ବଲାଙ୍ଗୀର

ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ୨୦୧୯-୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ଼ ବ୍ଲକର ଅଧିକାଂଶ ଚାଷୀ ଫସଲ…

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, ୨୭।୧୦(ଡି.ଏନ୍‌.ଏ.): – ବେଆଇନ ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କୁ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟାଦଶମୀରୁ ଶପଥ ନେଇଛି ବଲାଙ୍ଗୀର ପୋଲିସ। ଜିଲାର ବିଭିନ୍ନ ଥାନାଗୁଡିକୁ ବେଆଇନ କାର୍ଯ୍ୟକଳାପ ଗୁଡିକୁ ରୋକଲଗାଇବା ପାଇଁ…

ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

ଲୋଇସିଂହା,୨୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକଳି ଗ୍ରାମର ପରେଶ ପଧାନ(୨୧) ବୋଲି…

ଜେଲରେ ପୁଞ୍ଜିଲାଲଙ୍କୁ ନିର୍ଯାତନା

ବଲାଙ୍ଗୀର ଅଫିସ, ୨୪ା୧୦-ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ପୁଞ୍ଜିଲାଲ ମେହେରଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ଓକିଲ ଶନିବାର ପାଟଣାଗଡ଼ ଆଡିଶନାଲ ସେସନ୍ସ ଜଜ୍‌ (ଏଡିଜେ)ଙ୍କୁ ଲିଖିତଭାବେ ଜଣାଇଛନ୍ତି। ଗତ ବୁଧବାର ଓ…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଲାଠୋର,୨୨ା୧୦(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଲାଠୋର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ ଯୁବକ…

‘ଶିକ୍ଷିତ ହେଲେ ସାମାଜିକ ପ୍ରତିଷ୍ଠା ବଢ଼ିବ’

ବଲାଙ୍ଗୀର ଅଫିସ, ୨୧ । ୧୦ – ବଲାଙ୍ଗୀର ଠିକାଦାରପଡାସ୍ଥିତ ଜିଲା ଯାଦବ ଭବନ ପରିସରରେ ଯାଦବ ମହାସଭା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ଓ ଯୁବତୀ ଯୁବକ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥିଭାବେ ବଲାଙ୍ଗୀର ତହସିଲଦାର ମଘାବନ…

ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ…

ସହାୟତା ଦାବି କଲା କଳାକାର ସଂଘ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜ ଏନଏସି ସହରାଞ୍ଚଳରେ ଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ। ଏଥିଯୋଗୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି। କଳାକାର ଭତ୍ତା ନ ପାଇ ସେମାନେ ହାହୁତାଶ ମଧ୍ୟଦେଇ ଗତି କରୁଛନ୍ତି। ଏ ନେଇ…

ଜମିଲା କୋସଲି କବିତା ଆସର

ଲୋଇସିଂହା,୨୦।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲୋଇସିଂହା ଥାନ ଅନ୍ତର୍ଗତ ରୁଗୁଡିଖାଲ ମାନସ ବିହାରଠାରେ ଡୁଙ୍ଗରିପାଲିି ନୂଆଁ ସକାଳ ପବ୍ଲିକେସନ ଆନୁକୂଲ୍ୟରେ ସିର୍‌ଜିନା ପରବ୍‌-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ଗଜେନ୍ଦ୍ର ଦଣ୍ଡସେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍‌ ଲଳିତ ମୋହନ ସାହୁ ମୁଖ୍ୟ ଅତିଥି,…

ମଦ ବିକ୍ରି ପ୍ରତିବାଦ ଥାନା ଘେରିଲେ ମହିଳା

ଦେଓଗାଁ,୨୦।୧୦(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ ସୋମବାର ସନ୍ଧ୍ୟାରେ ଦେଓଗାଁ ଥାନାକୁ ଘେରାଉ କରିଛନ୍ତି । ଏହାସହ ସେମାନେ ସାଗରପାଲି ଗ୍ରାମରେ…

ନଦୀକୁ ଡେଇଁଲେ ଦୁଇ ଭଉଣୀ

ଗୁଡଭେଲା,୧୫।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ସହର ସ୍ଥିତ ତେଲ ନଦୀ ଗର୍ଭକୁ ଦୁଇ ଜଣ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଉଭୟ ସମ୍ପର୍କରେ ଦୁଇ ଭଉଣୀ ଏବଂ ଗୁଡଭେଲା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଝିଅ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ…

ବନ୍ୟଜନ୍ତୁ ଉପଦ୍ରବ: ମଞ୍ଚାବାନ୍ଧି ଫସଲ ଜଗୁଛନ୍ତି ଚାଷୀ

ଲୋଇସିଂହା, ୧୪।୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ଓ ଆଗଲପୁର ବ୍ଲକ ଅଞ୍ଚଳରେ ଖରିଫ ଧାନ ପାକଳ ହୋଇ ଆସିଲାଣି। ଆଉ କିଛିଦିନ ପରେ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯିବ। ହେଲେ ଏହାପୂର୍ବରୁ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?