ଛାତ୍ରୀଙ୍କୁ ମାଡ଼ ମାରିଥିବା ଓ ନିର୍ଯାତନା ଦେଇଥିବା ନେଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଅଭିଯୋଗ…
ସାର ପାଇଁ ‘ଆଧାର’ ଧାଡ଼ି
ଦେଓଗାଁ,୧୧ା୯ (କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଏବେ ଧାନ ଚାଷ ପାଇଁ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚଳିତ ବର୍ଷ ଠିକ୍ ସମୟରେ ଚାଷୀଙ୍କୁ ୟୁରିଆ ସାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଦେଓଗଁା…
ହାଟକୁ ଗୋରୁ ବିକ୍ରି କରିବାକୁ ଆସୁଥିଲେ ବ୍ୟବସାୟୀ, ବାଟରେ ଜଗିଥିଲା ମୃତ୍ୟୁ
ବଲାଙ୍ଗୀର,୧୦।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟ ମୁଖ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଗୋରୁ ବିକ୍ରେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ ଗାଁର ଛବି ତାଣ୍ଡି।…

