ବଲାଙ୍ଗୀର

ଅକ୍ସଫୋର୍ଡ ୟୁନିଭରସିଟିରେ ପିଏଚ୍‌ଡି କରିବେ ବଲାଙ୍ଗୀରର ଶୀତଲ  

ବଲାଙ୍ଗୀର ଅଫିସ, ୨୭ା୮-ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ୍‌ ଏକ ବିରଳ ଗୌରବର ଅଧିକାରୀ ହୋଇଛନ୍ତି ା ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିରେ ଇତିହାସ ବିଷୟରେ ପିଏଚ୍‌ଡି କରିବା ପାଇଁ ସେ ମନୋନୀତ ହୋଇଛନ୍ତି। ଅକ୍ସଫୋର୍ଡ ୟୁନିଭରସିଟିର ଇତିହାସ ବିଭାଗରେ ପିଏଚ୍‌ଡି…

୩୦ଯାଏ ଲୋଇସିଂହା ଶଟ୍‌ଡାଉନ

ଲୋଇସିଂହା,୨୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସହରରେ ଦିନକୁ ଦିନ କୋରାନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଚାଲିଛି। ବୁଧବାର ଏଠାରେ ଗୋଟିଏ ଦିନରେ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଲୋଇସିଂହାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା…

ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ଦାବି କଲେ ଗ୍ରାମବାସୀ

ଖପ୍ରାଖୋଲ, ୨୬ା୮(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗାଁରେ ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଠାରେ କାର୍ଯ୍ୟରତ କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ କାର୍ଯ୍ୟରେ ଅନୁପସ୍ଥିତ…

ବିଦ୍ୟୁତ୍‌ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, ୨୬ା୮(ଡି.ଏନ.ଏ.) – ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ସଂଯୋଗ ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ।…

ନୂଆଁଖାଇ ପାଳନ ପାଇଁ ବଜାର ସାମାନ୍ୟ ଚଳଚଞ୍ଚଳ, ଚାଲିଛି କିଣାବିକା

ବଲାଙ୍ଗୀର,୨୨ା୮: ଚଳିତବର୍ଷ କରୋନା କଟକଣା ଯୋଗୁ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇରେ ପ୍ରଭାବ ପଡ଼ିଛି। ସହରରେ ବିନା ଗହଳିରେ ସାଧାରଣ ଭାବରେ ନୂଆଁଖାଇ ପାଳନ ପାଇଁ ସହର ବଜାର ସାମାନ୍ୟ ଚଳଚଞ୍ଚଳ ହୋଇଛି। ତିନି ଚାରି ଦିନ ଆଗରୁ ନୂଆଁଖାଇ ପ୍ରସ୍ତୁତି ପାଇଁ…

ବଲାଙ୍ଗୀରରେ ନୂଆଁଖାଇ ଫିକା: ବାଉଁଶ କାରିଗର ଗ୍ରାହକ ଅପେକ୍ଷାରେ

ବଲାଙ୍ଗୀର ଅଫିସ,୨୦।୮: କରୋନା ଯୋଗୁ ଅନେକ କଟକଣା ଲାଗିଛି । କେତେବେଳେ ଶଟ୍‌ଡାଉନ ତ ଆଉ କେତେବେଳେ ଲକ୍‌ଡାଉନ। ତେବେ ଆଉ ୨ ଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ହେବାକୁ ଥିବା ବେଳେ ଏଥର ତାହା ଫିକା…

କରୋନା କଟକଣା ବୁଡ଼ାଇଛି ବ୍ୟବସାୟ

ଦେଓଗାଁ,୧୯ା୮(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଦର ଓ ଦେଓଗାଁ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବାଉଁଶ କାରିଗରମାନେ କରୋନା କଟକଣା ଯୋଗୁ ସଙ୍କଟରେ ପଡିଛନ୍ତି। ଏଥିପାଇଁ ବିବାହ, ବ୍ରତ ସହିତ ଅନ୍ୟାନ୍ୟ ମାଙ୍ଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋକ୍‌ ଲାଗିଛି ।…

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରୁଷୁଡା ସରପଞ୍ଚ ସବିତା ବେହେରା ତାଙ୍କ ପତ୍ର ସଂଖ୍ୟା ୩୭ରେ ପଞ୍ଚାୟତକୁ ୭୨ ଘଣ୍ଟା…

୪ ବ୍ୟବସାୟୀ ଗିରଫ, କାର, କଫ୍‌ସିରପ ଜବତ

ପାଟଣାଗଡ଼୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ରବିବାର ୪ ଜଣ କଫସିରପ୍‌ ବ୍ୟବସାୟୀଙ୍କୁ ଗିରଫ୍‌ କରିଛି। ସେମାନେ ହେଲେ ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେର। ସୂଚନାଯୋଗ୍ୟ,…

ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିବା ଘଟଣା: ଜେଲ ଗଲେ ସରପଞ୍ଚ, ତାଙ୍କ ସ୍ବାମୀ

ଲୋଇସିଂହା,୧୬।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗ୍ରାମର କେତେକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ଥାନୀୟ ସରପଞ୍ଚ ଓ କେତେକ ମୁଷ୍ଟିମେୟ ବ୍ୟକ୍ତି ଜେସିବି ମେଶିନ ଲଗାଇ ଭାଙ୍ଗି ଦେଇଥିଲେ ।ଏହି ଘଟଣାର…

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ଆଖିବୁଜିଲେ ଝିଅ, ପରିବାରର ୪ ଗୁରୁତର

ପାଟଣାଗଡ଼,୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ପଞ୍ଚାୟତ ଘୁନଘୁଟିପାଲି ଗ୍ରାମରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା…

ସାମାଜିକ ଦୂରତା ରକ୍ଷା କରି ଉତ୍ତୋଳନ ହେଲା ପତାକା

ଲାଠୋର,୧୫।୮(ଡି.ଏନ.ଏ)- ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ସ୍ବାଧିନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?