ବଲାଙ୍ଗୀର

ଜମି ଅନୁମୋଦନ ପ୍ରକ୍ରିୟା ଆଉ ପାଦେ ବଢ଼ିଲା

ବଲାଙ୍ଗୀର ଅଫିସ, ୬ା୧୨: ୭୭ ବର୍ଷ ପୁରୁଣା ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ଇଞ୍ଚେ ଜମିର ମାଲିକାନା ସ୍ବତ୍ୱ ନାହିଁ। ଏଭଳିକି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ମଧ୍ୟ ଏହି ଶିକ୍ଷାନୁଷ୍ଠାନ...

ମମିତା ମେହେର ହତ୍ୟା ମାମଲା: ଘୁଞ୍ଚିଲା ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି

ବଲାଙ୍ଗୀର ଅଫିସ,୬।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ସୋମବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ମାତ୍ର କୋର୍ଟ...

ଟ୍ରକ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର ଅଫିସ, ୨।୧୨: ବଲାଙ୍ଗୀର ସହର ଦୁର୍ଗାମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଇକ ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ହେଲେ ଚଁଟିଆପଡାର...

ଭିଜିଲାନ୍ସ ଜାଲରେ ଥାନାଧିକାରୀ, କାର୍‌ ସିଟ୍‌ତଳୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

ବଲାଙ୍ଗୀର ଅଫିସ,୧ା୧୨: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଦୀର୍ଘଦିନ ହେଲା ଭିଜିଲାନ୍ସ ବିଭାଗ ତାଙ୍କ ଉପରେ ନଜର ରଖିଥିଲା। ତେବେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ...

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ଲୋଇସିଂହା,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ ଜଣଙ୍କ ହେଲେ ଗୋପାଳ ପୋଢ଼(୪୮)l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା...

ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ଅଭୟ

ବଲାଙ୍ଗୀର ଅଫିସ,୨୮ା୧୧: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ଜିଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ ଟଳି ପଡ଼ିଥିବା ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନର ଏରିଆ କମିଟି ସଦସ୍ୟ ଶଙ୍କରଙ୍କ ସମ୍ପର୍କରେ ସୂଚନା...

ପୋଲିସ ଗୁଳିରେ ମାଓବାଦୀ ନିହତ

ଖପ୍ରାଖୋଲ,୨୭।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଶନିବାର ସନ୍ଧ୍ୟାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଖପାଖୋଲ ଥାନା ଯୁନାନୀବାହାଲ ଗାଁ ନିକଟରେ ମାଓବାଦୀ ଓ ପୋଲିସ ମୁହଁାମୁହିଁ ହୋଇଥିଲେ। ଏହି...

୯୬,୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବଲାଙ୍ଗୀର ଜିଲାର ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଅର୍ଥାଭାବରୁ ତାଙ୍କ ନାମଲେଖା ପ୍ରକ୍ରିୟାରେ ବାଧା ଉପୁଜିଥିଲା। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା...

ଭୋଜି ସାରି ଫେରୁଥିଲେ ଘରକୁ, ହେଲେ ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ

ବଲାଙ୍ଗୀର ଅଫିସ,୨୪।୧୧: ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ବୁଧବାର ବୋଲେରୋ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତାହତମାନେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା, ଭୁତିଆରବାହାଲ,...

ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା

ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ପୁର୍ବତନ...

ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରର ହେବ ଯାଞ୍ଚ

ବଲାଙ୍ଗୀର ଅଫିସ, ୨୧।୧୧: ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କ ହସ୍ତାକ୍ଷରରୁ ବଡ଼ ପ୍ରମାଣ ମିଳିପାରେ। ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ବିଭିନ୍ନ ଗୁମର ମଧ୍ୟ ଫିଟିପାରେ। ଏସବୁର ତଦନ୍ତ ପାଇଁ ପୋଲିସ ଅଧିକ ପ୍ରମାଣ...

କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୮ା୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ବଲାଙ୍ଗୀରସ୍ଥିତ ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri