ବଲାଙ୍ଗୀର

ଟ୍ରେନ୍‌ରୁ ୫ଶହ ପାରା ଜବତ, ୨ ଗିରଫ

ବଲାଙ୍ଗୀର ଅଫିସ, ୩୧ା୮: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୭ଟି ପେଟିରେ ଆସୁଥିବା ୫ଶହ ପାରାକୁ ବଲାଙ୍ଗୀର ଆରପିଏଫ୍‌(ରେଳ ସୁରକ୍ଷା ବଳ) ସ୍ଥାନୀୟ ରେଳଷ୍ଟେଶନ୍‌ରୁ ଶୁକ୍ରବାର ଜବତ କରିଛି। ପାରା ଚାଲାଣ କରୁଥିବା ବାପପୁଅଙ୍କୁ ଗିରଫ କରିଛି ା ଗିରଫ ୨...

ଅଁଟାରୁ ତଲକେ ଅଚଲ, ଖଟେ ପଡ଼ିଛନ୍‌ ବିପିନ: ଚିକିଛା ସାହାଯ୍‌ ଲାଗି ପରିବାରର ଆକୁଲ ନିବେଦନ

  ଲାଠୋର, ୩୧ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମନ୍ଦିର ପଡ଼ାର ବିପିନ ସେଠ୍‌(୫୩) ରୋଗ୍‌ ପରଭାବରେ ଖଟେ ପଡ଼ି ରହିଛନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି...

ନାନା ରୋଗ୍‌ ସଂଗେ ଯୁଝୁଛନ୍‌ ପୁଷ୍ପାଞ୍ଜଳି: ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ

ଲାଠୋର, ୩୦ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମେହେର ପଡ଼ାର ବିଭିଷଣ ମେହେରକଁର ଝି’ ପୁଷ୍ପାଞ୍ଜଳି(୨୦)। ସେ ଜନମ୍‌ ହେବାର ୬ ଦିନ୍‌ ଉତାରୁ ନାନା ରୋଗ୍‌ ସଂଗେ ଯୁଝୁଛନ୍‌। ଇଆଡ଼େ ପରିବାରଟା ଗରିବ୍‌...

ଗଣମାଧ୍ୟମ ଜରିଆରେ ସାହାଯ୍‌ ଲାଗି ଗୁହାରି କଲେ: ଦିବ୍ୟାଙ୍ଗ ଝି’ପୁଓର ଚିନ୍‌ତାରେ ଗରିବ୍‌ ମା’ବାପ୍‌

ଖପ୍ରାଖୋଲ,୨୮।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ ଗଁାର ଜୟନ୍ତ ବରିହା। ପରିବାର କହେଲେ ମାଏକିନା ବିମଳା, ପୁଓ ନରେନ୍ଦ୍ର(୪) ଆର ଝି’ ଅମ୍ବିକା(୨)। ପୁଓ ଜନମ୍‌ ହେଲା ଉତାରୁ ପରିବାରରେ ଖୁସିର ମାହୋଲ ଥିଲା।...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟନା: ପରୀକ୍ଷା ଲାଗି ନମୁନା ବାହାରକେ ପଠାଗଲା

  ଗୁଡ଼ଭେଲା,୨୭ା୮(ଡି.ଏନ୍‌.ଏ.): ଗଲା ୧୯ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ସେନ୍‌ତା ୨୧ ତାରିଖ ବୁଧୁବାର ଧରିତ୍ରୀରେ ଫେନ୍‌ଘାଏ ଇ ଘଟନା ବାବ୍‌ଦେ...

ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି

  ଲାଠୋର, ୨୭ା୮ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର ଗୁଦାମପଡ଼ାରେ ବାସ କରୁଛନ୍‌ ଭଗବାନ ଛତ୍ରିଆ। ପରିବାର କହେଲେ ମାଏକିନା ବାସନ୍ତି ଆର ଗୁଟେ ବଲି ଝି’ ସେବତୀ। ପରିବାରଟା ନିହାତି ଗରିବ୍‌।...

ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ କରିଛନ୍ତି। ପଲିଥିନ୍‌ ବଣ୍ଟନ ପାଇଁ ତହସିଲ ପକ୍ଷରୁ ସୋମବାରକୁ ଦିନ ଧାର୍ଯ୍ୟ ହୋଇଥିଲା।...

ବାଟବନା ହେଇଛେ ଆବାସ ଯୋଜନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ

ଲାଠୋର,୨୬।୮(ଡି.ଏନ୍‌.ଏ.):  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦିଆଯାଉଛେ ବଲି ଡିଂଗ୍‌ରା ପିଟୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଅନେକ ହକ୍‌ଦାର ହିତାଧିକାରୀ ଇ ସୁବିଧାରୁ...

ଆବାସ ଯୋଜନାରୁ ବଁଚିତ୍‌ ଲାଲଦୀପ: ପରହର ବାରନ୍‌ଡାରେ ବିତୁଛେ ଜୀବନ୍‌

ଖପ୍ରାଖୋଲ, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଅନେକ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତାଥି...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଦିବ୍ୟାଙ୍ଗକଁର ଗୁହାରି: ରୁଜ୍‌ଗାର ଦିଅ ନଚେତ୍‌ ମରବାକେ ଅନୁମତି ଦିଅ

ଲାଠୋର, ୨୩ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି। ମୋତେ ରୁଜ୍‌ଗାର ଯୁଗେଇ ଦିଆଯାଉ, ନାଇଁ ହେଲେ ଇଛା ମୁର୍‌ତୁ ଲାଗି ଅନୁମତି ଦିଆଯାଉ ବଲି ଟୁଇଟର ଜରିଆରେ ପ୍ରଧାନମନ୍ତ୍ରୀ...

ଅଜନା ରୋଗ୍‌ରେ ପୀଡ଼ିତ ଭାଇବହେନ୍‌: ଚିକିଛା ସାହାଯ୍‌ ଲାଗି ଗୁହାରି କଲେ ମା’ବାପ୍‌

ଖପ୍ରାଖୋଲ, ୨୩ା୮ (ଡି.ଏନ୍‌.ଏ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାର ସମାରୁ ଭୋଇକଁର ଝି’ ପଦ୍ମିନୀ(୩୦) ଆର ପୁଓ ପୁସ୍ତମ(୨୫) ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ପାଖାପାଖି ୧୫ ବଛର ହେଲା ଦୁଇ ଭାଇ ବହେନ୍‌ ଚାଲବୁଲ...

ବରଷାରେ ଘର ଭାଂଗ୍‌ଲା: ବାସ୍‌ହରା ହେଲେ ନିସାହା ପରିବାର

ଲୋଇସିଂହା,୨୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗଁାର ବିଧବା ମହିଲା ଜାହ୍ନବି ପଟେଲକଁର ଘରର କଁାଥି ମଙ୍ଗଲବାର ରାତିରେ ଭାଂଗି ଯାଇଛେ। ମା’ଝି ରାତିରେ ଖାଇପିଇ ଶୁଇଥିଲାବେଲେ ହଠାତ୍‌ ଅଧ୍‌ ରାତିରେ ଘରର କଁାଥି ମାଡ଼ି ବସିଥିଲା। ହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri