ବଲାଙ୍ଗୀର

ସିସିଟିଭିରେ ହତ୍ୟାର ଦୃଶ୍ୟ

ବଲାଙ୍ଗୀର ଅଫିସ,୨୩।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକରେ ଶନିବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ସିରିଜ୍‌ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍‌ ରବିବାର…

ଲାଞ୍ଚ ନେଇ ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣାଗଡ଼,୨୨ା୫(ଡି.ଏନ୍‌.ଏ.): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ଜଙ୍ଗଲ ବିଭାଗ ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତ୍ୟାକୁ ବଲାଙ୍ଗୀର ଡିଏଫ୍‌ଓ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ଲରମ୍ଭା ଫରେଷ୍ଟ…

ବଲାଙ୍ଗୀରରେ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ, ୨ ଆହତ

ବଲାଙ୍ଗୀର ଅଫିସ,୨୧।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକ ନିକଟରେ ଶନିବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ର ଶ୍ରୀକାନ୍ତ ବାଗ (୩୦)। ଅନ୍ୟ ଦୁଇ ଆହତ ଚିତ୍ତରଞ୍ଜନ ମହାନ୍ତି ଓ ସାଧୁ କୁମାର ନାଏକଙ୍କୁ…

କଲେଜ ପରିଚାଳନା କମିଟି ସଭାପତି ନିଯୁକ୍ତି ନେଇ ଅସନ୍ତୋଷ

ଲୋଇସିଂହା,୨୦ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଚୟନକୁ ନେଇ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ଚୟନ କରାଯାଇଥିବାରୁ ଛାତ୍ର୍ର ଏବଂ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚୟନ କରାଯାଇଥିବା ନାମକୁ…

୨୦୨୩ ସୁଦ୍ଧା ସରିବ ଲୋୟର ସୁକ୍‌ତେଲ

ବଲାଙ୍ଗୀର ଅଫିସ,୨୦।୫: ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘୋର ଅନିଶ୍ଚିତତା ଏବଂ ବହୁ ବାଦବିବାଦରେ ଛନ୍ଦି ହୋଇଥିବା ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ ହେବାର ଆଶା ଉଜ୍ଜୀବିତ ହୋଇଛି। ୨୦୨୩ ମାର୍ଚ୍ଚ ମାସ…

ବଜାରରେ ଲାଗିଲା ମାଓବାଦୀ ପୋଷ୍ଟର

ଲାଠୋର,୧୫ା୫(ଡି.ଏନ.ଏ.): କିଛି ଦିନର ନୀରବତା ପରେ ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଘୁନସର ଓ ପୁଟକେଲଚୁଆ ଗ୍ରାମ ମଝି ବଜାର ପାଣ୍ଡାଲରେ ମାଓବାଦୀମାନେ ବ୍ୟାନର ମାରି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ପାଣ୍ଡାଲର ଦୁଇଟି ସ୍ଥାନରେ ଲାଲରଙ୍ଗର ବ୍ୟାନର ମରାଯାଇଥିବା…

ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର ଅଭିଯୋଗ

ଲୋଇସିଂହା,୧୩ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ କେତେକ ପଞ୍ଚାୟତର ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ବିଡିଓ ରାମଚନ୍ଦ୍ର ଖାଡ଼ିଆଙ୍କୁ ଗୁରୁବାର ଭେଟିଥିଲେ। କାହିଁକି…

ଅଟୋରେ ଚାଲାଣ ହେଉଥିଲା ଶାଳ କାଠ…

ବଲାଙ୍ଗୀର ଅଫିସ,୧୧।୫: ବଲାଙ୍ଗୀର ଜିଲା ପାଟଣାଗଡ଼ ପଥରଚେପା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଏକ ଶାଳ କାଠ ବୋଝେଇ ଅଟୋକୁ ଜବତ କରିଛି। ସୂଚନାଯୋଗ୍ୟ, ରାତିରେ କାଠ ଚୋରା ଚାଲାଣ ହେଉଥିବା ନେଇ ଡିଏଫଓଙ୍କ ପାଖରେ ଅଭିଯୋଗ…

ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍‌ ନ ମିଳିବାରୁ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇଛି। ସୂଚନାନୁଯାୟୀ, ବଲାଙ୍ଗୀର ଜିଲା…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୦।୫ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ । ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି…

ଯୁକ୍ତ ୨ ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ଡ୍ରାଇଭର

ଗୁଡ଼ଭେଲା,୯।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ତୁଷୁରା ପୋଲିସ ସୋମବାର ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ସେ ହେଲେ…

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କପା କିଆରୀରେ ପଡ଼ିଥିଲା ମୃତଦେହ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୬।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼ ଏକ କପା କିଆରୀରେ କନିଷ୍ଠ ଯନ୍ତ୍ରୀ ବେହେରାଙ୍କ ମୃତଦେହ ପଡ଼ିଥିବା ଖବର ମିଳିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?