ବଲାଙ୍ଗୀର

ଭୀମପାହାଡରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ,୧୭ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମପାହାଡ ପାଦଦେଶରେ ସୋମବାର ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଛି ା ମୁଖ୍ୟ ଅତିଥିଭାବେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ବ୍ଲକ ଅଧକ୍ଷ...

ପରିବା ଦର ଆକାଶ ଛୁଆଁ

ଲାଠୋର, ୧୩।୧୧ (ଡି.ଏନ.ଏ.) ବଲାଙ୍ଗର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଛି । ଫଳରେ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପକ୍ଷେ ପରିବା କିଣି ଖାଇବା ସମ୍ଭବ ହେଉନାହିଁ । କରୋନା...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା: ୨ ଅଟକ

ପାଟଣାଗଡ଼,୧୨ା୧୧(ଡି.ଏନ୍‌.ଏ.): ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ୧୦ ବର୍ଷ ତଳେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ବଲାଙ୍ଗୀର ଜିଲା...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗିର,୧୧।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ା କେହି ଆତତାୟୀ ଗୋଟିଏ ପରିବାରର ୬ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ ହତ୍ୟା କରିଛନ୍ତି ା ଫଳରେ ଗୋଟିଏ ପରିବାର ମୁଳପୋଛ ହୋଇଯାଇଛି ା ମୃତକମାନେ...

ଶିଳ୍ପ ବନ୍ଦ କଥା ସରକାରଙ୍କୁ ଅଜଣା

ଯାଜପୁର ଅଫିସ/ବାଲେଶ୍ୱର ଅଫିସ୍‌/ଅନୁଗୋଳ ଅଫିସ୍‌/ବଲାଙ୍ଗୀର ଅଫିସ୍‌/କେନ୍ଦୁଝର ସ୍ବ.ପ୍ର./ ସୁନ୍ଦରଗଡ଼/ଓଡ଼ାପଡ଼ା, ୫।୧୧(ଡି.ଏନ.ଏ.): ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର କହୁଛନ୍ତି। ଏହି କ୍ରମରେ ରାଜ୍ୟ ଏକକ ବାତାୟନ...

ତ୍ୱରାନ୍ବିତ ହେଉନି ଉନ୍ନୟନ କାର୍ଯ୍ୟ: ଜନ ପ୍ରତିନିଧିଙ୍କ ମୌନ ଧାରଣା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ଏକପ୍ରକାର ବ୍ୟାହତ ହୋଇଛି ା ଫଳରେ ମଞ୍ଜୁର ଅର୍ଥ ପୁଣି ସରକାରଙ୍କ ନିକଟକୁ ଫେରିବାକୁ ବସିଛି ା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ସୋମବାର ଜନପ୍ରତିନିଧିମାନେ...

ସରିଲା କାନ୍ଦୁଲବୁଢ଼ା ଯାତ୍ରା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ନିକଟସ୍ଥ କାନ୍ଦୁଲବୁଢ଼ା ଦେଶଗୁଡିଖଳା ଡଙ୍ଗରପଡାରେ ତିନିଦିନ ଧରି ଚାଲିଥିବା କାନ୍ଦୁଲବୁଢ଼ା ଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି ା ଏହିଦିନ ବରୁଆଙ୍କ ଶରୀରରେ ଦେବତା ଆବିର୍ଭାବ...

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ

ଦେଓଗାଁ, ୩ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବ୍ରାହ୍ଣଣୀଯୋର ପଞ୍ଚାୟତରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି ା ଅର୍ଥ କାରବାର କରି ସ୍ବଚ୍ଛଳ ବର୍ଗର ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଗାଁର ମହିଳା...

ମିଳିଲାନି ଦ୍ୱିତୀୟ କିସ୍ତି ଟଙ୍କା: ଆଜବେଷ୍ଟସ ପକାଇଲେ ଇନ୍ଦିରାଆବାସ ହିତାଧିକାରୀ

ଲାଠୋର, ୩୦ା୧୦ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ରୁକୁଣୀ ବିଭାର। ସ୍ବାମୀ ଲକ୍ଷ୍ମଣ ବିଭାର, ଦୁଇ ଝିଅ ଅହଲ୍ୟା, ଜ୍ୟୋତ୍ସ୍ନା ଓ ଦୁଇ ପୁଅ ରମେଶ ଏବଂ ଯଶୋବନ୍ତଙ୍କୁୁ ନେଇ ତାଙ୍କ...

କ୍ୟାନସର ପୀଡ଼ିତାଙ୍କୁ ସହଯୋଗର ହାତ, ଚିକିତ୍ସା ପାଇଁ ଗଲେ କଟକ

ଲୋଇସିଂହା,୩୦।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲୋଇସିଂହାର ମୁଖୀ ପଧାନ ା ସିକଲିନ, କ୍ୟାନସର ଓ ପଥରି ରୋଗରେ ପୀଡିତ ହୋଇ ସେ ଯନ୍ତ୍ରଣା ପାଉଥିଲେ ା ଅର୍ଥାଭାବ ଯୋଗୁ ତାଙ୍କର ଚିକିତ୍ସା ହୋଇ ପାରୁ ନ ଥିଲା। ସିଡିଏମ୍‌ଓ ଭୀମସେନ ସାହୁଙ୍କ...

ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ୨୦୧୯-୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ଼ ବ୍ଲକର ଅଧିକାଂଶ ଚାଷୀ...

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, ୨୭।୧୦(ଡି.ଏନ୍‌.ଏ.): – ବେଆଇନ ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କୁ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟାଦଶମୀରୁ ଶପଥ ନେଇଛି ବଲାଙ୍ଗୀର ପୋଲିସ। ଜିଲାର ବିଭିନ୍ନ ଥାନାଗୁଡିକୁ ବେଆଇନ କାର୍ଯ୍ୟକଳାପ ଗୁଡିକୁ ରୋକଲଗାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri